Browsing Category

ନୟାଗଡ

୨୦୨୩ ସୁଦ୍ଧା ବଲାଙ୍ଗୀର ପର୍ଯ୍ୟନ୍ତ ରେଳ ଲାଇନ ସଂପ୍ରସାରଣ ନେଇ ରାଜ୍ୟ ସରକାରଙ୍କ ସହଯୋଗ ଲୋଡିଲେ ଧର୍ମେନ୍ଦ୍ର

-୨୦୨୧ ମାର୍ଚ୍ଚ ସୁଦ୍ଧା ଦଶପଲ୍ଲା ଯାଏ ରେଳ ଲାଇନ ସଂପ୍ରସାରଣ ଲକ୍ଷ୍ୟ - ବଲାଙ୍ଗୀର–ଖୋର୍ଦ୍ଧା ରେଳ ଲାଇନ ସମୃଦ୍ଧ ଓଡିଶାର ଉଦାହରଣ -୧୨ କିମି ବ୍ୟାପୀ ନୂଆ ରେଳ ଲାଇନ ନୟାଗଡବାସୀଙ୍କ ମନରେ ନୂଆ ଉତ୍ସାହ ଓ ଉଦ୍ଦୀପନା…
Read More...

ଭଣ୍ଡାର ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଉଦ୍‍ଘାଟିତ

ଶରଣକୁଳ : ଓଡ଼ିଶାର ପ୍ରସିଦ୍ଧ ଶୈବକ୍ଷେତ୍ର ଲଡ଼ୁବାବାଙ୍କ ପୁଣ୍ୟ ମାଟି ଶରଣକୁଳର ଐତିହ୍ୟ, କଳା, ସାହିତ୍ୟ ଓ ସଂସ୍କୃତିର ବିକାଶ ଲକ୍ଷ୍ୟ ନେଇ ଲଡ଼ୁବାବାଙ୍କ ଯାତ୍ରା ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଭଣ୍ଡାର ମହୋତ୍ସବ ଓ…
Read More...

ପାଖେଇ ଆସୁଛି ବଡ଼ଦିନ ଓ ନୂଆବର୍ଷ : ସଜେଇ ହେଉଛି ପର୍ଯ୍ୟଟନସ୍ଥଳୀ

ନୟାଗଡ଼ : ବଡ଼ଦିନ ଓ ନୂଆବର୍ଷ ପାଇଁ ନୟାଗଡ଼ ଜିଲାରେ ଥିବା ଶତାଧିକ ମନୋରମ ପର୍ଯ୍ୟଟନ ସ୍ଥଳୀ ଗୁଡି଼କରେ ପର୍ଯ୍ୟଟକ ତଥା ପ୍ରକୃତିପିପାଷୁମାନଙ୍କ ପ୍ରବଳ ଭିଡ଼ ଜମିବାର ସମ୍ଭାବନା ରହିଛି। ଏହି ଅବସରରେ ଜିଲା ଏବଂ ରାଜ୍ୟର…
Read More...

ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୧୧ ଆହତ

ଝାରସୁଗୁଡ଼ା/ନୟାଗଡ଼ : ରାଜ୍ୟର ଦୁଇଟି ପୃଥକ ପୃଥକ ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଥିବା ରବିବାର ଜଣାପଡ଼ିଛି। ସୂଚନା ଯୋଗ୍ୟ, ଝାରସୁଗୁଡ଼ା ଜିଲା ବେଲପାହାଡ଼ ଥାନା ମହିମା ଛକ…
Read More...

ନିଶାସକ୍ତ ଯୁବକଙ୍କ ଆକ୍ରମଣରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ନୟାଗଡ଼ : ନୟାଗଡ଼ର ଓଡ଼ଗାଁ ଥାନା ଭାଟସାହି ଗାଁରେ ଜଣେ ନିଶାସକ୍ତ ଯୁବକଙ୍କ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ, ଓଡ଼ଗାଁ ଥାନା ଭାଟସାହି ଗାଁରେ ଶୁକ୍ରବାର…
Read More...

ମୋବାଇଲ ଫାଟି ଯୁବକଙ୍କ ମୃତ୍ୟୁ

ପାରାଦୀପ: ଛାତି ପାଖରେ ମୋବାଇଲ ଫାଟିଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ପାରାଦୀପର ଲକ୍‌ପଡ଼ା ଅଞ୍ଚଳରେ ରବିବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ମୃତକ ହେଲେ ନୟାଗଡ଼ ଜିଲା ଲେମ୍ବାଗୁଡ଼ା ଗ୍ରାମର କୁନା…
Read More...

ମୁଦୁଲିଗାଡ଼ିଆକୁ ରାଜ୍ୟର ପ୍ରଥମ ‘ଇକୋ ଭିଲେଜ’ ମାନ୍ୟତା

ନୟାଗଡ଼: ମୁଦୁଲିଗାଡ଼ିଆକୁ ମିଳିଲା ରାଜ୍ୟର ପ୍ରଥମ ‘ଇକୋ ଭିଲେଜ’ ମାନ୍ୟତା ମିଳିଛି। ମହାନଦୀ ବନ୍ୟପ୍ରାଣୀ ଡିଭିଜନର ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ରହିଥିବା ମୁଦୁଲିଗାଡ଼ିଆ ଗ୍ରାମକୁ ରାଜ୍ୟ ଓ ପରିବେଶ ବିଭାଗ ପକ୍ଷରୁ ଏଭଳି…
Read More...

ଉଚ୍ଚଶିକ୍ଷାରୁ ବଞ୍ଚିତ ହେବେ ଛାତ୍ରଛାତ୍ରୀ – ସିଟ ଅଛି କିନ୍ତୁ ସୁଯୋଗ ନାହିଁ

ଭୁବନେଶ୍ୱର: ଉଚ୍ଚଶିକ୍ଷା କ୍ଷେତ୍ରରେ ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଥିବା ପରିପ୍ରେକ୍ଷୀରେ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁଙ୍କ ନିଷ୍ପତ୍ତିକୁ ରାଜ୍ୟର ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀମାନେ ସ୍ୱାଗତ…
Read More...

ନାବାଳିକାର ଆଖି ନଷ୍ଟ ଘଟଣା ; ରାଜ୍ୟ ମାନବାଧିକାର କମିଶନଙ୍କ ନୋଟିସ

ନୟାଗଡ଼: ନୟାଗଡ଼ ଜିଲା ଦଶପଲ୍ଲା ନିଚ୍ଛିପୁର ଗ୍ରାମରେ ନାବାଳିକାର ଆଖି ନଷ୍ଟ ଘଟଣାରେ ରାଜ୍ୟ  ମାନବାଧିକାର କମିଶନଙ୍କ ପାଖରେ ବୁଧବାର ପରିବାରଲୋକେ ଦ୍ବାରସ୍ଥ ହେବାପରେ  ମାନବ ଅଧିକାର କମିଶନ ନୟାଗଡ଼ ସିଡିଏମଓ, ଏଲଭି…
Read More...

ଏସୀୟ ଭାରୋତ୍ତୋଳନ ଚମ୍ପିଆନସିପ୍‌; ବ୍ରୋଞ୍ଜ୍‌ ଜିତିଲେ ଓଡ଼ିଆ ଝିଅ ଝିଲି

ଭୁବନେଶ୍ବର : ଦକ୍ଷିଣ କୋରିଆର ଇଞ୍ଚିଅନରେ ଚାଲିଥିବା ଏସୀୟ ଭାରୋତ୍ତୋଳନ ଚମ୍ପିଆନସିପ୍‌ରେ ଓଡ଼ିଆ ଝିଅ ଝିଲି ଦଳବେହେରା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଝିଲି ଜୁନିୟର ବାଳିକା ୪୫ କେଜି ବର୍ଗରେ ଏହି ସଫଳତା ହାସଲ…
Read More...