Browsing Category

ବ୍ଣହ୍ମପୁର

ବାଳାଶ୍ରମରୁ ୧୩ ନାବାଳିକା ଅନ୍ତେବାସିନୀ ନିଖୋଜ ଘଟଣା : ୭ ନାବାଳିକା ଉଦ୍ଧାର

ବ୍ରହ୍ମପୁର : ଗଞ୍ଜାମ ଜିଲା ବ୍ରହ୍ମପୁର ଗୋସାଇନୁଆଗାଁ ସ୍ଥିତ ଉତ୍କଳ ବାଳାଶ୍ରମରୁ ୧୩ ଜଣ ନାବାଳିକା ଅନ୍ତେବାସିନୀ ନିଖୋଜ ଘଟଣାରେ ମଙ୍ଗଳବାର ୭ଜଣ ନାବାଳିକାଙ୍କୁ ପୁଲିସ ଉଦ୍ଧାର କରିଛି। ବିଭିନ୍ନ ସ୍ଥାନ ଜଗନ୍ନାଥ…
Read More...

ବାଳାଶ୍ରମରୁ ୧୩ ନାବାଳିକା ନିଖୋଜ, ପୁଲିସର ତଦନ୍ତ ଆରମ୍ଭ

ବ୍ରହ୍ମପୁର: ବ୍ରହ୍ମପୁର ଗୋସାଇନୁଆଗାଁ ସ୍ଥିତ ଉତ୍କଳ ବାଳାଶ୍ରମରୁ ୧୩ ନାବାଳିକା ନିଖୋଜ ହୋଇଯାଇଛନ୍ତି । ସୋମବାର ରାତିରେ ଏହି ନାବାଳିକାମାନେ ଲୁଚିଛପି ଆଶ୍ରମ ଛାଡିଥିବା କୁହାଯାଉଛି। ମଙ୍ଗଳବାର ସକାଳୁ ଉକ୍ତ ଘଟଣା…
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୪ତମ ପ୍ରତିଷ୍ଠା ଦିବସ, ଡ଼କ୍ଟର ପ୍ରତିଭା ରାୟଙ୍କୁ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ସମ୍ମାନ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୪ତମ ପ୍ରତିଷ୍ଠା ଦିବସ ଗୁରୁବାର ପାଳିତ ହୋଇଛି। ଏହି ଅବସରରେ ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ଡ଼କ୍ଟର ପ୍ରତିଭା ରାୟଙ୍କୁ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ସମ୍ମାନ ପ୍ରଦାନ…
Read More...

କୀଟନାଶକ ଗନ୍ଧରେ ୩ ଭଉଣୀଙ୍କ ମୃତ୍ୟୁ

ବ୍ରହ୍ଣପୁର : ବ୍ରହ୍ମପୁର ଜିଲା ଦିଗପହଣ୍ଡି ବ୍ଲକ ସନଖେମୁଣ୍ଡି ଥାନା ଅନ୍ତର୍ଗତ ମାଟିଆ ବୋରା ଗ୍ରାମରେ ଶନିବାର ଅଭାବନୀୟ ଘଟଣା ଘଟିଛି। ଚାଉଳ ପୋକ ମରା କୀଟନାଶକ ଗନ୍ଧରେ ୩ ଭଉଣୀଙ୍କ ମୃତ୍ୟୁ ଘଟିଥିବା ଜଣା ପଡ଼ିଛି।…
Read More...

୩ ଦିନ ପରେ ଆରମ୍ଭ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ

ଗୋପାଳପୁର : ଗୋପାଳପୁର ବେଳାଭୂମିରେ ଆସନ୍ତା ୨୪ ତାରିଖରୁ ୫ଦିନ ବ୍ୟାପି ଆୟୋଜିତ ହେବାକୁ ଥିବା ମହୋତ୍ସବକୁ ବେଶ୍ ଆର୍କଷଣିୟ କରିବାକୁ ଜିଲା ପ୍ରଶାସନ ସହ ଗୋପାଳପୁର ବେଳାଭୂମି ମହୋତ୍ସବ ଆୟୋଜନ କମିଟି ଅଣ୍ଟାଭିଡିଛି।।…
Read More...

୫ଶହ ଟଙ୍କାକୁ ଗୁରୁତ୍ୱପୂର୍ଣ୍ଣ ଭାବି ରାସ୍ତାରୁ ପାଇଥିବା ପର୍ସ ଫେରାଇଲେ ଅବସରପ୍ରାପ୍ତ ନୌସେନା ଅଧିକାରୀ

ଗୋପାଳପୁର : ରାସ୍ତାରେ ପଡ଼ିଥିବା ଏକ ମନିପର୍ସକୁ ଜଣେ ଅବସରପ୍ରାପ୍ତ ନୌସେନା ଅଧିକାରୀ ପାଇବା ପରେ ତାକୁ ନେଇ ଫେରାଇବା ଘଟଣା ସମାଜରେ ମାନବିକତା ମରି ନ ଥିବା ପ୍ରମାଣ କରୁଛି। ପର୍ସ ମଧ୍ୟରେ କେବଳ ୫ଶହ ଟଙ୍କାକୁ ମଧ୍ୟ…
Read More...

ଖେଳନା ବନ୍ଧୁକ ଦେଖାଇ ଫାଇନାନ୍ସ କମ୍ପାନୀରେ ଅଧ୍ୟାପକଙ୍କ ଆତଙ୍କ

ବ୍ରହ୍ମପୁର: ଧର୍ମନଗରରେ ଥିବା ବଜାଜ ଫାଇନାନ୍ସ କମ୍ପାନୀ କାଯ୍ୟାଳୟରେ ଖେଳନା ବନ୍ଧୁକ ଦେଖାଇ ଜଣେ ଅଧ୍ୟାପକ  ଆତଙ୍କ ଖେଳାଇଛନ୍ତି । ଅଧ୍ୟାପକ ଜଣଙ୍କ ହେଲେ ଅନିରୁଦ୍ଧ ପଟନାୟକ । ଖବର ପାଇ ଟାଉନ ଥାନା ପୁଲିସ ଘଟଣା…
Read More...

‘ପରମାତ୍ମା ଶକ୍ତି ଦ୍ବାରା ସୁବର୍ଣ୍ଣ ଯୁଗର ପ୍ରସ୍ତୁତି’ ଶୀର୍ଷକ ଆଧ୍ୟାତ୍ମିକ ସମ୍ମିଳନୀ

ଗୋପାଳପୁର : ବ୍ରହ୍ମପୁର ସହର ଉପକଣ୍ଠ ରାମଚନ୍ଦ୍ର ପୁର ଠାରେ ଥିବା ପ୍ରଜାପତି ବ୍ରହ୍ମାକୁମାରୀ ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟର ପରସିରରେ ରବିବାର ଅପରାହ୍ନରେ 'ପରମାତ୍ମା ଶକ୍ତି ଦ୍ବାରା ସୁବର୍ଣ୍ଣ ଯୁଗର ପ୍ରସ୍ତୁତି'…
Read More...

ଦୁଇ ଜଣଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ବ୍ରହ୍ମପୁର : ଦୁଇ ଜଣଙ୍କୁ ବାଇକରେ ଆସି ଶୁକ୍ରବାର ୪ ଜଣ ଦୁର୍ବୃତ୍ତ ଖଣ୍ଡାରେ ହାଣି ଥିବା ଜଣାପଡିଛି। ଦିଗପହଣ୍ଡି ଦେଓଖାଳି ଛକରେ ପ୍ରଥମେ ଜଣେ ହୋଟେଲ ମାଲିକଙ୍କୁ ଦୁର୍ବୃତ୍ତମାନେ ହାଣିଥିବାବେଳେ ପରେ କରପଡ଼ା…
Read More...

ପରିବେଶ ଏବଂ ସଂସ୍କୃତିର ବର୍ତ୍ତମାନ ସ୍ଥିତି ଶୀର୍ଷକ ଆଲୋଚନା ଚକ୍ର ଉଦଘାଟିତ

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଇଂରାଜୀ ବିଭାଗ ପକ୍ଷରୁ ଦୁଇଦିନିଆ ଆନ୍ତର୍ଜାତିକ ଆଲୋଚନା ଚକ୍ର ରବିବାର ବିଶ୍ବବିଦ୍ୟାଳୟ ନୂତନ କନଫୋରେନସ୍ କକ୍ଷରେ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୋବିନ୍ଦ ଜୋସେଫ…
Read More...