Browsing Category

କନ୍ଧମାଳ

ପ୍ରବଳ ଶୀତରେ ଦାରିଙ୍ଗବାଡ଼ିରେ ଜନଜୀବନ ଅସ୍ତବ୍ୟସ୍ତ; ଚଳିତ ବର୍ଷର ପ୍ରଥମ ତୁଷାରପାତ

ଦାରିଙ୍ଗବାଡ଼ି : ଓଡ଼ିଶାର କାଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ଅଞ୍ଚଳରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ହୋଇଛି। ଏଠାକାର ତାପମାତ୍ରା ୫.୫ ଡ଼ିଗ୍ରୀ ସେଲ୍ସିଅସ ରହିଛି। ବରଫପାତ ଓ ପ୍ରବଳ ଶୀତ କାରଣରୁ…
Read More...

ଆରଟିଆଇ କର୍ମୀଙ୍କ ହତ୍ୟା ଘଟଣା, ୫ ଗିରଫ

ବାଲିଗୁଡ଼ା : କନ୍ଧମାଳ ଜିଲା ବାଲିଗୁଡ଼ାରେ ଆରଟିଆଇ କର୍ମୀ ଅଭିମନ୍ୟୁ ପଣ୍ଡାଙ୍କ ହତ୍ୟା ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି। ୨ ସୁପାରୀ କିଲର ସମେତ ୫ ଜଣଙ୍କୁ କନ୍ଧମାଳ ପୁଲିସ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ମୁଖ୍ୟ…
Read More...

ଦୁଇ ଦିନରେ ୨୦୫ ଲିଟର ମହୁଲି ମଦ ଜବତ : ୭ ଗିରଫ

ବ୍ରାହ୍ମଣୀଗାଁ : କନ୍ଧମାଳ ଜିଲା  ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ମଦ କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ବିଭିନ୍ନ ସମୟରେ ଦାବି ହୋଇଆସୁଥିଲେ ମଧ୍ୟ ଏହା ଥମିବାର ନା ଧରୁନାହିଁ। ପୁଲିସ ଡାଳେ ଡାଳେ ଗଲେ…
Read More...

ବାଟ ହୁଡିଛି ମନରେଗା ଯୋଜନା, ମାସମାସ ଧରି ମିଳୁନି କାମର ମଜୁରୀ, ଶ୍ରମିକ ହତାଶ

ବ୍ରାହ୍ମଣୀଗାଁ : ଭାରତ ସରକାର ଦିନ ମୁଜୁରୀଆଙ୍କ ଆର୍ଥିକ ମାନ ଦଣ୍ଡ ବୃଦ୍ଧି କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଜବ୍ କାର୍ଡ ଧାରୀଙ୍କୁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କୁଶଳୀ ଓ ଅଣକୁଶଳୀ ଶ୍ରମିକ…
Read More...

ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କନ୍ଧମାଳ: କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଫରେଷ୍ଟର କୈଳାସ ସାହୁଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସକାଳୁ ଫୁଲବାଣୀ ଭିଜିଲାନ୍ସ ଡିଭିଜନର ଏକାଧିକ…
Read More...

ବଡ଼ଦିନ ପାଇଁ କନ୍ଧମାଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

କନ୍ଧମାଳ : କନ୍ଧମାଳ ଜିଲାରେ ବଡ଼ଦିନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଜିଲା ପୁଲିସ ସହ ଅଧିକ ୨୧ ପ୍ଲାଟୁନ ପୁଲିସ ଫୋର୍ସ, ସିଆରପିଏଫ ମୁତୟନ କରାଯାଇଛି। ଏହାସହ ନକ୍ସଲପ୍ରବଣ ସ୍ଥାନମାନଙ୍କରେ ବ୍ୟାପକ…
Read More...

ଜଙ୍ଗଲରୁ ମିଳିଲା ନିଖୋଜ ମହିଳାଙ୍କ ଝୁଲନ୍ତା ମୃତଦେହ

ବ୍ରାହ୍ମଣୀଗାଁ: କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଗଦାପୁର ପଞ୍ଚାୟତର ପୁଟୁଡୁମାହା ଗ୍ରାମ ନିକଟ ଜଙ୍ଗଲରୁ ମଙ୍ଗଳବାର ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ମିଳିଛି। ଦାରିଙ୍ଗବାଡ଼ି ଏକ୍‌ଜିକ୍ୟୁଟିଭ…
Read More...

କୋଟଗଡରେ ରାଜ୍ୟ ପରିବହନ ମନ୍ତ୍ରୀ

କୋଟଗଡ: ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗୁରୁବାର କୋଟଗଡରେ ପହଞ୍ଚିଛନ୍ତି। ତାଙ୍କ ସହ ପତ୍ନୀ ବିଷ୍ନୁପ୍ରିୟା ବେହେରା ଏବଂ ବାଲିଗୁଡା ବିଧାୟକ ଚକ୍ରମଣି କଂହର…
Read More...

ମନ୍ତ୍ରୀ ପହଞ୍ଚିବା ପୂର୍ବରୁ କୋଟଗଡରେ ମାଓ ପୋଷ୍ଟର ଓ ଲାଲ ବ୍ୟାନର ଜବତ

କୋଟଗଡ: ଆଠ ମାସର ନୀରବତା ପରେ କନ୍ଧମାଳ ଜିଲ୍ଲାର କୋଟଗଡରେ ମାଓବାଦୀମାନେ ପୁଣି ନିଜର ସ୍ଥିତି ଜାହିର କରିଛନ୍ତି। ବୁଧବାର ଏକ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ପାଇଁ ମନ୍ତ୍ରୀ ପ୍ରତାପ ଜେନା ଆସିବା ପୂର୍ବରୁ ସ୍ଥାନୀୟ…
Read More...

ସିଆରସିସି ଓ ଶିକ୍ଷକଙ୍କୁ ପାଠ ପଢ଼ାଇଲେ ଅତିରିକ୍ତ ଜିଲା ଶିକ୍ଷାଧିକାରୀ

ତୁମୁଡିବନ୍ଧ : କନ୍ଧମାଳ ଜିଲା ଶିକ୍ଷାଧିକାରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଲକ୍ଷ୍ମୀଧର ବେହେରା ଶୁକ୍ରବାର ତୁମୁଡିବନ୍ଧ ବ୍ଲକ ଗସ୍ତରେ ଆସି ମେଡିକାଲ କଲୋନୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ…
Read More...