Browsing Category

ଝାରସୁଗୁଡା

ନିଜ ଅଞ୍ଚଳର ସମସ୍ୟା ନେଇ ଧର୍ମେନ୍ଦ୍ରଙ୍କୁ ଭେଟିଲେ ରାଧାରାଣୀ

ବ୍ରଜରାଜନଗର: ଚଳିତ ମାସ ତୃତୀୟ ସପ୍ତାହ ସୁଦ୍ଧା ବିଜେପିର ଜିଲା ସାଙ୍ଗଠନିକ ନିର୍ବାଚନ ସରିବା ପରେ ରାଜ୍ୟ ସଭାପତି ନିର୍ବାଚିତ ହେବେ। ହେଲେ ବିଭିନ୍ନ ସାଙ୍ଗଠନିକ ପଦ ପଦବୀ ପାଇଁ ନେତାଙ୍କ ଲବି ଜୋରଦାର ହୋଇଛି। ଏଭଳି…
Read More...

ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୧୧ ଆହତ

ଝାରସୁଗୁଡ଼ା/ନୟାଗଡ଼ : ରାଜ୍ୟର ଦୁଇଟି ପୃଥକ ପୃଥକ ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଥିବା ରବିବାର ଜଣାପଡ଼ିଛି। ସୂଚନା ଯୋଗ୍ୟ, ଝାରସୁଗୁଡ଼ା ଜିଲା ବେଲପାହାଡ଼ ଥାନା ମହିମା ଛକ…
Read More...

ମହିଳାଙ୍କୁ ହତ୍ୟା ଅଭିଯୋଗ

ବ୍ରଜରାଜନଗର : ଝାରସୁଗୁଡ଼ା ସହରସ୍ଥିତ ରୋହିଦାସ ପଡ଼ାରେ ଜଣେ ମହିଳାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣଙ୍କ କନକ ରୋହିଦାସ (୩୫)। ଖବର ପାଇ ଝାରସୁଗୁଡ଼ା ପୁଲିସ ଏବଂ ସାଇଣ୍ଟିଫିକ ଟିମ…
Read More...

ଜିଲା ସ୍ତରୀୟ ଯୁବ ମହୋତ୍ସବ ଉଦଘାଟିତ

ଝାରସୁଗୁଡ଼ା: ଜିଲା ସ୍ତରୀୟ ଯୁବ ମହୋତ୍ସବ ଝାରସୁଗୁଡ଼ା ଠାରେ ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ସଂସ୍କୃତି ଭବନଠାରେ ଆୟୋଜିତ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ଶିବ ଟପ୍ପୋ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ…
Read More...

ବନ୍ଧୁକ ମୁନରେ ଜୁଏଲାରୀ ଦୋକାନରୁ ଲୁଟ୍

ବ୍ରଜରାଜନଗର: ଗାନ୍ଧିଛକ ନିକଟସ୍ଥ ନୂଆଡ଼ିହିରେ ଥିବା ଏକ ସୁନା ଦୋକାନରୁ ଆଜି ସନ୍ଧ୍ୟାରେ ଦୁର୍ବୃତ୍ତମାନେ ଫାଙ୍କା ଗୁଳି ଚାଳନା କରି ଗହଣା ଲୁଟ କରିଛନ୍ତି। କଳା କପଡା ପରିଧାନ କରିଥିବା ଦୁଇ ଜଣ ମୁଖାଧାରୀ ସରାଫ…
Read More...

୧୨ ଘଣ୍ଟିଆ ବ୍ରଜରାଜନଗର ବନ୍ଦ

ବ୍ରଜରାଜନଗର : ଗାନ୍ଧୀ ଛକ ଟୋଲ ଗେଟ ସମ୍ପୂର୍ଣ୍ଣ ଉଚ୍ଛେଦ ଦାବିରେ ଶୁକ୍ରବାର ସ୍ଥାନୀୟ ଜନସାଧାରଣ ପକ୍ଷରୁ ୧୨ ଘଣ୍ଟିଆ ବ୍ରଜରାଜନଗର ବନ୍ଦ ପାଳନ କରାଯାଇଛି। ଫଳରେ ବ୍ରଜରାଜନଗର ଅଞ୍ଚଳର ସମସ୍ତ ଦୋକାନ ବଜାର ,…
Read More...

ଗୌଡ଼ମାଲରେ ବଣୁଆ ହାତୀ, ଲୋକେ ଭୟଭୀତ

ବ୍ରଜରାଜନଗର : ବ୍ରଜରାଜନଗର ଅଞ୍ଚଳର ଗୌଡ଼ମାଲ-ଚନ୍ଦନୀମାଲ ଗ୍ରାମ ନିକଟରେ ଗୁରୁବାର ଏକ ବଣୁଆ ହାତୀ ଦେଖା ଯାଇଥିବା ଜଣାପଡ଼ିଛି। ଉକ୍ତ ହାତୀଟି ଅନ୍ୟ ହାତୀପଲ ଠାରୁ ଅଲଗା ହୋଇ କ୍ଷେତ ଭିତରେ ବାଟବଣା ହୋଇ ଯାଇଥିବା ଲୋକେ…
Read More...

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ରେଳ ଧାରଣା ନିକଟରୁ ମୃତଦେହ ଉଦ୍ଧାର

ବ୍ରଜରାଜନଗର: ଝାରସୁଗୁଡ଼ା-ସରଡେଗା ରେଳପଥର ଗାନ୍ଧୀ ଛକ ଫାଣ୍ଡି ଅନ୍ତର୍ଗତ ଗୌଡ଼ମାଲ ଗ୍ରାମର ଅଜିତ ବକ୍ସି(୩୫) ନାମକ ଜଣେ ଯୁବକଙ୍କ ସନ୍ଦେହନକ ଭାବେ ମୃତ୍ୟୁ ଘଟିଛି। ଶୁକ୍ରବାର ସକାଳୁ ଗୌଡ଼ମାଲ-ଜାମପଡ଼ା ରେଳ ଧାରଣା…
Read More...

ସିସିଟିଭି ଫୁଟେଜରେ ମଣ୍ଟୁ ହତ୍ୟାକାଣ୍ଡର ଛାତିଥରା ଦୃଶ୍ୟ, ପଏଣ୍ଟ ବ୍ଲାଙ୍କରୁ ଗୁଳି କରିଥିଲେ ଅଭିଯୁକ୍ତ

ବ୍ରଜରାଜନଗର: ବହୁ ଚର୍ଚ୍ଚିତ ଅମିତ ଧଳ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ସୋନୁ ଘୋଷର ଭାଇ ମଣ୍ଟୁ ଘୋଷଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ଗୁଳି କରି ହତ୍ୟା କରାଯାଇଛି। ବ୍ରଜରାଜନଗର ମୁଖ୍ୟ ବଜାରରେ ଥବା ଏକ କାଫେ ଶପ୍‌ରେ ମଣ୍ଟୁ…
Read More...

ବ୍ରଜରାଜନଗରରେ ଏନକାଉଣ୍ଟର; ୪ ଅପରାଧୀଙ୍କୁ ଧରିଲା ପୁଲିସ

ବ୍ରଜରାଜନଗର: ବହୁ ଚର୍ଚ୍ଚିତ ଅମିତ ଧଳ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ସୋନୁ ଘୋଷର ଭାଇ ମଣ୍ଟୁ ଘୋଷକୁ ଗତ ମଙ୍ଗଳବାର ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଥିଲେ। ଏହାର ୧୨ ଘଣ୍ଟା ଭିତରେ ପୁଲିସ ଏନକାଉଣ୍ଟର କରି ୪…
Read More...