Browsing Category

ରାୟଗଡ଼ା

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୧ ମୃତ, ୨ ଗୁରୁତର

କାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକ ଅଡାଯୋର ପଞ୍ଚାୟତ ଅନ୍ତର୍ଗତ ଯୋଡାଆମ୍ବ ଗ୍ରାମ ନିକଟରେ ରବିବାର ଟିପର ସହ ବାଇକ ଧକ୍କା ହୋଇ ଜଣଙ୍କର ମୃତ ହୋଇଥିବା ବେଳେ୨ଜଣ ଗୁରୁତର ଆହାତ ହୋଇଥିବା ଜଣାପଡ଼ିଛି । ମୃତକ ଜଣଙ୍କ…
Read More...

ବାରିଆ ଉଧାର କରି ଜଙ୍ଗଲରେ ଛାଡିଲା ବନ ବିଭାଗ

କାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକ ଆଇଫାଡ କୋଲନି ନିକଟରେ ଏକ ଜଙ୍ଗଲରୁ ପଳାଇ ଆସିଥିବା ବାରିଆକୁ ଉଧାର କରି କାଶୀପୁର ବନ ବିଭାଗ କର୍ମଚାରୀ ଜଙ୍ଗଲରେ ଛାଡିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ପ୍ରାୟ…
Read More...

ଆଦିବାସୀ ପରିବାରରୁ ଓଏଏସ

କାଶୀପୁର: ପଛୁଆ ଗାଁର ଆଗୁଆ ପୁଅ ହୋଇ ଆଦିବାସୀ ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ଦୁଇଜଣ ଆଦବାସୀ ପୁଅ। ସୋମବାର ପ୍ରକାଶ ପାଇଥିବା ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ପରୀକ୍ଷା ଫଳାଫଳରେ ଏହି ଦୁଇ ଯୁବକ କୃତକାର୍ଯ୍ୟ ହେବା…
Read More...

ଦାଦନ ଶ୍ରମିକ ଚାଲାଣ ବେଳେ ଦଲାଲ ଗିରଫ , ୪ ଶ୍ରମିକ ଉଦ୍ଧାର

ରାୟଗଡ଼ା : ରାୟଗଡ଼ା ଜିଲା କଲ୍ୟାଣସିଂହପୁରରେ ଦାଦନ ଶ୍ରମିକ ଚାଲାଣ ବେଳେ ଜଣେ ଦଲାଲଙ୍କୁ ପୁଲିସ ଗିରଫ କରିବା ସହ ସୋମବାର କୋର୍ଟ ଚାଲାଣ କରିଛି। ଏହାସହ ୪ ଜଣ ଶ୍ରମିକଙ୍କୁ ମଧ୍ୟ ପୁଲିସ ଉଦ୍ଧାର କରିଛି। ସୂଚନା ଯୋଗ୍ୟ,…
Read More...

ପୁଣି ଲଜ୍ଜା : ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୩ ନାବାଳକ ଅଟକ

କଲ୍ୟାଣସିଂହପୁର : ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଗତ ୧ତାରିଖ ବୁଧବାର ରାତିରେ ନାବାଳିକା ଜଣଙ୍କ ପରିଶ୍ରା ପାଇଁ ଘରୁ ବାହାରିଥିବାବେଳେ ୩ଜଣ…
Read More...

ଘାଟିରୁ ୨୦ ଫୁଟ ତଳକୁ ଖସିଲା ଟ୍ୟାଙ୍କର, ଚାଳକ ମୃତ

ରାୟଗଡ଼ା : ରାୟଗଡ଼ା ଜିଲା ଗୁମ୍ମା ଘାଟିରେ ଗୁରୁବାର ଭୋର ସମୟରେ ଏକ ଟ୍ୟାଙ୍କର ଘାଟିରୁ ପ୍ରାୟ ୨୦ ଫୁଟ ତଳକୁ ଖସିପଡ଼ିଛି। ଫଳରେ ଘଟଣାସ୍ଥଳରେ ଟ୍ୟାଙ୍କର ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲପର ଗୁରୁତର ଆହତ ହୋଇଛନ୍ତି।…
Read More...

ମାଓବାଦୀଙ୍କ ଲଙ୍କାକାଣ୍ଡ; ରାସ୍ତାକାମକୁ ବିରୋଧ କରି ଜାଳିଦେଲେ ୩ ଗାଡ଼ି

ମୁନିଗୁଡ଼ା: ରାୟଗଡ଼ା ଜିଲାର ମୁନିଗୁଡ଼ା ଅଞ୍ଚଳରେ ରାସ୍ତାକାମକୁ ବିରୋଧ କରି ମାଓବାଦୀମାନେ ଲଙ୍କାକାଣ୍ଡ ଘଟାଇଛନ୍ତି। ଶରଧାପୁରରୁ ଥୁଆପାଡ଼ି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କକୁ ବିରୋଧ କରି ମାଓବାଦୀମାନେ ଶୁକ୍ରବାର…
Read More...

ଦୁର୍ଘଟଣାରେ ରାୟଗଡ଼ା ଜିଲା ପରିଷଦ ପୂର୍ବତନ ସଭାପତିଙ୍କ ମୃତ୍ୟୁ

ରାୟଗଡ଼ା: ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ରାୟଗଡ଼ା ଜିଲା ପରିଷଦର ପୂର୍ବତନ ସଭାପତି ପୁରୁଷୋତ୍ତମ ଗମାଙ୍ଗୋଙ୍କର ମୃତ୍ୟୁ ଘଟିଛି। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ…
Read More...

ବିଷ ପିଇ ବୃଦ୍ଧଙ୍କ ମୃତ୍ୟୁ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କାଶିପୁର ବ୍ଲକ ଅନ୍ତର୍ଗତ ଗୋଡ଼ିବାଲି ପଞ୍ଚାୟତରେ ବୁଧବାର ବିଳମ୍ବିତ ରାତିରେ ବିଷ ପିଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ନାଁ ବାରି ମାଝି(୭୫)। ମୃତକଙ୍କ…
Read More...

ବୃଦ୍ଧଙ୍କ ନିକଟରୁ ଲୁଟେରାମାନେ ଝାମ୍ପି ନେଲେ ଟଙ୍କା ବ୍ୟାଗ

କାଶୀପୁର : ରାୟଗଡା ଜିଲା କାଶୀପୁରରେ ଜଣେ ବୃଦ୍ଧଙ୍କଠୁ ବୁଧାବର ଲୁଟେରାମାନେ ଟଙ୍କା ବ୍ୟାଗ ଝାମ୍ପି ଫେରାର ହୋଇଯାଇଛିନ୍ତି। ସୂଚନା ଅନୁଯାୟୀ, ରାୟଗଡା ଜିଲା କାଶୀପୁର ଥାନା ଅନ୍ତର୍ଗତ କଳାଗାଁ ଗ୍ରାମର ଫଗୁ…
Read More...