Browsing Category

ପୁରୀ

ବାଇକ ଚୋର ଗିରଫ : ବାଇକ୍‍ ଜବତ

ପିପିଲି : ଗୁଡିଆପୋଖରୀ ବଜାରରୁ ଚୋରି ହୋଇଥିବା ଏକ ବାଇକ୍‍କୁ ମଙ୍ଗଳବାର ପୁଲିସ ଜବତ କରିବା ସହ ବାଇକ୍‍ ଚୋରକୁ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତକୁ ପୁଲିସ ପିପିଲି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ…
Read More...

ବହୁଚର୍ଚ୍ଚିତ ଚିନ୍ମୟ ହତ୍ୟାକାଣ୍ଡ ମାମଲା : ଅଭିଯୁକ୍ତ ତୋଫାନକୁ କୋର୍ଟ ଚାଲାଣ

ପିପିଲି : ବହୁଚର୍ଚ୍ଚିତ ପିପିଲି ଥାନା ଜାଗୁଳିଆପଡା ବାରମାଣପାଟଣା ଗ୍ରାମର ଯୁବ ବ୍ୟବସାୟୀ ଚିନ୍ମୟ ସାହୁ (୨୦) ଓରଫ୍‍ ବବଲୁ ହତ୍ୟାକାଣ୍ଡ ମାମଲାରେ ଫେରାର୍‍ ଅଭିଯୁକ୍ତ ତୋଫାନ ବେହେରା(୨୯)କୁ ପିପିଲି ପୁଲିସ ଗିରଫ କରି…
Read More...

ଆରମ୍ଭ ହେଲା ‘ସମାଜ’ ଶତବାର୍ଷିକୀ ସାଂସ୍କୃତିକ ସମାରୋହ

କଟକ : ‘ସମାଜ’ର ଶତବାର୍ଷିକୀ ପାଳନ ଅବସରରେ ଭାରତୀୟ ଲୋକ ସଂସ୍କୃତି ଓ ଲୋକସଂଗୀତକୁ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ‘ଲୋକସେବକ ମଣ୍ଡଳ ଓ ‘ସମାଜ’ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଶ୍ରୀକ୍ଷେତ୍ର ପୁରୀ ଠାରେ ୩ ଦିନିଆ…
Read More...

ସିଫାରେ ତୃତୀୟ ଜିନୋମିକ୍ସ ଆନ୍ତର୍ଜାତୀୟ ସମ୍ମିଳନୀ ଉଦ୍‍ଘାଟିତ

ପିପିଲି : କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବ ପାଳନ ଅନୁସନ୍ଧାନ ସଂସ୍ଥା(ସିଫା) ଠାରେ ତୃତୀୟ ଅନ୍ତରାଷ୍ଟ୍ରୀୟ ଜିନୋମିକ୍ସ ସମ୍ମିଳନୀ ମଙ୍ଗଳବାର ଉଦ୍‍ଘାଟିତ ହୋଇଯାଇଛି। ‘ଜିନୋମିକ୍‍ ଇନ୍‍ ଆକ୍ୱାକଲ୍‍ଚର’…
Read More...

ଘରକୁ ଫେରିଲେ ବଡ଼ଦାଣ୍ଡରେ ଭିକ୍ଷା ବୃତି କରୁଥିବା ବିଟେକ ଡିଗ୍ରିଧାରୀ ଭିକ୍ଷୁକ

ପୁରୀ: ପୁରୀ ବଡ଼ଦାଣ୍ଡରେ ଭିକ୍ଷା ବୃତି କରୁଥିବା ବିଟେକ ଡିଗ୍ରିଧାରୀ ଭିକ୍ଷୁକ ଘରକୁ ଫେରିଛନ୍ତି। ବଡ଼ଦାଣ୍ଡରେ ଭିକ୍ଷା ବୃତି କରୁଥିବା ଗିରିଜା ଶଙ୍କର ମିଶ୍ରଙ୍କୁ ନିଜ ଘରକୁ ଫେରାଇ ନେଇଛନ୍ତି ପରିବାର ଲୋକେ। ଗତକାଲି…
Read More...

ଯୁବ ବିକାଶ ପରିଷଦ ଆନୁକୁଲ୍ୟରେ ସାମ୍ୟବାଦୀ ଜନନେତା ‘ଲିଙ୍ଗରାଜ ଦାଶ’ଙ୍କ ଜୟନ୍ତୀ ପାଳିତ

ନିମାପଡା: ଗରିବ, ଅସହାୟ ଜନତାର ନିଃସ୍ଵାର୍ଥପର ସେବକ, ନିର୍ବିବାଦୀୟ ଲୋକପ୍ରତିନିଧି, ସାଧାରଣ ଲୋକର ସେବା ଲାଗି ସଦା ସମର୍ପିତ,ନିମାପଡ଼ା ପଞ୍ଚାୟତର ଶେଷ ସରପଞ୍ଚ,ପୂର୍ବତନ କାଉନସିଲର ତଥା ବିଶିଷ୍ଟ ସାମ୍ୟବାଦୀ ନେତା…
Read More...

ବିଟେକ ଡିଗ୍ରିଧାରୀ ଭିକ୍ଷୁଙ୍କଙ୍କ ଅନ୍ତର୍ଦାହ – ଅଜାଗା ଘା’ କ’ଣ ଦେଖାଇ ହୁଏ?

ପୁରୀ: ସମୟର ଖେଳ ବଡ ବିଚିତ୍ର। କଥାରେ ଅଛି, ଆଜି ଯିଏ ରାଜା କାଲି ସିଏ ଭିକାରି, ପୁଣି ଆଜି ଯିଏ ଭିକାରି କାଲି ସିଏ ରାଜା। କଥାଟି ହୁଏତ ଅବିଶ୍ୱାସ ମନେ ହୋଇପାରେ କିନ୍ତୁ ଏମିତି କିଛି ଘଟିଛି ସ୍ମାର୍ଟ ସହର ରାଜଧାନୀ…
Read More...

ପିପିଲିରେ ଫିଟ୍‍ ଇଣ୍ଡିଆ ସାଇକ୍ଲୋଥନ

ପିପିଲି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଗତବର୍ଷ ଅଗଷ୍ଟ ୨୯ ତାରିଖରେ ଦେଶବ୍ୟାପୀ ଶୁଭାରମ୍ଭ କରାଯାଇଥିବା ଫିଟ୍‍ ଇଣ୍ଡିଆ ଅଭିଯାନ ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା…
Read More...

ଅସହାୟଙ୍କୁ କମ୍ବଳ ବାଣ୍ଟିଲା ପୁଲିସ

ପିପିଲି: ଶୀତରେ ଥରୁଥିବା ଅସହାୟଙ୍କୁ ଗୁରୁବାର ରାତିରେ ପିପିଲି ପୁଲିସ କମ୍ବଳ ବଣ୍ଟନ କରିଛି। ପିପିଲି ବ୍ଲକଛକ ସ୍ଥିତ କେଳାବସ୍ତି, ବାଇପାସ ରାସ୍ତାର ତରାକାଜ ଓଭରବ୍ରିଜ୍‍ ଓ ଏନ୍‍ଏସି ଅଫିସ ନିକଟରେ ଖୋଲା ଆକାଶ ତଳେ ଓ…
Read More...

୧୫୪୫ ବାଣିଜ୍ୟିକ ଉପଭୋକ୍ତାଙ୍କ କଟିଲା ବିଦ୍ୟୁତ ସଂଯୋଗ – ଆଦାୟ ୫କୋଟି ୩୮ଲକ୍ଷ

ଭୁବନେଶ୍ବର: ବକେୟା ବିଦ୍ୟୁତ ବିଲ୍ ଦେଇ ନଥିବା ଉପଭୋକ୍ତାଙ୍କ ବିଦ୍ୟୁତ ବିଚ୍ଛିନ୍ନ କରିବା ପକ୍ରିୟା ଗୁରୁବାର ଠାରୁ ଆରମ୍ଭ କରିଛି ସେସୁ। ଆଜି ପ୍ରଥମ ଦିନରେ ସେସୁ ପକ୍ଷରୁ ବକେୟା ବିଲ୍ ଦେଇନଥିବା ୧୩ ହଜାର ୪୧୧ ଜଣ…
Read More...