Browsing Category

ମୟୁରଭଞ୍ଜ

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ

ବଡ଼ସାହି : ମୟୁରଭଞ୍ଜ ଜିଲା ରବିବାର ଅପରାହ୍ନରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରି ନେଇ ଅଭିଯୁକ୍ତ ଫେରାର ଥିବା ଅଭିଯୋଗ ହୋଇଛି। ଏ ନେଇ ନାବାଳିକାଙ୍କ ବାପା ବଡ଼ସାହି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ…
Read More...

୧୫୪୫ ବାଣିଜ୍ୟିକ ଉପଭୋକ୍ତାଙ୍କ କଟିଲା ବିଦ୍ୟୁତ ସଂଯୋଗ – ଆଦାୟ ୫କୋଟି ୩୮ଲକ୍ଷ

ଭୁବନେଶ୍ବର: ବକେୟା ବିଦ୍ୟୁତ ବିଲ୍ ଦେଇ ନଥିବା ଉପଭୋକ୍ତାଙ୍କ ବିଦ୍ୟୁତ ବିଚ୍ଛିନ୍ନ କରିବା ପକ୍ରିୟା ଗୁରୁବାର ଠାରୁ ଆରମ୍ଭ କରିଛି ସେସୁ। ଆଜି ପ୍ରଥମ ଦିନରେ ସେସୁ ପକ୍ଷରୁ ବକେୟା ବିଲ୍ ଦେଇନଥିବା ୧୩ ହଜାର ୪୧୧ ଜଣ…
Read More...

ବାଇକ ଆରୋହୀଙ୍କ ମୃତଦେହ ଉଦ୍ଧାର

ବଡ଼ସାହି : ମୟୂରଭଞ୍ଜ ଜିଲା ଅନ୍ତର୍ଗତ ଦେଉଳିଆ ରାସ୍ତାର ଭାଲୁବସା ନିକଟରେ ଜଣେ ବାଇକ ଆରେହୀଙ୍କ ମୃତଦେହ ଗୁରୁବାର ପୁଲିସ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ମିଳିନଥିବା ବେଳେ ଘଟଣାସ୍ଥଳରେ ଦୁର୍ଘଟଣାଗ୍ରସ୍ତ ବାଇକଟି ପଡ଼ି…
Read More...

ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ଓଲଟିଲା ବନବିଭାଗ ଭ୍ୟାନ

ବଡ଼ସାହି : ବାରିପଦା-ଉଦଳା ରାସ୍ତାର ଚାଉଳିଆଶୋଳ ନିକଟରେ ମଙ୍ଗଳବାର ରାତିରେ ବନବିଭାଗର ଏକ ଭ୍ୟାନ ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ରାସ୍ତା ପାର୍ଶ୍ଵକୁ ଓଲଟି ପଡିଥିବା ଜଣାପଡିଛି । ଗୁରୁତର ଆହାତ ଅବସ୍ଥାରେ…
Read More...

ୟୁଫୋରିଆ-୨୦୨୦: ରେଭେନ୍ସା ଚାମ୍ପିୟନ

ଭୁବନେଶ୍ଵର: ବାରିପଦାର ଶହୀଦ ସ୍ମୃତି ଭବନଠାରେ ଚାଲିଥିବା ୨୩ତମ ୟୁଫୋରିଆ-୨୦୨୦ ଫେଷ୍ଟିଭାଲ ଉଦ୍‌ଯାପିତ ହୋଇଯାଇଛି। ଏଥିରେ କଟକର ରେଭେନ୍ସା ବିଶ୍ଵବିଦ୍ୟାଳୟ ଲଗାତର ୫ମ ଥର ଲାଗି ଚାମ୍ପିୟନ ହୋଇଛି। ଗତ ୯ ତାରିଖରୁ…
Read More...

୪୦ତମ ‘ବାଣୀପୀଠ ମହୋତ୍ସବ’ : ରାଜ୍ୟସ୍ତରୀୟ କବିତା ମହାଯଜ୍ଞ ଓ ପ୍ରତିଭା ସମ୍ମାନ ସମାରୋହ

ବଡ଼ସାହି : ସ୍ଥାନୀୟ ବିବେକାନନ୍ଦ ବିହାର ଠାରେ ଚାଲିଥିବା ୪୦ତମ ‘ବାଣୀପୀଠ ମହୋତ୍ସବ-୨୦୨୦’ର ଦ୍ୱିତୀୟ ଦିନରେ ରାଜ୍ୟସ୍ତରୀୟ କବିତା ମହାଯଜ୍ଞ ସହିତ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ଅକ୍ଷୟ…
Read More...

କାଠ ବୋଝେଇ ଗାଡି ଜବତ : ଚାଳକ ଫେରାର

ଖୁଣ୍ଟା : ମୟୁଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅନ୍ତର୍ଗତ ଉଦଳା ରେଞ୍ଜ ଅଧୀନ ଧାନଘେରା ଅଞ୍ଚଳରୁ ଚାଲାଣ କରାଯାଉଥିବା କାଠ ଗଣ୍ଡି ସମେତ ଏକ ଟାଟା ଏସି ଗାଡିକୁ ରବିବାର ବନ ବିଭାଗ ଜବତ କରିଛି। ତେବେ ଘଟଣା ସ୍ଥଳରୁ ଗାଡି ଚାଳକ…
Read More...

ରାଜ୍ୟସ୍ତରୀୟ ଶିଶୁ ଓ ବିଜ୍ଞାନ ମେଳା : ବାଣୀପୀଠ ମହୋତ୍ସବ ଉଦ୍‍ଘାଟିତ

ବଡ଼ସାହି : ରାଜ୍ୟର ଅନ୍ୟତମ ସାରସ୍ୱତ ପୀଠ ବଡ଼ସାହି ବିବେକାନନ୍ଦ ବିହାର ଠାରେ ତିନିଦିନିଆ 'ବାଣୀପୀଠ ମହୋତ୍ସବ-୨୦୨୦' ଶନିବାର ଉଦ୍‍ଘାଟିତ ହୋଇଯାଇଛି। ପ୍ରଥମ ଦିନରେ ମହୋତ୍ସବ ଅଭ୍ୟର୍ଥନା ପରିଷଦର ସଭାପତି ରାଜକିଶୋର…
Read More...

ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ : ଅଭିଯୁକ୍ତ ଗିରଫ

ବଡ଼ସାହି  : ମୟୁଭଞ୍ଜ ଜିଲା ଚନ୍ଦନପୁର ପଞ୍ଚାୟତର ଟୁଣାଗମ୍ଭାରିଆ ଗ୍ରାମରେ ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣଙ୍କ ଟୁଣାଗମ୍ଭାରିଆ ଗ୍ରାମର ଶୁକ୍ରା ସିଂଙ୍କ ପୁଅ ଜଗା ବୋଲି…
Read More...

ଖାନୁଆରେ ‘ମୋ ତହସିଲ ମୋ ଗାଁରେ’ କାର୍ଯ୍ୟକ୍ରମ

ବଡସାହି: ଶୁକ୍ରବାର ବଡସାହି ତହସିଲ ପକ୍ଷରୁ ଖାନୁଆ ଗ୍ରାମରେ ‘ମୋ ତହସିଲ ମୋ ଗାଁରେ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ରାଜସ୍ୱ ବିଭାଗ ୫-ଟି କାର୍ଯ୍ୟକ୍ରମରେ ଅର୍ନ୍ତଭୁକ୍ତ ହେବା ପରେ ଏପରି ଏକ କାର୍ଯ୍ୟକ୍ରମ ବା…
Read More...