Browsing Category

ସୋନପୁର

ଶୀତରେ ଥରୁଛି ସାରା ରାଜ୍ୟ, ଆହୁରି ଖସିବ ପାରଦ

ଭୁବନେଶ୍ଵର: ଶୀତରେ ଥରୁଛି ସାରା ଓଡ଼ିଶା। ଦିନରେ କୋହଲା ପାଗ ସାଙ୍ଗକୁ ରାତିରେ ତାପମାତ୍ରାରେ ହ୍ରାସ ଯୋଗୁ ପରିବେଶ ଥଣ୍ଡା ରହୁଛି, ଯାହା ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ରାତିରେ ରାଜ୍ୟର ଅଧିକାଂଶ…
Read More...

ହାତୀପଲଙ୍କ ଉପଦ୍ରବ, ନଡ଼ିଆ ଗଛ ଭାଙ୍ଗିବା ସହ ନଷ୍ଟ କଲେ ପନିପରିବା ଚାଷ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲା ବିନିକା ଗ୍ରୀଡ଼ ନିକଟ ବଗିଚାରେ ୨୪ ଟିକିଆ ହାତୀପଲଙ୍କ ଉପଦ୍ରବ ଶୁକ୍ରବାର ଦେଖିବାକୁ ମିଳିଛି। ହାତୀପଲ ବହୁ ନଡ଼ିଆ ଗଛ ଭାଙ୍ଗିବା ସହ ପନିପରିବା ଚାଷ ନଷ୍ଟ କରି ଦେଇଛନ୍ତି। ଏହାସହ…
Read More...

ମୋ ସରକାର କାର୍ଯ୍ୟକ୍ରମରେ ୬ ଜିଲାର ସ୍ବାସ୍ଥ୍ୟ କ୍ଷେତ୍ରକୁ ସ୍ବତନ୍ତ୍ର ସହାୟତା

ଭୁବନେଶ୍ଵର: ମୋ ସରକାର କାର୍ଯ୍ୟକ୍ରମରେ ରାଜ୍ୟ ସରକାର ସମ୍ବଲପୁର, ଦେବଗଡ଼, ଅନୁଗୋଳ, କେନ୍ଦ୍ରାପଡ଼ା, ବଲାଙ୍ଗୀର ଏବଂ ସୋନପୁର ଆଦି ୬ଟି ଜିଲାର ସ୍ବାସ୍ଥ୍ୟ କ୍ଷେତ୍ରକୁ ସ୍ବତନ୍ତ୍ର ସହାୟତା ପ୍ରଦାନ କରିବାକୁ ଘୋଷଣା…
Read More...

ରାସ୍ତା କଡ଼କୁ ଓଲଟିଲା ଆମ୍ବୁଲାନ୍ସ

ସୁବର୍ଣ୍ଣପୁର : ସୋନପୁର - ବଲାଙ୍ଗୀର ରାସ୍ତାର ଖାରୀ ନିକଟରେ ଏକ ୧୦୮ ଆମ୍ବୁଲାନ୍ସ ମଙ୍ଗଳବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି। ଆମ୍ବୁଲାନ୍ସରେ ଚାଳକଙ୍କ ସହ ଜଣେ ଫାର୍ମାସିଷ୍ଟ…
Read More...

ସଡ଼କ ଦୁର୍ଘଟଣାରେ ଜଣେ ଗୁରୁତର

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲା ଡ଼ୁଙ୍ଗୁରିପାଲି ବ୍ଲକ ଗଣିଆ ଛକରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ଶନିବାର ଜଣାପଡ଼ିଛି। ବାଇକରୁ ଖସି ପଡ଼ି ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା…
Read More...

ଚାଷୀଙ୍କ ପାଇଁ ସମସ୍ୟା ହୋଇଛି ଅନଲାଇନ ପି-ପାସ୍ ମେସେଜ, ଧାନ ବିକ୍ରିରେ ବିଳମ୍ବ

ବିନିକା: ରାଜ୍ୟ ସରକାର ରାଜଧାନୀ (ଭୁବନେଶ୍ୱର) ରୁ ଟୋକନ ଦେବା ନିଷ୍ପତି ନେବାପରେ ଚାଷୀକୁ ସମ୍ପୂର୍ଣ୍ଣ ଭାବରେ ଧାନ ବିକ୍ରି ପାଇଁ ଅସୁବିଧା ଦେଖାଦେଇଛି। ବିଶେଷ କରି ଆର୍ଥିକ ଅବସ୍ଥା ସଦୃଢ଼ ନଥିବା ଚାଷୀ ତାର ଗୁଜୁରାଣ…
Read More...

ବିନିକା ଥାନାରେ ଆମ ପୁଲିସ ସମିତି ବୈଠକ

ବିନିକା : ବିନିକା ଥାନା ଅଭ୍ୟର୍ଥନା କକ୍ଷ ସଭା ଗୃହରେ ବୁଧବାର ସନ୍ଧ୍ୟାରେ ପୁଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରୀ କୁଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମିତି ବୈଠକରେ ଡିଏସ୍‍ପି ହେମସାଗର…
Read More...

ଚରଦା ପ୍ରାଥମିକ ସେବା ସମବାୟ ସମିତିରେ ଧାନ କ୍ରୟ ଆରମ୍ଭ

ବିନିକା : ସୁବର୍ଣ୍ଣପୁର ଜିଲା  ବିନିକା ବ୍ଲକ ଚରଦା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତ ଖରିଫ୍‍ ଧାନ ବିକ୍ରି ନିମନ୍ତେ ରେଜିଷ୍ଟ୍ରିଭୁକ୍ତ ଚାଷୀ ମାନଙ୍କ ଠାରୁ ନିର୍ଦ୍ଧାରିତ ସର୍ବ ନିମ୍ନ ସରକାରୀ ସହାୟକ ମୂଲ୍ୟରେ…
Read More...

ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ରେଞ୍ଜର ସରସ ଦାଦର ଜଙ୍ଗଲରୁ ମଙ୍ଗଳବାର ଏକ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ହାତୀଟିର ମୃତ୍ୟୁର କାରଣ ଜଣାପଡ଼ିନାହିଁ। ଜଙ୍ଗଲ ବିଭାଗ ପକ୍ଷରୁ ହାତୀଟିର ମୃତଦେହ ଉଦ୍ଧାର…
Read More...

ବିନିକା ସମଲେଶ୍ୱରୀ ଆଞ୍ଚଳିକ ଦୁଗ୍‍ଧ ଶିତଳୀକରଣ କେନ୍ଦ୍ରରେ ବୋର୍ଡ ବୈଠକ

ବିନିକା : ସୁବର୍ଣ୍ଣପୁର ଜିଲା ବିନିକା ସ୍ଥିତ ସମଲେଶ୍ୱରୀ ଆଞ୍ଚଳିକ ଦୁଗ୍‍ଧ ଶୀତଳିକରଣ କେନ୍ଦ୍ର କାର୍ଯ୍ୟାଳୟରେ ସୋମବାର ବରିଷ୍ଠ ଅଧିକାରୀଙ୍କ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ଶତୃଘ୍ନ ସାହୁଙ୍କ…
Read More...