Browsing Category

କଳାହାଣ୍ଡି

୧୫୪୫ ବାଣିଜ୍ୟିକ ଉପଭୋକ୍ତାଙ୍କ କଟିଲା ବିଦ୍ୟୁତ ସଂଯୋଗ – ଆଦାୟ ୫କୋଟି ୩୮ଲକ୍ଷ

ଭୁବନେଶ୍ବର: ବକେୟା ବିଦ୍ୟୁତ ବିଲ୍ ଦେଇ ନଥିବା ଉପଭୋକ୍ତାଙ୍କ ବିଦ୍ୟୁତ ବିଚ୍ଛିନ୍ନ କରିବା ପକ୍ରିୟା ଗୁରୁବାର ଠାରୁ ଆରମ୍ଭ କରିଛି ସେସୁ। ଆଜି ପ୍ରଥମ ଦିନରେ ସେସୁ ପକ୍ଷରୁ ବକେୟା ବିଲ୍ ଦେଇନଥିବା ୧୩ ହଜାର ୪୧୧ ଜଣ…
Read More...

ଇନ୍ଦ୍ରାବତୀ କେନାଲକୁ ଗାଧୋଇବାକୁ ଯାଇ ଛାତ୍ର ନିଖୋଜ

ମୁଖିଗୁଡ଼ା : କଳାହାଣ୍ଡି ଜିଲ୍ଳା ମୁଖିଗୁଡ଼ା ଗ୍ରାମର ଜଣେ ସ୍କୁଲ ଛାତ୍ର ବୁଧବାର କେନାଲକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଥିବା ଜଣାପଡ଼ିଛି। ନିଖୋଜ ହୋଇଥିବା ଛାତ୍ର ଜଣଙ୍କ ମୁଖିଗୁଡ଼ା ଗ୍ରାମର ସମ୍ପଦ ଯୋଷୀ । ସୂଚନା…
Read More...

ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ନିମନ୍ତେ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଓ ସହାୟତା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ବିଶେଷ କରି ରାଜ୍ୟର ୧୧ଟି ଜିଲ୍ଲାର ଶ୍ରମିକ ଯେଉଁମାନେ ଅନ୍ୟ ରାଜ୍ୟକୁ ଦାଦନ…
Read More...

ହାତରେ ଜବକାର୍ଡ, ମନରେ କ୍ଷୋଭ

କଳାହାଣ୍ଡି: ଗରିବ ଖଟିଖିଆଙ୍କୁ ଆର୍ଥିକ ତଥା ସାମାଜିକ କ୍ଷ୍ରେତ୍ରରେ ସୁଦୃଢ କରିବା ପାଇଁ ୨୦୦୫ ମସିହାରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକାରୀ ହୋଇଥିଲା। ଯୋଜନା ଅନୁଯାୟୀ ହିତାଧିକାରୀଙ୍କୁ…
Read More...

ଅଜଣା ରୋଗରେ ବଢୁଛି ପେଟ; ସରକାରଙ୍କ ସହାୟତା ଅପେକ୍ଷାରେ ଗାୟତ୍ରୀ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ଦାଦପୁର ଗାଁ ୩୬ ବର୍ଷୀୟ ଗାୟତ୍ରୀ ଦୋରା। ୧୯ ବର୍ଷ ବୟସରେ ଗାୟତ୍ରୀ ବିବାହ କରିଥିଲେ ହେଲେ ରୋଗ ପାଇଁ ସ୍ବାମୀ ତାଙ୍କୁ ଛାଡି ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।…
Read More...

ବ୍ୟବସାୟୀଙ୍କ ଘରେ ସଶସ୍ତ୍ର ଡକାୟତି; ପରିବାର ଲୋକଙ୍କୁ ମାଡ଼ ମାରି ୧୩ ଲକ୍ଷ ଟଙ୍କା ଓ ୨୫ ଭରି ସୁନା ଲୁଟିନେଲେ

କଳାହାଣ୍ଡି: କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ ଭଏଁରିପାଲି ଗାଁରେ ସୋମବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ଘଟିଛି। ଡକାୟତମାନେ ଜଣେ ବ୍ୟବସାୟୀଙ୍କ ଘରେ ପଶି ପରିବାର ଲୋକଙ୍କୁ ନିସ୍ତୁକ ମାଡ଼ ମାରି ୧୩…
Read More...

୨୦୧୬ ଇନ୍ଦ୍ରାବତୀ ଜଳ ଭଣ୍ଡାରର ହୋଇଥିବା ମୃତ୍ୟୁ କାରଣ ତଦନ୍ତ ଆରମ୍ଭ

କଲମପୁର  : ଜାତୀୟ ମାନବାଧିକାର କମିଶନଙ୍କ ରାପୁଟିୟର ବି.ବି. ମିଶ୍ର ଦୁଇ ଦିନିଆ ଗସ୍ତରେ ଆସି ଇନ୍ଦ୍ରବାତୀ ଜଳ  ଭଣ୍ଡାରର ବିଭିନ୍ନ ଗ୍ରାମ ପରିଦର୍ଶନ କରିବା ସହ ଅଜଣା ରୋଗରେ ଆକ୍ରାନ୍ତ ହୋଇ ୨୦୧୬ ଅଗଷ୍ଟ ମାସରେ ୧୬…
Read More...

ଭବାନୀପାଟଣାରେ ଆଶ୍ରୟସ୍ଥଳୀ ଉଦଘାଟିତ

କଳାହାଣ୍ଡି: ଭବାନୀପାଟଣା ପୌର ପରିଷଦ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ୫୦ ଶଯ୍ୟା ବିଶିଷ୍ଟ ଆଶ୍ରୟସ୍ଥଳୀ ଉଦଘାଟିତ ହୋଇ ଯାଇଛି। ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ…
Read More...

କଳାହାଣ୍ଡିରେ ରାହାଗିରି

କଳାହାଣ୍ଡି: ଆସନ୍ତା୧୪ରୁ ୧୭ ତାରିଖ ଯାଏଁ ସ୍ଥାନୀୟ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଜିଲା ସ୍ତରୀୟ ୨୪ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୦ ଅନୁଷ୍ଠିତ ହେବ। ଏହି ଅବସରରେ ଆଜି ରାହାଗିରି କାର୍ଯ୍ୟକ୍ରମ ସ୍ଥାନୀୟ…
Read More...

ଷ୍ଟେଟ୍ ବ୍ୟାଙ୍କ ଏଟିଏମ୍ ଭାଙ୍ଗିଲେ ଦୁର୍ବୃତ୍ତ

ନର୍ଲା: କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ୍‌ରେ ଥିବା ଷ୍ଟେଟ୍ ବ୍ୟାଙ୍କ୍ ଶାଖା ଏଟିଏମ୍ କାଉଣ୍ଟର​‌ରେ ମେଶିନ ଭାଙ୍ଗି ଲୁଟ୍‌ ଉଦ୍ୟମ ହୋଇଛି। ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏହି କାଣ୍ଡ…
Read More...