Browsing Category

ଗଜପତି

ସ୍ବାମୀ ହନ୍ତା ସ୍ତ୍ରୀ….. ୩୦ ହଜାର ସୁପାରୀରେ ପୋଛିଦେଲା ନିଜ ମଥାର ସିନ୍ଦୁର

ମୋହନା: ନିଜ ସିନ୍ଦୁର ପୋଛିବା ପାଇଁ ୩୦ ହଜାର ଟଙ୍କାର ଡିଲ୍।ସୁପାରୀ ଦେଇ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ମୋହନା ଅଞ୍ଚଳରେ। ପରକୀୟା ପ୍ରୀତିରେ ପାଗଳ ହୋଇ ସ୍ତ୍ରୀ ନିଜ…
Read More...

ବିରିକୋଟରେ ୮୭ଟି ଅଭିଯୋଗ ଶୁଣିଲେ ଜିଲାପାଳ

ମୋହନା : ଗଜପତି ଜିଲା ମୋହନା ବ୍ଳକ ଅନ୍ତର୍ଗତ ବିରିକୋଟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସୋମବାର ଗଜପତି ଜିଲାପାଳ ଅନୁପମ ସାହା ଯୋଗଦେଇ ଲୋକଙ୍କ ବିଭିନ୍ନ ଅଭିଯୋଗ ଶୁଣିଛନ୍ତି। ଏହି ଅଭିଯୋଗ ଶୁଣାଣିରେ ସମୁଦାୟ ୮୭ଟି…
Read More...

ଝୁଲନ୍ତା ଅବସ୍ଥାରେ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ : ଗଞ୍ଜାମ ଜିଲା କବିସୂର୍ଯ୍ୟ ନଗର ସୁନାପଲ୍ଲୀ ଗାଁରେ ଶନିବାର ଭୋର ସମୟରେ ଏକ ଗଛରୁ ଜଣେ ଯୁବକ-ଯୁବତୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ସକାଳ ସମୟରେ ଗ୍ରାମବାସୀ ମୃତଦେହ ଦେଖି ପୁଲିସକୁ ଖବର…
Read More...

ବିଦ୍ୟୁତ ସେବାରୁ ବଞ୍ଚିତ କଦମଚୁଆ ଗ୍ରାମ

ମୋହନା :  ଗଜପତି ଜିଲା ମୋହନା ବ୍ଲକ ଚାନ୍ଦିପୁଟ ପଞ୍ଚାୟତ ଅନ୍ତର୍ଗତ କଦମଚୁଆ (ନୁଆସାହି ) ଗ୍ରାମରେ ଦୀର୍ଘ ୧ ବର୍ଷରୁ ଊର୍ଦ୍ଧ୍ବ ହେବ ବିଦ୍ୟୁତ ସେବା ପାଇବାରୁ ବଞ୍ଚିତ ଅଛି। ଏଠାକାର ୩୫ଟି ପରିବାରର ଶତାଧିକ ଆଦିବାସୀ…
Read More...

୧୪ କୋଟିର ଗଞ୍ଜେଇ ଜାଳିଲା ଅବକାରୀ ବିଭାଗ

ମୋହନା: ଗଜପତି ଜିଲାରେ ୧୪ କୋଟି ୭ ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ମୋହନା ଥାନା ଅନ୍ତର୍ଗତ ଯୁବ ଗାଁ ନିକଟସ୍ଥ ୭୨ ହେକ୍ଟର ଜଙ୍ଗଲ ଜମିରେ ବେଆଇନ ଭାବେ ଗଞ୍ଜେଇ ଚାଷ କରାଯାଇଥିଲା। ଶୁକ୍ରବାର ମୋହନା ପୁଲିସ…
Read More...

ସରକାରୀ ଯୋଜନାକୁ ଉପହାସ: ଅବ୍ୟବସ୍ଥା ଘେରରେ ପିଣ୍ଡିକି ସରକାରୀ ପ୍ରାଥମିକ ବିଦ୍ୟାଳୟ

ମୋହନା : ସରକାର ଶିକ୍ଷା କ୍ଷେତ୍ରର ଉନ୍ନତି ପାଇଁ ମାଳମାଳ ଯୋଜନା କରୁଛନ୍ତି। ମନ୍ତ୍ରୀ ମଧ୍ୟ ତୁହାକୁ ସ୍କୁଲ ମାନଙ୍କୁ ଗସ୍ତ କରି ପରିଚାଳନା ବ୍ୟବସ୍ଥାର ତଦାରଖ କରୁଛନ୍ତି। କିନ୍ତୁ ଅବ୍ୟବସ୍ଥା‌ରେ ସୁଧାର…
Read More...

ହିଲଟପ୍ ସ୍ନାତକ ମହବିଦ୍ୟାଳୟରେ କ୍ୟାରିୟର କଉନସେଲିଂ କାର୍ଯ୍ୟକ୍ରମ

ମୋହନା : ହିଲଟପ୍ ସ୍ନାତକ ମହବିଦ୍ୟାଳୟରେ ଗୁରୁବାର ଏକ କ୍ୟାରିୟର କାଉନସେଲିଂ କାର୍ୟ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ମହବିଦ୍ୟାଳୟ ଅଧକ୍ଷ ଶ୍ରୀ ଶୁଭ୍ରକାନ୍ତ ମହାନ୍ତିଙ୍କ ଅଧକ୍ଷତାରେ ଅନୁଷ୍ଟିତ କାର୍ୟ୍ୟକ୍ରମରେ ଗଜପତି…
Read More...

ଚାନ୍ଦିପୁଟରେ ବ୍ଳକ ସ୍ତରୀୟ କୃଷକ ସମ୍ପର୍କ ମେଳା

ମୋହନା : ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ପକ୍ଷରୁ ଚାନ୍ଦିପୁଟ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ କୃଷକ ସମ୍ପର୍କ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାକୁ ମୁଖ୍ୟ ଅତିଥି ରୂପେ…
Read More...

କୁଇ ଉନ୍ନୟନ ସମିତିର ଶତ ବାର୍ଷିକ ଉତ୍ସବ

ମୋହନା : ଗଜପତି ଜିଲା ମୋହନାଠାରେ କଇୁ (କନ୍ଧ) ଉନ୍ନୟନ ସମିତିର ଶତ ବାର୍ଷିକ ଉତ୍ସବ ବୁଧବାର ଧୁମଧାମରେ ପାଳନ ହୋଇଛି। ଶତାଧିକ କୁଇ ସମ୍ପ୍ରଦାୟର ମହିଳା, ପୁରୁଷ ଓ ଯୁବକ ସ୍ଥାନୀୟ ହିଲଟପ୍‍ ମହାବିଦ୍ୟାଳୟ ଠାରୁ ଏକ…
Read More...

ସମସ୍ୟା ଘେରରେ ଧନୁପୋତା ପ୍ରାଥମିକ ବିଦ୍ୟାଳୟ

ମୋହନା : ମୋହନା ବ୍ଳକ ଅନ୍ତର୍ଗତ ଶିକୁଳିପଦର ପଞ୍ଚାୟତର ଧନୁପୋତା ପ୍ରାଥମିକ ବିଦ୍ୟାଳୟ ବହୁ ସମସ୍ୟା ଘେରରେ ରହିଛି । ଏହି ବିଦ୍ୟାଳୟର ୧ମ ରୁ ୫ମ ଶ୍ରେଣୀ ରହିଥିବା ବେଳେ ୪୨ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି।…
Read More...