Browsing Category

ରାୟଗଡ଼ା

ଛେଳିଆ ମାଝୀ ହତ୍ୟା ମାମଲା: ୯ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

ରାୟଗଡ଼ା: ଟିକିରି ଓଡ଼କଣା ଛେଳିଆ ମାଝୀ ହତ୍ୟା ମାମଲାର ୯ ହତ୍ୟାକାରୀଙ୍କୁ ସୋମବାର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଜିଲା ଓ ଦୌରା ଜଜ୍‍ ଏହି ୯ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ କାରା ଦଣ୍ଡାଦେଶ…
Read More...

ପୁଣି ଲଜ୍ଜା : କାଶୀପୁର ବ୍ଲକରେ ନାବାଳିକାକୁ ବକତ୍କାର ଅଭିଯୋଗ

କାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକ ଦୋରାଗୁଡା ଥାନା ଅନ୍ତର୍ଗତ ଡଙ୍ଗାସିଲ ଫାଣ୍ଡୀ ଅଧୀନସ୍ତ ଏକ ଗ୍ରାମର ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳତ୍କାର ହୋଇଥିବା ଅଭିଯୋଗ ହୋଇଛି। ଘରେ କେହି ନଥିବା ସୁଯୋଗନେଇ ଅଭିଯୁକ୍ତ ଜଣକ…
Read More...

ସରକାର ଶୁଣିଲେ ବିନିଶିପୁର ଗ୍ରାମବାସୀଙ୍କ ଦୁଃଖ, ନାଗାବଳୀ ନଦୀଉପରେ ସେତୁ ନିର୍ମାଣ ପାଇଁ ହେଲା ଭୂମିପୂଜା

ରାୟଗଡ଼ା : ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାର ତିନିକିମି ଦୂରରେ ଥିବା ନାଗାବଳୀ ନଦୀଉପରେ ବିଜୁ ସେତୁ ନିର୍ମାଣ ପାଇଁ ରବିବାର ଭୂମିପୂଜା ହୋଇଛି। ଶୁଭବେଳାରେ ବିନିଶିପୁର ଗୋଦଗୋଦା ଠାରେ ଜୈନିକ ଠିକାଦାର…
Read More...

କାଶୀପୁରରେ ଉପ ନିର୍ବାଚନ ପାଇଁ ଚାଲିଛି ମତଦାନ

କାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ମାଣ୍ଡିବିଶୀ ସରପଞ୍ଚ ଓ ଡଙ୍ଗାସିଲର ୩ ନମ୍ବର ଓ୍ବାର୍ଡ ମେମ୍ବର ଉପ ନିର୍ବାଚନ ପାଇଁ ବୁଧବାର ମତଦାନ ଚାଲିଛି। ଏଥିପାଇଁ ୧୨ଟି ବୁଥ୍‍ ଖୋଲାଯାଇଛି। ଶାନ୍ତି ଶୃଙ୍ଖଳା…
Read More...

୫୦ ମାମଲାରେ ସମ୍ପୃକ୍ତ ଶିବାକୁ ଏନକାଉଣ୍ଟର

ରାୟଗଡ଼ା: ପ୍ରାୟ ୫୦ ମାମଲାରେ ସମ୍ପୃକ୍ତ ଥିବା ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ରାୟଗଡ଼ା ଟାଉନ ପୁଲିସ ଏନକାଉଣ୍ଟର କରିଛି। ପୁଲିସ ସହିତ ଗୁଳିବିନିମୟ ବେଳେ ଅପରାଧୀ ଜଣକ ଧରାପଡ଼ିଛି। ତା’ର ନାମ ଶିବା। ରାୟଗଡ଼ା ସହରରେ…
Read More...

ନବଜାତ ଶିଶୁପୁତ୍ର ଉଦ୍ଧାର

ରାୟଗଡ଼ା : ରାୟଗଡ଼ାର ଗୁଣପୁର ଅଞ୍ଚଳରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପରିତ୍ୟକ୍ତ ସ୍ଥାନରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଥିବା ଜଣାପଡ଼ିଛି। ଗୁଡ଼ାରି ଦଣ୍ଡାସି ସାହି ନିକଟରୁ ଗ୍ରାମବାସୀ…
Read More...

କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ

ରାୟଗଡ଼ା: ରାୟଗଡ଼ା ଷ୍ଟେସନରେ ଏକ କୋଇଲା ବୋଝେଇ ଟ୍ରେନରେ ଗୁରୁବାର ଅଗ୍ନିକାଣ୍ଡ ଘଟିଛି। କୋଇଲା ବୋଝେଇ ଟ୍ରେନଟି ବିଶାଖପାଟଣାରୁ ରାୟପୁର ଯଆଉଥିଲା। ଏହିସମୟରେ ହଠାତ ୪ଟି ବଗିରେ ନିଆଁ ଲାଗିଥିବାର ଦେଖିବାକୁ ମିଳିଛି।…
Read More...

ମାଓ କ୍ୟାମ୍ପରେ ଚଢାଉ, ବିପୁଳ ମାଓ ସାମଗ୍ରୀ ଜବତ

ମୁନିଗୁଡ଼ା : ଅମ୍ବାଦଳା ଥାନା କାର୍କାମାର୍କା ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଥିବା ଖବର ପାଇ ଏସଓଜି, ଡ଼ିଭିଏଫ ପକ୍ଷରୁ ମିଳିତ ଚଢାଉ ହୋଇଥିବା ଜଣାପଡ଼ିଛି। ଚଢାଉ ଖବର ପାଇ ଜଙ୍ଗଲରେ ଥିବା ମାଓବାଦୀଙ୍କ ଛତ୍ରଭଙ୍ଗ ହୋଇଛି।…
Read More...

ନିଜ ବେକକୁ କାଟି ଆତ୍ମହତ୍ୟା ଉଦ୍ୟମ ଅଭିଯୋଗ

କାଶୀପୁର : ରାୟଗଡା ଜିଲା କାଶୀପୁର ଥାନା ଅନ୍ତର୍ଗତ ନୂଆସାହିରେ ଏକ ଅଭାବନୀୟ ଘଟଣା ଘଟିଛି।  ଜଣେ ବ୍ୟକ୍ତି ବ୍ଲେଡ଼ ଦ୍ୱାରା ନିଜ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ଉକ୍ତ ବ୍ୟକ୍ତି ଜଣଙ୍କ…
Read More...

ଡ଼ଙ୍ଗା ଭସାଇବା ବେଳେ ଅଘଟଣ, ନଦୀରେ ବୁଡ଼ି ୨ ମୃତ

ରାୟଗଡ଼ା : ରାୟଗଡ଼ାର ଦୁଇଟି ସ୍ଥାନରେ ଡ଼ଙ୍ଗା ଭସାଇବା ସମୟରେ ନଦୀରେ ବୁଡ଼ି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ରାୟଗଡ଼ାର ନାଗାବଳୀ ନଦୀର ଝୁଲାପୋଲ ନିକଟରେ ଡ଼ଙ୍ଗା ଭସାଇବା ବେଳେ ଗୋଡ଼ ଖସିଯିବାରୁ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି।…
Read More...