Browsing Category

ଗଞ୍ଜାମ

ଉଚ୍ଚ ଜୁଆର ଓ ଘନ କୁହୁଡି ଯୋଗୁଁ ସମୁଦ୍ରରେ ଭାଙ୍ଗିଲା ଡଙ୍ଗା; ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

ଗୋପାଳପୁର: ଗୋପାଳପୁର ସମୁଦ୍ରରେ ରବିବାର ଭୋର ସମୟରେ ଘନ କୁହୁଡି ଓ ଉଚ୍ଚ ଜୁଆର ଯୋଗୁଁ ଦୁଇଟି ଡ଼ଙ୍ଗା ପରସ୍ପର ମଧ୍ୟରେ ଧକ୍କା ହୋଇ ଚାରି ଜଣ ମତ୍ସ୍ୟଜୀବୀ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ଗୋପାଳପୁର ନିକଟବର୍ତ୍ତୀ…
Read More...

ପୁଲିସ ଦୌଡ଼କୁଦ ପ୍ରତିଯୋଗିତା ୨୦୨୦ ଉଦଘାଟିତ

ଛତ୍ରପୁର: ଛତ୍ରପୁର ପୁଲିସ ପଡିଆ ଠାରେ ପ୍ରଥମ ଗଞ୍ଜାମ ଜିଲ୍ଲା ପୁଲିସ ଦୌଡ଼କୁଦ ପ୍ରତିଯୋଗିତା ୨୦୨୦ ଉଦଘାଟିତ ହୋଇଯାଇଛି। ଏହି କ୍ରୀଡା ପ୍ରତିଯୋଗିତାକୁ  ବ୍ରହ୍ମପୁର ଏସପି  ପିନାକ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…
Read More...

୧୫୪୫ ବାଣିଜ୍ୟିକ ଉପଭୋକ୍ତାଙ୍କ କଟିଲା ବିଦ୍ୟୁତ ସଂଯୋଗ – ଆଦାୟ ୫କୋଟି ୩୮ଲକ୍ଷ

ଭୁବନେଶ୍ବର: ବକେୟା ବିଦ୍ୟୁତ ବିଲ୍ ଦେଇ ନଥିବା ଉପଭୋକ୍ତାଙ୍କ ବିଦ୍ୟୁତ ବିଚ୍ଛିନ୍ନ କରିବା ପକ୍ରିୟା ଗୁରୁବାର ଠାରୁ ଆରମ୍ଭ କରିଛି ସେସୁ। ଆଜି ପ୍ରଥମ ଦିନରେ ସେସୁ ପକ୍ଷରୁ ବକେୟା ବିଲ୍ ଦେଇନଥିବା ୧୩ ହଜାର ୪୧୧ ଜଣ…
Read More...

ସମବାୟ ବ୍ୟାଙ୍କରେ ଜଳିଗଲେ ସମ୍ପାଦକ

ବ୍ରହ୍ମପୁର: ଗଞ୍ଜାମ ଜିଲା ବ୍ରହ୍ମପୁର ସ୍ଥିତ ଲୋଚାପଡ଼ା ସେବା ସମବାୟ ସମିତି ଲିମିଟେଡ଼ ବ୍ୟାଙ୍କ ତଥା ଡିପୋଜିଟ କାଉଣ୍ଟରରେ ଗୁରୁବାର ଅଗ୍ନିକାଣ୍ଡ ଘଟି ଏହାର ସମ୍ପାଦକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ସମ୍ପାଦକଙ୍କ…
Read More...

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ରକ୍ତଦାନ ଶିବିର

ଛତ୍ରପୁର: ଗଞ୍ଜାମ ଜିଲାର ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଗୁରୁବାର କଲେଜର ଯୁବ ରେଡକ୍ରସ ଅନୁଷ୍ଠାନ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଯୁବ ରେଡକ୍ରସ ଅନୁଷ୍ଠାନର ପରାମର୍ଶଦାତା…
Read More...

ଛତ୍ରପୁର ପୁଲିସର ସଡ଼କ ସୁରକ୍ଷା ରାଲି

ଛତ୍ରପୁର: ଟ୍ରାଫିକ ନିୟମକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଗୁରୁବାର ଗଞ୍ଜାମ ଜିଲାର ଛତ୍ରପୁର ପୁଲିସ ପକ୍ଷରୁ ଛତ୍ରପୁର ଠାରେ ଏକ ସଡ଼କ ସୁରକ୍ଷା ରାଲି ଆୟୋଜିତ ହୋଇଛି। ଛତ୍ରପୁର ମିନି…
Read More...

ମନ୍ଦିର ପୂଜକଙ୍କ ଘରୁ ଗଞ୍ଜେଇ ଜବତ : ପୂଜକ ଗିରଫ

ଗୋପାଳପୁର : ଗୋଳନ୍ଥରା ପୁଲିସ ପକ୍ଷରୁ ଗତ ମଙ୍ଗଳବାର ରାତିରେ ଭାଲିଆଗଡ ଠାରେ ଥିବା ଏକ ପୂଜକଙ୍କ ଘରେ ଚଢାଉ କରାଯାଇ ବିକ୍ରି ନିମନ୍ତେ ରଖାଯାଇଥିବା ଗଞ୍ଜେଇ ଭର୍ତ୍ତି ବ୍ୟାଗ ଜବତ କରିବା ସହ ପୂଜକଙ୍କୁ ଗିରଫ କରାଯାଇଛି।…
Read More...

କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ

ଗଞ୍ଜାମ: ଗଞ୍ଜାମ ଷ୍ଟେଶନ ନିକଟରେ ଏକ କୋଇଲା ବୋଝଇ ଟ୍ରେନ ନଂ(୨୮୬୯୧)ରେ ମଙ୍ଗଳବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ଟ୍ରେନର ୨ଟି ବଗିରେ ନିଆଁ ନିଆଯାଇଥିବା ଷ୍ଟେଶନ ମ୍ୟାନେଜର ଦେଖିବା ପରେ ଛତ୍ରପୁର ଅଗ୍ନିଶମ କେନ୍ଦ୍ରକୁ…
Read More...

ଫ୍ୟାନରେ ଝୁଲି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ସାନକୁଶସ୍ଥଳୀ ଗ୍ରାମରେ ଜଣେ କଲେଜ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଶନିବାର ସେ କଲେଜରୁ ଫେରିବା ପରେ ନିଜ ଘରେ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଅଭିଯୋଗ…
Read More...

ଗଞ୍ଜେଇ ସହ ଭ୍ୟାନ ଜବତ, ୨ ଗିରଫ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ୫୯ ନଂ ଜାତୀୟ ରାଜପଥ ଅସୁରବନ୍ଧ ନିକଟରୁ ଏକ ଗଞ୍ଜେଇ ଭର୍ତ୍ତି ଭ୍ୟାନ ଜବତ ହେବା ସହ ଉକ୍ତ ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଥିବା ଗୁରୁବାର ଜଣାପଡ଼ିଛି। ଗିରଫ ଦୁଇ…
Read More...