Browsing Category

କେନ୍ଦ୍ରାପଡା

ମେଡ଼ିକାଲରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ରୋଗୀ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଶୁକ୍ରବାର ଅଗ୍ନିକାଣ୍ଡ ହୋଇଛି। ଏହି ଅଗ୍ନିକାଣ୍ଡରୁ ରୋଗୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ମେଡ଼ିକାଲର ନ୍ୟୁଟ୍ରିସନାଲ ଥଇଥାନ କେନ୍ଦ୍ରରେ ସର୍ଟ ସର୍କିଟରୁ…
Read More...

ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ଲୁଟ ଅଭିଯୋଗ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ୫ ନମ୍ବର ଜାତୀୟ ରାଜପଥର ହଜାରୀ ଛକ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରୁ ଲୁଟ ହୋଇଛି। ଏନେଇ ମାର୍ଶାଘାଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ସୂଚନା…
Read More...

ସାରଥି ସହଯୋଗୀଙ୍କ ଆଉ ୩ ପ୍ଲଟ୍‌କୁ ଜବତ କଲା ଇଡ଼ି

କେନ୍ଦ୍ରାପଡ଼ା: ସାରଥି ଓରଫ ସନ୍ତୋଷ ରାଉଳଙ୍କ ବାରିମୂଳ ଆଶ୍ରମ ଓ ସତ୍ୟମ୍‍ ଚାରିଟେବୁଲ ଟ୍ରଷ୍ଟ ସଦସ୍ୟଙ୍କ ନାମରେ ଥିବା ଆଉ ୩ଟି ପ୍ଲଟକୁ ପ୍ରବର୍ତ୍ତନ ନିର୍ଦେଶାଳୟ ଜବତ କରିଛି। ଗରାପୁର ମୌଜାରେ ଥିବା ଏହି…
Read More...

ପୁଲିସ ଘରେ ଭିଜିଲାନ୍ସ ଚଢାଉ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇରେ ପୁଲିସ ମୋଟର୍ସ ଟ୍ରାନ୍ସପୋର୍ଟ ଏସଆଇ ଜନ୍ମେଜୟ ମଲ୍ଲିକଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୋଟ ୫ଟି ସ୍ଥାନରେ…
Read More...

ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ପରଲୋକ

ଭୁବନେଶ୍ଵର : ବରିଷ୍ଠ ରାଜନେତା, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଭାଗବତ ପ୍ରସାଦ ମହାନ୍ତି ଆଉ ନାହାନ୍ତି । ଭୁବନେଶ୍ଵରସ୍ଥ ନିଜ ବାସଭବନରେ ରବିବାର ସକାଳୁ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ…
Read More...

ସ୍କୁଲ ଅଟୋ ଓଲଟି ଛାତ୍ରୀ ମୃତ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ଗରାଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଅଟୋ ଓଭରଲୋଡ୍ ପାଇଁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଜଣାପଡ଼ିଛି। ଏହି…
Read More...

ବାରହା ଆକ୍ରମଣର ମହିଳା ମୃତ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ବାରହା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ତନ୍ତିଆ ପାଳ ମେରାଇନ ଥାନା ନରସିଂହପୁର ଗାଁରେ ବୋଲି ଜଣାପଡ଼ିଛି। ବୁଧବାର ବିଳମ୍ବିତ ରାତିରେ ମହିଳା ଜଣଙ୍କ ଘର ବାହାରକୁ…
Read More...

ଅଗ୍ନିକାଣ୍ଡରେ ଜଳିଗଲା ୪ଟି ପରିବାରର ୧୬ ବଖରା

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଘଡ଼ିଆମାଳ ଗାଁରେ ମଙ୍ଗଳବାର ବିଳମ୍ବିତ ରାତି ୧ଟା୩୦ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ପ୍ରାୟ ୪ଟି ପରିବାରର ୧୬ ବଖରା ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଲକ୍ଷାଧିକ…
Read More...

ହାଜତ ମୃତ୍ୟୁ ଘଟଣାରେ ଫେରାର ପୁଲିସ ଅଧିକାରୀ ଗିରଫ

କେନ୍ଦ୍ରାପଡ଼ା : ୨୦୧୮ ଅଗଷ୍ଟ ମାସରେ କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବାଲଣା ଗ୍ରାମର ଜଣେ ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଫେରାର ଥିବା ମହାକାଳପଡ଼ା ଥାନା ଅଧିକାରୀ ମଙ୍ଗଳବାର ଗିରଫ…
Read More...

ବସକୁ ଧକ୍କା ଦେଲା ଟ୍ରକ, ୧୦ ଆହତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ୫ ନମ୍ବର ଜାତୀୟ ରାଜପଥର ତାରିଣୀ ଛକ ନିକଟରେ ମଙ୍ଗଳବାର ଏକ ବସ-ଟ୍ରକ ମଧ୍ୟରେ ଧକ୍କା ହୋଇଛି। ରଙ୍ଗ୍‌ ରୁଟରେ ଯିବା ବେଳେ ବସଟିକୁ ଉକ୍ତ ଟ୍ରକ ଧକ୍କା…
Read More...