Browsing Category

ଭଦ୍ରକ

ଶୂନ୍ୟ ହେବ ମଣିବାବାଙ୍କ ରତ୍ନଭଣ୍ଡାର! ସ୍ୱର୍ଣ୍ଣାଳଙ୍କାର ଜିଲା କୋଷାଗାରାକୁ ନେବାପାଇଁ ଚାଲିଛି ମସୁଧା

ଆରଡି : କନିକା ରାଜାସାହେବଙ୍କ ଦ୍ୱାରା ନିର୍ମିତ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ରାଜ୍ୟର ଏକ ପ୍ରମୁଖ ଶୈବକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଛି। ଏପରିକି ବାବା ଆଖଣ୍ଡଳମଣିଙ୍କ ନୀତିକାନ୍ତି ଓ ବେଶ ନିମନ୍ତେ ବ୍ୟବହୃତ…
Read More...

ପୋଖରୀରୁ ଉଦ୍ଧାର ହେଲା ନିଖୋଜ ନାବାଳିକାର ମୃତଦେହ

ଭଦ୍ରକ: ଭଦ୍ରକ ଜିଲ୍ଲା ଚରମ୍ପା ସ୍ଥିତ ଡଗରା ସାହି ନିକଟ ରେଲୱେ ଲାଇନ କଡରେ ଥିବା ଏକ ପୋଖରୀରୁ ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର କରାଯାଇଛି। ମୃତ ନାବାଳିକା ଜଣକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରମ୍ଭିଳା ଅଞ୍ଚଳର…
Read More...

ସମୁଦ୍ରରେ ଫସିଥିବା ଯାତ୍ରୀବାହୀ ଲଞ୍ଚ ସହ ଉଦ୍ଧାର ହେଲେ ୫୦ ଯାତ୍ରୀ

ଧାମରା: କେନ୍ଦ୍ରାପଡା ଜିଲା ତାଳଚୁଆଠାରୁ ଧାମରାକୁ ଆସୁଥିବା ଏକ ସରକାରୀ ଲଞ୍ଚ କୁହୁଡ଼ି ଯୋଗୁ ବାଟବଣା ହୋଇ ସମୁଦ୍ରରେ ଫସିଯାଇଥିଲା। ଏହାପରେ ଉକ୍ତ ଯାତ୍ରୀବାହୀ ଲଞ୍ଚ ସହ ଏଥିରେ ଥିବା ପ୍ରାୟ ୫୦ ଯାତ୍ରୀଙ୍କୁ ଧାମରା…
Read More...

୧୫୪୫ ବାଣିଜ୍ୟିକ ଉପଭୋକ୍ତାଙ୍କ କଟିଲା ବିଦ୍ୟୁତ ସଂଯୋଗ – ଆଦାୟ ୫କୋଟି ୩୮ଲକ୍ଷ

ଭୁବନେଶ୍ବର: ବକେୟା ବିଦ୍ୟୁତ ବିଲ୍ ଦେଇ ନଥିବା ଉପଭୋକ୍ତାଙ୍କ ବିଦ୍ୟୁତ ବିଚ୍ଛିନ୍ନ କରିବା ପକ୍ରିୟା ଗୁରୁବାର ଠାରୁ ଆରମ୍ଭ କରିଛି ସେସୁ। ଆଜି ପ୍ରଥମ ଦିନରେ ସେସୁ ପକ୍ଷରୁ ବକେୟା ବିଲ୍ ଦେଇନଥିବା ୧୩ ହଜାର ୪୧୧ ଜଣ…
Read More...

ମକର ସଂକ୍ରାନ୍ତି ଅବସରରେ ଚଳଚଞ୍ଚଳ ଆଖଣ୍ଡଳମଣିଙ୍କ ମନ୍ଦିର

ଆରଡି : ମକର ସଂକ୍ରାନ୍ତି ଅବସରରେ ବୁଧବାର ପ୍ରସିଦ୍ଧ ଶୈବପୀଠ ଆରଡିଧାମର ଆଖଣ୍ଡଳମଣିଙ୍କ ମନ୍ଦିର ଚଳଞ୍ଚଳ ହୋଇ ଉଠିଛି। ମଣିବାବାଙ୍କୁ ମକର ଚାଉଳ  ଲାଗି ହୋଇଛି। ଆଜି ଭୋର୍‍ରୁ ହଜାରହଜାର ଶ୍ରଦ୍ଧାଳୁ ଧାଡିରେ ଯାଇ…
Read More...

ଆଖଣ୍ଡଳମଣିଙ୍କ ମନ୍ଦିରରେ ଚାଲିଛି ଏ.ଜି ଅଡିଟ : ସଠିକ ହିସାବକୁ ନେଇ ଆଶା ଆଶଙ୍କାରେ ସେବାୟତ!

ଆରଡି :  ରାଜ୍ୟର ପ୍ରମୁଖ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ଅଚଳାଚଳ ସମ୍ପତ୍ତିର ହିସାବ ନିମନ୍ତେ ରାଜ୍ୟ ଦେବୋତ୍ତର ବିଭାଗ ପକ୍ଷରୁ ମନ୍ଦିରରେ ଏକ ପରିଚାଳନା କମିଟ ରହିଥିବା ବେଳେ ୨ବର୍ଷ ଲାଗି ଗଠନ ହୋଇଥାଏ…
Read More...

ନୂଆ ରୂପରେ ଝଲସିବ ଆରଡିପୀଠ ପାନ୍ଥନିବାସ

ଆରଡି : ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳ ଭାବେ ମାନ୍ୟତା ପାଇଥିବା ପ୍ରସିଦ୍ଧ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ପୀଠରେ ଥିବା ପାନ୍ଥନିବାସ ଦୀର୍ଘବର୍ଷ ହେବ ମରାମତି ଅଭାବରୁ ପରିତ୍ୟକ୍ତ ଅବସ୍ଥାରେ ରହିବା ସହିତ…
Read More...

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା ଘର

ଭଦ୍ରକ : ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଗାଁରେ ରବିବାର ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ପ୍ରାୟ ୪ ବଖରା ଘର ,ବହୁ ମୂଲ୍ୟବାନ ଆସବାବପତ୍ର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ…
Read More...

ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡାଟା ଏଣ୍ଟ୍ରି ଅପରେଟର

ଭଦ୍ରକ: ଭଦ୍ରକ ଗ୍ରାମ୍ୟ ଉନ୍ନୟମ ବିଭାଗ(୧)ର ଡାଟା ଏଣ୍ଟ୍ରି ଅପରେଟର ପ୍ରିୟବ୍ରତ ପଣ୍ଡା ଗୁରୁବାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ସେ କଣ୍ଟ୍ରାକ୍ଟର ଦିଗମ୍ବର ଦାସଙ୍କର ପ୍ରାୟ ୮ ଲକ୍ଷ…
Read More...

ଭାରତ ବନ୍ଦ: ଧାମରାରେ ବନ୍ଦ ଶାନ୍ତିପୂର୍ଣ

ଧାମରା: କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ତଥା ବିଭିନ୍ନ ଫେଡେରେସନ ତରଫରୁ ସର୍ବଭାରତୀୟ ୨୪ ଘଣ୍ଟିଆ ଧର୍ମଘଟ ଡାକରାରେ ଧାମରା,କଇଥଖୋଲା,ଦୋସିଙ୍ଗା,ଜାଗୁଳା,କରଞମାଳ,କରଣପଲ୍ଲୀ,ପଞ୍ଚୁଟିକ୍ରି ଏବଂ ବାଂଶଡା ପଞ୍ଚାୟତରେ ବନ୍ଦ…
Read More...