Browsing Category

ରାଉରକେଲା

ସେଣ୍ଟ୍ରାଲ ଏକ୍ସାଇଜ ବରିଷ୍ଠ ଅଧିକାରୀଙ୍କ ଘରେ ସିବିଆଇ ଚଢାଉ

ରାଉରକେଲା : ସେଣ୍ଟ୍ରାଲ ଏକ୍ସାଇଜ ବରିଷ୍ଠ ଅଧିକାରୀ ଆଶିକ ଜମାଲଙ୍କ ଘରେ ଶନିବାର ସିବିଆଇ ଚଢାଉ କରିଥିବା ଜଣାପଡ଼ିଛି। ଆଶିକଙ୍କ ସେକ୍ଟର-୬ ସ୍ଥିତ କ୍ୱାଟର୍ସରେ ଝାଡ଼ଖଣ୍ଡ ଏବଂ ଓଡ଼ିଶା ଟିମ ମିଳିତ ଭାବେ ଚଢାଉ କରିଛି।…
Read More...

ବିଷାକ୍ତ ଗ୍ୟାସ୍‌ ଲିକ୍‌ ହୋଇ ୨ ଶ୍ରମିକ ମୃତ

ରାଉରକେଲା: ରାଉରକେଲା ଆଇଡିସି ଅଞ୍ଚଳରେ ସୋମବାର ଅଘଟଣ ଘଟିଛି। ଏହି ଅଞ୍ଚଳରେ ଥିବା ଏକ ସ୍ପଞ୍ଜ ଆଇରନ କାରଖାନାରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଫଳରେ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, କାରଖାନା…
Read More...

ଗଞ୍ଜେଇ ଚୋରା ଚାଲାଣ ଘଟଣାରେ ୩ ଗିରଫ

ରାଉରକେଲା : ରାଉରକେଲା ଷ୍ଟିଲ ପ୍ଲାଟ ନିକଟ ଥାନା ଅନ୍ତର୍ଗତ ଗୋପବନ୍ଧୁ ପାଲି ରାସ୍ତାର ବିଏସଏନଏଲ ଚୌକ ଠାରେ ଗଞ୍ଜେଇ ଚାଲାଣ ସମୟରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସୁରେଶ କୁମାର…
Read More...

ଆରଏସପି ପରିସରରୁ ୨ଟି ବେଆଇନ ଟ୍ରେଲର ଜବତ, ୪ ଯବାନ ନିଲମ୍ବିତ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା(ଆରଏସପି) ପରିସରରୁ ୨ଟି ବେଆଇନ ଟ୍ରେଲର ଜବତ ହୋଇଛି। ଏହି ଘଟଣାରେ ଶନିବାର ଆରଏସପି କର୍ତ୍ତୁପକ୍ଷ ୪ ଯବାନଙ୍କୁ ନିଲମ୍ବନ କରିଛନ୍ତି। ଆରଏସପି ପରିସରସ୍ଥ ନୂଆ ପ୍ଲେଟ ମିଲ ନିକଟରୁ…
Read More...

ରାଉରକେଲାରେ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ରାଉରକେଲା: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ ଅବସରରେ ବୁଧବାର ରାଉରକେଲାର ସେକ୍ଟର-୪ ସ୍ଥିତ ନର୍ସରୀ ନିକଟରେ ତାଙ୍କର ଏକ ବ୍ରୋଞ୍ଜ୍ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। ଏହା ସହିତ…
Read More...

ଝଲସୁଛି ଉଦ୍ୟାନ : ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଆଜି

ରାଉରକେଲା : ସ୍ଥାପିତ ହୋଇସାରିଛି ପ୍ରତିମୂର୍ତ୍ତି। ଲାଗିଯାଇଛି ଫଳକ। କପଡ଼ାରେ ଘୋଡ଼େଇ ଦିଆଯାଇଛି ବାଜପେୟୀଙ୍କ ପ୍ରତିମୂର୍ତ୍ତିକୁ। ଗତ କିଛିଦିନରୁ ଦିନରାତି କାମ ଚାଲିଥିବା ବେଳେ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ…
Read More...

୨୦୨୩ ହକି ବିଶ୍ବକପ୍‌ ପାଇଁ ବଦଳିବ ରାଉରକେଲାର ରୂପରେଖ

ଭୁବନେଶ୍ବର: ଦେଶର ହକି ରାଜଧାନୀ ଓଡ଼ିଶାକୁ କ୍ରମାଗତ ୨ୟ ଥର ପୁରୁଷ ବିଶ୍ବକପ ହକିର ଆୟୋଜନ ଅଧିକାର ମିଳିଛି। ୨୦୧୮ ହକି ବିଶ୍ବକପର ଅଭୂତପୂର୍ବ ସଫଳତା ପରେ ଓଡ଼ିଶାରେ ୨୦୨୩ ଜାନୁଆରୀ ୧୩ରୁ ୨୯ ପର୍ଯ୍ୟନ୍ତ ୧୫ଶ ପୁରୁଷ…
Read More...

ରାଉରକେଲା ଶିଳ୍ପାଞ୍ଚଳ: କର୍ପୂରଶୂନ୍ୟ କନା

ରାଉରକେଲା(ସତ୍ୟାନନ୍ଦ ବେହେରା) : ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ମିଶ୍ରିତ ଅର୍ଥନୀତିର ଫଳସ୍ୱରୂପ ଦେଶର ପ୍ରଥମ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାବେ ଆରମ୍ଭ ହୋଇଥିଲା ରାଉରକେଲା ଇସ୍ପାତ କାରଖାନା। ଏହି…
Read More...

ଇଞ୍ଜେକ୍ସନ ନ ମିଳିବାରୁ ହସ୍ପିଟାଲ ସମ୍ମୁଖରେ ରୋଗୀଙ୍କ ଧାରଣା

ରାଉରକେଲା: ରାଉରକେଲାର ସରକାରୀ ହସ୍ପିଟାଲରେ କୁକୁର କାମୁଡ଼ା ଇଞ୍ଜେକ୍ସନ ମିଳୁନାହିଁ। ଏହା ପ୍ରତିବାଦରେ ଇଞ୍ଜେକ୍ସନ ନେବାକୁ ଆସିଥିବା ୫୦ରୁ ଅଧିକ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟମାନେ ଶନିବାର ହସ୍ପିଟାଲ ସମ୍ମୁଖରେ…
Read More...

ଟ୍ରାକ୍ଟର ଚକାରେ ଚାପି ହୋଇ ଚାଳକ ମୃତ

ରାଉରକେଲା : ରାଉରକଲୋର ସେକ୍ଟର ନମ୍ବର ୧୪ରେ ଶୁକ୍ରବାର ଜଣେ ଟ୍ରାକ୍ଟର ଚାଳକଙ୍କ ମୃତ୍ୟୁ ହୋଇଛି। ତାଙ୍କୁ ବାତ ରୋଗ ଥିଲା। ଚିପ୍ସ ଅନଲୋଡ଼ କରି ଚାଳକ ଫେରୁଥିବା ସମୟରେ ବାତ ମାରିବାରୁ ସେ ତଳେ ପଡ଼ିଯାଇଥିଲେ ଓ ତାଙ୍କ…
Read More...