Browsing Category

ଭୁବନେଶ୍ବର

ଭୁବନେଶ୍ବରରେ ଶିଖ୍ ଯୁବକଙ୍କୁ ମାଡ ଘଟଣା: ୩ ଅଭିଯୁକ୍ତଙ୍କ ବିରୋଧରେ ଦାଖଲ ହେଲା ଚାର୍ଜସିଟ୍

ଭୁବନେଶ୍ବର: ଭୁବନେଶ୍ଵରରେ ଶିଖ୍ ଯୁବକଙ୍କୁ ମାଡ଼ ଘଟଣାରେ ଶୁକ୍ରବାର ଦାଖଲ ହୋଇଛି ଚାର୍ଜସିଟ୍। ୩ ଅଭିଯୁକ୍ତଙ୍କ ବିରୋଧରେ ଏସଡିଜେମ୍ କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇଛି। ଏହି ଚାର୍ଜସିଟ୍ ମେଡିକାଲ ରିପୋର୍ଟ, ସିସିଟିଭି…
Read More...

ଉଗ୍ର ହେଉଛି କଂଗ୍ରେସ କନ୍ଦଳ, କଂଗ୍ରେସ ଭବନକୁ ଜଗିଛନ୍ତି ବାଉନ୍ସର

ଭୁବନେଶ୍ବର: ଉଗ୍ରରୂପ ଧାରଣ କରିଛି କଂଗ୍ରେସର ଗୋଷ୍ଠି କନ୍ଦଳ। କଂଗ୍ରେସ ଭବନରେ ବୈଠକ ଚାଲିଥିବା‌ ସମୟରେ ବାହାରେ ଚାଲିଥିଲା ଛାତ୍ର କଂଗ୍ରେସର ପୂର୍ବତନ ଆବାହକ ଇତିଶ୍ ପ୍ରଧାନଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ହଟ୍ଟଗୋଳ…
Read More...

ସାଢେ ୪ କୋଟି ଓଡ଼ିଶାବାସୀଙ୍କୁ ନେଇ ମୋର ଗୋଟିଏ ପରିବାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲୋକମାନେ ହିଁ ଆମର ଭଗବାନ। ସେମାନେ ହିଁ ଶାସନ ବିନ୍ଦୁ। ଆମ ସରକାର ଉପରେ ଜନସାଧାରଣଙ୍କ ଅତୁଟ ଆଶା ଓ ବିଶ୍ୱାସ ରହିଛି। ସାଧାରଣ ଲୋକଙ୍କ ଇଚ୍ଛା, ବିଶ୍ୱାସକୁ ଚରିତାର୍ଥ କରିବା ଆମର ପ୍ରଧାନ କର୍ତ୍ତବ୍ୟ…
Read More...

ଦାୟିତ୍ଵ ନେଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା

ଭୁବନେଶ୍ଵର: ବିଜେପିର ନବନିର୍ବାଚିତ ରାଜ୍ୟ ସଭାପତି ସମୀର ମହାନ୍ତି ଶୁକ୍ରବାର ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହି ଅବସରରେ ଭୁବନେଶ୍ଵରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଏ ନେଇ…
Read More...

ଧଳା ଚାଦରର ଆସ୍ତରଣରେ ସାରା ରାଜ୍ୟ

ଭୁବନେଶ୍ୱର : ସାରା ରାଜ୍ୟରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। ଏହାସହ ପ୍ରାୟ ୮ଟି ଜିଲାକୁ ଘନ କୁହୁଡ଼ି ପାଇଁ ଆଞ୍ଚଳିକ ପାଣି ପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି। ସୁନ୍ଦରଗଡ, କେନ୍ଦୁଝର,…
Read More...

ରବି ଋତୁରେ ହେବ ପିଆଜ, ଆଳୁ ଚାଷ

ଭୁବନେଶ୍ୱର : ରାଜ୍ୟରେ ଦେଖାଦେଇଥିବା ଆଳୁ ଓ ପିଆଜର ସଙ୍କଟକୁ ମେଣ୍ଟାଇବା ପାଇଁ ସରକାର ରବି ରତୁରେ ଏହି ଚାଷ ଉପରେ ଗୁରୁତ୍ବ ଦେଇଛନ୍ତି। ଚଳିତବର୍ଷ ଅଧିକ ପରିମାଣରେ ଆଳୁ ଓ ପିଆଜ ଚାଷ ପାଇଁ ଉଦ୍ୟାନକୃଷି ବିଭାଗ ପକ୍ଷରୁ…
Read More...

ଅମ୍ପାୟାରଙ୍କୁ ନେଇ ଓସିଏର କର୍ମଶାଳା

ଭୁବନେଶ୍ୱର : ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌ (ଓସିଏ) ତରଫରୁ ଗୁରୁବାର ଅମ୍ପାୟାରଙ୍କ ନିମନ୍ତେ ଏକ କର୍ମଶାଳା ଓ ପରୀକ୍ଷା ଅନୁଷ୍ଠିତ ହୋଇଛି। ଏହା ଶୁକ୍ରବାର ଶେଷ ହେବ। ଓସିଏ କନ୍‌ଫରେନ୍‌ସ ହଲ୍‌ ଏବଂ ଓସିଏ ଏକାଡେମୀରେ…
Read More...

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଦେଶର ଶ୍ରେଷ୍ଠ ପାଣିପାଗ ବିଜ୍ଞାନ କେନ୍ଦ୍ର ଭାବେ ପୁରସ୍କୃତ

ଭୁବନେଶ୍ବର : ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର, ଦେଶର ଶ୍ରେଷ୍ଠ ପାଣିପାଗ ବିଜ୍ଞାନ କେନ୍ଦ୍ର ଭାବେ ପୁରସ୍କୃତ କରାଯାଇଛି। ନୂଆଦିଲ୍ଲୀର ଡ଼ା ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟର ଠାରେ ଆୟୋଜିତ…
Read More...

ଦୈନିକ ‘ସମାଜ’ ପ୍ରଭାବ – ନିଯୁକ୍ତି ପାଇବେ ବହିଷ୍କୃତ ଅଙ୍ଗନବାଡ଼ି କର୍ମୀ

ସୁନ୍ଦରଗଡ: ଶୀତ କାକରରେ ପ୍ରାୟ ୪୮ଘଣ୍ଟା ଅହୋରାତ୍ର ଧାରଣା ଦେବା ପରେ ଅଙ୍ଗନବାଡ଼ି କର୍ମୀଙ୍କ ଦାବିକୁ ପ୍ରଶାସନ ମାନି ନେଇଛି ଏବଂ ଆସନ୍ତା ୨୪ ତାରିଖ ଦିନ ବିଧିବଦ୍ଧ ଲିଖିତ ଘୋଷଣା କରିବ ବୋଲି ସୁନ୍ଦରଗଡ଼ ଉପଜିଲାପାଳ…
Read More...

୫୦୦ ଲାଞ୍ଚ ପାଇଁ ଆର୍‌ଆଇଙ୍କୁ ବର୍ଷେ ଜେଲ୍‌

ଭୁବନେଶ୍ବର: ଭୁବନେଶ୍ବରସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ସଞ୍ଜୀବ ଦୁବେ ଏକ ଲାଞ୍ଚ ମାମଲାରେ ଅଭିଯୁକ୍ତ ଆର୍‌ଆଇ ବିଶ୍ବମ୍ବର ମହାପାତ୍ରଙ୍କୁ ୧ ବର୍ଷ ସଶ୍ରମ କାରାଦଣ୍ଡ ଦେବା ସହିତ ୫,୦୦୦ ଟଙ୍କା ଜୋରିମାନା କରିଛନ୍ତି।…
Read More...