Browsing Category

ଦେବଗଡ

ଗୁଳିକରି ହାତୀଶାବକକୁ ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ

ଦେବଗଡ଼: ଦେବଗଡ ବନଖଣ୍ଡ ରିଆମାଳ ରେଞ୍ଜ ପଳସମା ବିଭାଗ ଅନ୍ତର୍ଗତ ବରଡାନାଳୀ ଗ୍ରାମରେ ହାତୀଶାବକକୁ ଗୁଳି କରି ହତ୍ୟା ଘଟଣାରେ ଜଣେ ଅଭିଯୁକ୍ତ ଗିରଫ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ଦୁଃଖବନ୍ଧୁ ସାହୁ (୩୭)। ଦେବଗଡ଼ ବନ…
Read More...

ହାତୀ ଶାବକର ମୃତଦେହ ଉଦ୍ଧାର

ଦେବଗଡ଼ : ଦେବଗଡ଼ ବନଖଣ୍ଡ ରିଆମାଳ ରେଞ୍ଜ ଅନ୍ତର୍ଗତ ବରଡ଼ାନାଳି ଗ୍ରାମରୁ ଗୁରୁବାର ଏକ ହାତୀ ଶାବକର ମୃତଦେହ ଉଦ୍ଧାର ହୋଇଛି। ମୃତ ହାତୀଟିର ଆନୁମାନିକ ବୟସ ୩ ବର୍ଷ । କେଉଁ କାରଣରୁ ହାତୀଟିର ମୃତ୍ୟୁ ହୋଇଛି ସେନେଇ…
Read More...

୪ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ : ୨ ନାବାଳକ ଅଟକ

ଦେବଗଡ/ରିଆମାଳ : ରିଆମାଳ ବ୍ଲକ ସଦର ମହକୁମାରେ ମଙ୍ଗଳବାର ଜଣେ ୪ ବର୍ଷର ଶିଶୁ କନ୍ୟାକୁ ୨ ଜଣ ପଡୋଶୀ ନାବାଳକ ଖେଳିବାକୁ ଡାକିନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡିତାଙ୍କ ମାଆ ଏ ନେଇ ରିଆମାଳ ଥାନାରେ ଲିଖିତ…
Read More...

ବାଇକକୁ ଧକ୍କା ଦେଲା ଟ୍ରକ, ୨ ମୃତ

ଦେବଗଡ଼ : କନ୍ଧଳ ଗ୍ରାମ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏକ ଟ୍ରକ୍ ଜଣେ ବାଇକ ଆରୋହୀଙ୍କୁ ଧକ୍କା ଦେବାଫଳରେ ଏହି ଦୁର୍ଘଟଣା ଘଟିଛି। ମୃତ ଦ୍ବୟ ହେଲେ କଣ୍ଢଳ…
Read More...

ଡକାୟତି ଉଦ୍ୟମ ପଣ୍ଡ: ତିନି ପି.ଏଲ୍.ଏଫ୍.ଆଇ. ସଦସ୍ୟ ଗିରଫ

ଦେବଗଡ: ଡକାୟତି ଯୋଜନା କରୁଥିବା ବେଳେ ବାରକୋଟ ଥାନା ପୁଲିସ ୩ଜଣ ଦୁର୍ଦ୍ଦାନ୍ତ ପି.ଏଲ.ଏଫ୍.ଆଇ.ସଦସ୍ୟଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୨ଟି ଦେଶୀ ପିସ୍ତଲ, ଗୋଟିଏ ଚାଇନା ନିର୍ମିତ ସେମି ଅଟୋମେଟିକ ପିସ୍ତଲ, ୭ଟି…
Read More...

ମୋ ସରକାର କାର୍ଯ୍ୟକ୍ରମରେ ୬ ଜିଲାର ସ୍ବାସ୍ଥ୍ୟ କ୍ଷେତ୍ରକୁ ସ୍ବତନ୍ତ୍ର ସହାୟତା

ଭୁବନେଶ୍ଵର: ମୋ ସରକାର କାର୍ଯ୍ୟକ୍ରମରେ ରାଜ୍ୟ ସରକାର ସମ୍ବଲପୁର, ଦେବଗଡ଼, ଅନୁଗୋଳ, କେନ୍ଦ୍ରାପଡ଼ା, ବଲାଙ୍ଗୀର ଏବଂ ସୋନପୁର ଆଦି ୬ଟି ଜିଲାର ସ୍ବାସ୍ଥ୍ୟ କ୍ଷେତ୍ରକୁ ସ୍ବତନ୍ତ୍ର ସହାୟତା ପ୍ରଦାନ କରିବାକୁ ଘୋଷଣା…
Read More...

ବାଲିନାଲି ଟ୍ରିପଲ୍ ମର୍ଡର କେସର ପର୍ଦ୍ଦାଫାଶ

ଦେବଗଡ଼: ଦେବଗଡ ଜିଲା ବାରକୋଟ ଥାନା ଅନ୍ତର୍ଗତ ବାଲିନାଳି ସଂରକ୍ଷିତ ଜଙ୍ଗଲରେ ଘଟିଥିବା ବହୁ ଚର୍ଚ୍ଚିତ ଟ୍ରିପଲ ମର୍ଡର କେସର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ପୁଲିସ ନିକଟସ୍ଥ ବଡତଇଳା ଗ୍ରାମର ମୁଖ୍ୟ ଅଭିଯୁକ୍ତ…
Read More...

ପୂର୍ବତନ ସରପଞ୍ଚଙ୍କ ଘରୁ ସଶସ୍ତ୍ର ଡକାୟତି ଘଟଣାରେ ୬ ଗିରଫ

ଦେବଗଡ଼: ବାରକୋଟ ଥାନା ଅନ୍ତର୍ଗତ ସିଂହଶାଳ ଗ୍ରାମର ପୂର୍ବତନ ସରପଞ୍ଚ କ୍ଷେତ୍ରବାସୀ ଦଳ ବେହେରାଙ୍କ ଘରୁ ଗତ ଅକ୍ଟୋବର ୨୪ ତାରିଖ ରାତିରେ ଘଟିଥିବା ସଶସ୍ତ୍ର ଡକାୟତି ଘଟଣାରେ ବାରକୋଟ ଥାନା ପୁଲିସ ୬ ଜଣଙ୍କୁ ଗିରଫ…
Read More...

ହାତୀ ଆକ୍ରମଣରେ ୧ ମୃତ , ଜଣେ ଗୁରୁତର

ଦେବଗଡ଼ : ଦେବଗଡ଼ର ରିଆମାଳ ଥାନା ତଥା ରିଆମାଳ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କଣ୍ଟାବାହଳ ପଞ୍ଚାୟତର ଶୁଣ୍ଢୀନାଳି ଗ୍ରାମରେ ସୋମବାର ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି।…
Read More...

ଭାଲୁ ଅକ୍ରମଣରେ ୨ ଆହତ

ଦେବଗଡ: ଦେବଗଡ ଥାନା ଅନ୍ତର୍ଗତ ରମ୍ଭେଇ ପଞ୍ଚାୟତର ରଙ୍ଗମାଟିଆ ଗ୍ରାମରେ ଆଜି ଭାଲୁ ଆକ୍ରମଣରେ ଗ୍ରାମର ନବ ଦୀପ (୩୫) ଓ ସୁରେଶ ନାୟକ(୪୫) ଆହତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ରଙ୍ଗମାଟିଆ ଗ୍ରାମର ନବ…
Read More...