Browsing Category

କେନ୍ଦୁଝର

ବାଇକ୍ ଧକ୍କାରେ କନିଷ୍ଠ ଯନ୍ତ୍ରୀ ଗୁରୁତର

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କନିଷ୍ଠ ଯନ୍ତ୍ରୀ ଇଂ ପ୍ରତାପ ବେହାରୀ ଆଜି ବିଳମ୍ବିତ ସଂନ୍ଧ୍ୟାରେ ବାଇକ୍ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ଡ଼ାକ୍ତରଖାନାରେ ଭର୍ତ୍ତି…
Read More...

୧୫୪୫ ବାଣିଜ୍ୟିକ ଉପଭୋକ୍ତାଙ୍କ କଟିଲା ବିଦ୍ୟୁତ ସଂଯୋଗ – ଆଦାୟ ୫କୋଟି ୩୮ଲକ୍ଷ

ଭୁବନେଶ୍ବର: ବକେୟା ବିଦ୍ୟୁତ ବିଲ୍ ଦେଇ ନଥିବା ଉପଭୋକ୍ତାଙ୍କ ବିଦ୍ୟୁତ ବିଚ୍ଛିନ୍ନ କରିବା ପକ୍ରିୟା ଗୁରୁବାର ଠାରୁ ଆରମ୍ଭ କରିଛି ସେସୁ। ଆଜି ପ୍ରଥମ ଦିନରେ ସେସୁ ପକ୍ଷରୁ ବକେୟା ବିଲ୍ ଦେଇନଥିବା ୧୩ ହଜାର ୪୧୧ ଜଣ…
Read More...

ମକର ବୁଡ଼ ବେଳେ ନଦୀରେ ବୁଡ଼ି ନାବାଳକ ମୃତ

ପାଟଣା: କେନ୍ଦୁଝର ଜିଲା ପାଟଣା ଥାନା ଉଦୟପୁର ମୁଣ୍ଡା ସାହିରେ ମକର ସଂକାନ୍ତିରେ ଏକ ଅଭାବନୀୟ ଘଟଣା ଘଟିଛି। ବୈତରଣୀ ନଦୀରେ ମକର ବୁଡ ପକାଇବାକୁ ଯାଇ ମୁଣ୍ଡା ସାହିର ଜଣେ ନାବାଳକଙ୍କର ପାଣିରେ ବୁଡ଼ି ମୃତ୍ୟୁ ଘଟିଛି।…
Read More...

ଭିନ୍ନଭିନ୍ନ ଘରୁ ଦିଅର ଓ ଭାଉଜଙ୍କ ମୃତଦେହ ଉଦ୍ଧାର

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ନୂଆବନ୍ଧ ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ନୂଆବନ୍ଧ ଗାଁରେ ଥିବା ଦୁଇଟି ଭିନ୍ନଭିନ୍ନ ଘରୁ ଜଣେ ବିବାହିତ ମହିଳା ଓ ଯୁବକଙ୍କ ମୃତଦେହ ଉଦ୍ଧାର…
Read More...

କୂଅରୁ ନାବାଳକର ମୃତଦେହ ଉଦ୍ଧାର

ପାଟଣା : କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ନିହ୍ନୁଆଁ ଗ୍ରାମର ଏକ କୂଅ ଭିତରୁ  ସୋମବାର ୪ବର୍ଷ ନାବାଳକର ମୃତଦେହ ଉଦ୍ଧାର ହୋଇଛି। ମୃତ ନାବଳକ ଉକ୍ତ ଗ୍ରାମର ସୁଶାନ୍ତ ନାଏକଙ୍କ ପୁଅ ବିଶ୍ବରଞ୍ଜନ ନାଏକ…
Read More...

ଘର ଭିତରୁ ୨ଟି ମୃତଦେହ ଉଦ୍ଧାର

କେନ୍ଦୁଝର : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ନୂଆବନ୍ଧ ଗାଁରେ ସୋମବାର ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି। ଏକ ବନ୍ଦ ଘର ଭିତରୁ ୨ଟି ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଅନ୍ୟ ଜଣେ…
Read More...

ନାବାଳିକାକୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ପାଟଣା: ସାହରପଡା ବ୍ଲକ ତେଣ୍ଡେରା ପଞ୍ଚାୟତ ହରିହରପୁର ଗ୍ରାମରେ ଜଣେ ୧୦ ବର୍ଷର ନାବଳିକାଙ୍କୁ ହାତୀ କଚାଡି ମାରିବା ପରେ ମେଦିନିପୁରରେ ଦୁଇଟି ଘର ଓ ଭଣ୍ଡାରିବିଲାରେ ଜଣଙ୍କର ଘର ଦନ୍ତା ହାତୀ ପଲ ଭାଙ୍ଗି ଦେଇଛନ୍ତି।…
Read More...

ଗଜରାଜଙ୍କ ଉପଦ୍ରବ ପାଦରେ ଦଳି ଦେବାରୁ ନାବାଳିକା ମୃତ

ପାଟଣା:କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ଥମିବାରେ ନାଁ ଧରୁନ ହାତୀ ଉପଦ୍ରବ। ଗତକାଲି ବିଳମ୍ବିତ ରାତିରୁ ଏକ ଦନ୍ତା ହାତୀ ବିଭିନ୍ନ ଗ୍ରାମରେ ପଶି ଆତଙ୍କ ସୃଷ୍ଟି କରିବା ସହ ଘର ଭାଙ୍ଗିବାରେ ଲାଗିଥିବା ବେଳ ଶୁକ୍ରବାର…
Read More...

ଧାନ ମଣ୍ଡିରେ ଅନ ଲାଇନ ଟୋକନ ବ୍ୟବସ୍ଥା ପ୍ରତ୍ୟାହାର ପାଇଁ କ୍ଷେତ ମଜଦୁର ସଂଘର ଦାବୀ

ପାଟଣା : ଟୋକନ ବ୍ୟବସ୍ଥା ପ୍ରତ୍ୟାହାର କରି ଚାଷୀଙ୍କୁ ନଗଦ ଟଙ୍କା ଦେଇ ଧାନ ଖରିଦ କରାଯିବା କ୍ୟୁଣ୍ଟାଲ ପ୍ରତି ୫କିଲୋ ଧାନ କାଟିବା ବନ୍ଦ କରିବା , କ୍ୟୁଣ୍ଟାଲ ପ୍ରତି ଦୁଇଟି ବସ‌୍ତାର ଦାମ୍ ୫୦ଟଙ୍କା ଚାଷୀ ମାନଙ୍କୁ…
Read More...

ତୁରୁମୁଙ୍ଗା ଏସ୍.ବି.ଆଇ ଏଟିଏମରୁ ବାହାରୁଛି କଣା ନୋଟ୍

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଠାରେ ଥିବା ଏସ୍.ବି.ଆଇ ଏଟିଏମ୍ ରୁ କଣା ନୋଟ ବାହାରୁ ଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ସ୍ଥାନୀୟ ଏସ୍.ବି.ଆଇ ଶାଖା ପରିଚାଳକଙ୍କୁ ଅଭିଯୋଗ…
Read More...