Browsing Category

କଟକ

ଷ୍ଟେସନରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲେ ଯୁବକ

କଟକ : କଟକ ଜିଲା ରେଳ ଷ୍ଟେସନରେ ଶୁକ୍ରବାର ସକାଳ ସମୟରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ରେଳ ଷ୍ଟେସନର ୭ ନମ୍ବର ପ୍ଲାଟଫର୍ମରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକ ଜୀବନ୍ତ ଜଳି ଯାଇଛନ୍ତି। ଯୁବକଙ୍କ…
Read More...

ମାର୍ଚ୍ଚ ସୁଦ୍ଧା ହେବ 4G ସ୍ପେକ୍ଟ୍ରମ୍‍ ଆବଣ୍ଟନ

କଟକ: ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ଦେଶରେ ଫୋର୍‍-ଜି ସ୍ପେକ୍ଟ୍ରମ୍‍ ଆବଣ୍ଟନ ହେବ ବୋଲି କେନ୍ଦ୍ର ଯୋଗାଯୋଗ ଓ ଆଇ.ଟି. ମନ୍ତ୍ରୀ ସଞ୍ଜୟ ଧୋତ୍ରେ କହିଛନ୍ତି। କଟକ ନରାଜ ସ୍ଥିତ ମୁଣ୍ଡୁଳିଠାରେ ଥିବା ଜବାହର ନବୋଦୟ…
Read More...

୧୫୪୫ ବାଣିଜ୍ୟିକ ଉପଭୋକ୍ତାଙ୍କ କଟିଲା ବିଦ୍ୟୁତ ସଂଯୋଗ – ଆଦାୟ ୫କୋଟି ୩୮ଲକ୍ଷ

ଭୁବନେଶ୍ବର: ବକେୟା ବିଦ୍ୟୁତ ବିଲ୍ ଦେଇ ନଥିବା ଉପଭୋକ୍ତାଙ୍କ ବିଦ୍ୟୁତ ବିଚ୍ଛିନ୍ନ କରିବା ପକ୍ରିୟା ଗୁରୁବାର ଠାରୁ ଆରମ୍ଭ କରିଛି ସେସୁ। ଆଜି ପ୍ରଥମ ଦିନରେ ସେସୁ ପକ୍ଷରୁ ବକେୟା ବିଲ୍ ଦେଇନଥିବା ୧୩ ହଜାର ୪୧୧ ଜଣ…
Read More...

ମାନସିକ ଦ୍ୱନ୍ଦ୍ୱମୁକ୍ତ ହୋଇ ପରୀକ୍ଷା ଦିଅ: କେନ୍ଦ୍ରମନ୍ତ୍ରୀ ଧୋତ୍ରେ

କଟକ: ମାନସିକ ଅସନ୍ତୁଳନର ଶିକାର ହେଲେ ପରୀକ୍ଷାର୍ଥୀର ଏକାଗ୍ରତା ବ୍ୟାହତ ହେବା ସହ ସେ ପରୀକ୍ଷାରେ ଲକ୍ଷ୍ୟ ହାସଲ କରିବାରେ ଅସମର୍ଥ ହୁଏ। ସେ ଦୃଷ୍ଟିରୁ ପ୍ରତ୍ୟେକ ପରୀକ୍ଷାର୍ଥୀ ପରୀକ୍ଷା ପୂର୍ବରୁ ମାନସିକ…
Read More...

ଏଲଟିଟି ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣା: ୪ ନିଲମ୍ବିତ

କଟକ:କଟକ ନିର୍ଗୁଣ୍ଡି ଷ୍ଟେସନ ନିକଟ ଶାଳଗାଁ ଠାରେ ମୁମ୍ବଇ – ଭୁବନେଶ୍ବର ଲୋକମାନ୍ୟ ତିଳକ ଏକ୍ସପ୍ରେସ ଲାଇନଚ୍ୟୁତ ହେବା ଘଟଣାରେ ୪ ରେଳ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି। ଲୋକମାନ୍ୟ ତିଳକ ଏକ୍ସପ୍ରେସ…
Read More...

ଏଲଟିଟି ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

କଟକ : କଟକ ନିର୍ଗୁଣ୍ଡି ଷ୍ଟେସନ ନିକଟ ଶାଳଗାଁ ଠାରେ ମୁମ୍ବଇ - ଭୁବନେଶ୍ହର ଲୋକମାନ୍ୟ ତିଳକ  ଏକ୍ସପ୍ରେସ ଲାଇନଚ୍ୟୁତ ହେବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବ ବୋଲି ରେଲବାଇ ପକ୍ଷରୁ କୁହାଯାଇଛି। ଏ ନେଇ ସ୍ବତନ୍ତ୍ର ଟିମ…
Read More...

ଏଲଟିଟି ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣା ; ରେଳବାଇ ଜାରି କଲା ହେଲ୍ପ ଲାଇନ ନମ୍ବର

କଟକ : ଏଲଟିଟି ଏକ୍ସପ୍ରେସ ଦୁର୍ଘଟଣା ପରେ ରେଳବାଇ ପକ୍ଷରୁ ୨ଟି ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି। ଏହି ୨ଟି ନମ୍ବର  ୦୬୭୧-୧୦୭୨,୦୬୭୪-୧୦୭୨ରେ ଫୋନ କରି ଯାତ୍ରୀଙ୍କ ସଂପର୍କୀୟମାନେ ସୂଚନା ପାଇ ପାରିବେ।…
Read More...

ମୁମ୍ବଇ-ଭୁବନେଶ୍ବର ଏଲଟିଟି ଏକ୍ସପ୍ରେସ ଲାଇନଚ୍ୟୁତ ; ୫ ଗୁରୁତର

କଟକ : କଟକ ନିର୍ଗୁଣ୍ଡି ରେଳ ଷ୍ଟେସନ ନିକଟରେ ମୁମ୍ବଇ-ଭୁବନେଶ୍ବର ଲୋକମାନ୍ୟ ତିଳକ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିବା ନେଇ ସୂଚନା ମିଳିଛି । ଘନ କୁହୁଡି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଗୁରୁବାର ସକାଳ…
Read More...

ଡାକ୍ତର ସରସ୍ୱତୀ ସ୍ୱାଇଁଙ୍କ ପରଲୋକ

କଟକ ସଦର : ଲୋକସଭାର ପୂର୍ବତନ ବାଚସ୍ପତି ସ୍ୱର୍ଗତ ରବି ରାୟଙ୍କ ପତ୍ନୀ ପ୍ରଫେସର ଡାକ୍ତର ସରସ୍ୱତୀ ସ୍ୱାଇଁ(୮୮)ଙ୍କର ବୁଧବାର ପ୍ରତ୍ୟୁଷରେ କଟକ ବଡ଼ ଡାକ୍ତରଖାନାରେ ପରଲୋକ ଘଟିଛି। ସେ କିଛଦିନ ହେଲା ବାର୍ଦ୍ଧକ୍ୟ ଜନିତ…
Read More...

ଖ୍ରୀଷ୍ଟ କଲେଜର ବାର୍ଷିକ ପୁରସ୍କାର ବିତରଣ  ଉତ୍ସବ

କଟକ :  ଖ୍ରୀଷ୍ଟ କଲେଜର ୨୦୧୯- ୨୦ ଶିକ୍ଷାବର୍ଷର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଅଧ୍ୟକ୍ଷ ଡ. ସିଦ୍ଧାର୍ଥ କୁମାର ସାହୁଙ୍କ ସଭାପତିତ୍ବରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟଅତିଥି…
Read More...