Browsing Category

ଆମ ଓଡ଼ିଶା

୩୦ଟି ସ୍ୱୟଂ ସହାୟିକା ଗୋଷ୍ଠୀକୁ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ମୋହନା ପକ୍ଷରୁ ୩୦ ଲକ୍ଷ ବିନା ସୁଧରେ ଋଣ

ମୋହନା : ରାଜ୍ୟରେ ମହିଳା ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେବା ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାର ମୋହନା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଶାଖା ପ୍ରମ୍ମୁଖ ଭୂମିକା ଗ୍ରହଣ…
Read More...

ଖ୍ରୀଷ୍ଟ କମ୍ୟୁନିଟି କଲେଜରେ “ଡ଼ିଜିଟାଲ ଡ଼ିଜାଇନ୍” ସମ୍ପର୍କୀତ କର୍ମଶାଳା

କଟକ : ଖ୍ରୀଷ୍ଟ କଲେଜ ଅଧିନରେ ପରିଚାଳିତ କମ୍ୟୁନିଟି କଲେଜରେ “ଡ଼ିଜିଟାଲ ଡ଼ିଜାଇନ୍ ଏଣ୍ଡ ଇମେଜ ଏନହାନ୍ସମେଣ୍ଟ” ଶୀର୍ଷକ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡ଼ଃ ସିର୍ଦ୍ଧାର୍ଥ କୁମାର ସାହୁ କର୍ମଶାଳାରେ…
Read More...

୧୮ ଗ୍ରାମ ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଭଦ୍ରକ : ପୁଣି ଜବତ ହେଲା ବ୍ରାଉନସୁଗାର । ଭଦ୍ରକ ଜିଲା ବଙ୍କ ସାହି ସ୍ଥିତ ଭଦ୍ରକ ଜିଲ୍ଲା ସ୍କୁଲ ଗେଟ୍ ନିକଟରେ ଥିବା ଏକ ଘରେ ଚଢ଼ାଉ କରି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଶୁକ୍ରବାର ୧୮ ଗ୍ରାମ ବ୍ରାଉସୁଗାର…
Read More...

ଏସସିବିର ପୁନର୍ବିନ୍ୟାସ ପ୍ୟାକେଜକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ଶ୍ରୀମନ୍ଦିର ସମେତ ରାଜ୍ୟର ଅନ୍ୟାନ୍ୟ ମନ୍ଦିର ଓ ପର୍ୟ୍ୟଟନୀ ସ୍ଥଳୀର ସୌନ୍ଦର୍ୟ୍ୟକରଣ ପରେ ଏବେ ରାଜ୍ୟ ସରାକର କଟକ ଏସସିବି ମେଡିକାଲର ପୁନର୍ବିନ୍ୟାସ ପାଇଁ ନିଷ୍ପତ୍ତି ନେଇଛନ୍ତି। କଟକସ୍ଥିତ ଏସସିବି…
Read More...

ଲିଟିଲ ଷ୍ଟାର ଗ୍ରୁପର ଶିଶୁ ମହୋତ୍ସବ

ନିମାପଡ଼ା: ଶିଶୁ ବିକାଶ ଅନୁଷ୍ଠାନ ଲିଟିଲ ଷ୍ଟାର ଗ୍ରୁପ ପକ୍ଷରୁ ପିଲାମାନଙ୍କ ପ୍ରତିଭାର ବିକାଶ ପାଇଁ ଦ୍ବାଦଶ ଶିଶୁ ମହୋତ୍ସବ ଶନିବାର ସ୍ଥାନୀୟ ପ୍ରାକ୍ଟିସିଂ ଉ.ପ୍ରା. ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି…
Read More...

ବିମାନବନ୍ଦରରେ ଲିଙ୍କ୍ ବିଲଡିଂ ଭୁଶୁଡିବା ଘଟଣା; ସିବିଆଇ ତଦନ୍ତ ଦାବି କଲା କଂଗ୍ରେସ, ଦୁର୍ନୀତିର ଗନ୍ଧ ବାରିଲା…

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଟର୍ମିନାଲ-୧ ଓ ୨କୁ ସଂଯୋଗ କରୁଥିବା ଲିଙ୍କ୍ ବିଲଡିଂ ଭୁଶୁଡିବା ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବାକୁ…
Read More...

ବିମାନବନ୍ଦରରେ ଛାତ ଭୁଶୁଡିବା ଘଟଣା: ଠିକାଦାର ସମେତ ୨ ଅଟକ, ମୃତାହତଙ୍କ ପରିବାରକୁ କ୍ଷତିପୂରଣ ଦାବି  

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ନିର୍ମାଣାଧୀନ ନିୟୁ ଆରାଇଭାଲ ଛାତ ଭୁଶୁଡିବା ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। ପ୍ରାଥମିକ ପର୍ୟ୍ୟାୟରେ ତଦନ୍ତ ପାଇଁ କମିଶନରେଟ୍ ପୁଲିସ ତତ୍ତ୍ବାବଧାନରେ…
Read More...

ପୁଲିସ ମେଡାଲ ଘୋଷଣା: ଏଥର ଓଡିଶାରୁ କେହି ପାଇବେନି ରାଷ୍ଟ୍ରପତି ପୁଲିସ ପଦକ

ନୂଆଦିଲ୍ଲୀ/ଭୁବନେଶ୍ବର: ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ପୁଲିସ ମେଡାଲ ଘୋଷଣା ହୋଇଛି। ତିନୋଟି ବର୍ଗରେ ଓଡିଶାରୁ ମୋଟ୍ ୨୯ ଜଣ ପୁଲିସ ମେଡାଲ ପାଇବେ। ସାହସିକତା ପାଇଁ ୧୬ ଜଣ ପୁଲିସ କର୍ମଚାରୀ ମେଡାଲ ପାଇବେ।…
Read More...

ପୁରୀରେ ପହଞ୍ଚିଲା ରଥକାଠ

ପୁରୀ : ରଥଯାତ୍ରା ପ୍ରସ୍ତୁତିର ପ୍ରଥମ ପର୍ବ ଆରମ୍ଭ ହୋଇଛି।  ରଥଯାତ୍ରା ପାଇଁ ଶନିବାର ସକାଳେ ବଡ଼ଦାଣ୍ଡରେ ରଥ କାଠ ଆସି ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟରେ ୨ଟି ଟ୍ରକରେ ମୋଟ ୫୩ ଖଣ୍ଡ କାଠ ଆସିଛି। ନୟାଗଡ଼ ବନଖଣ୍ଡରୁ ଉକ୍ତ…
Read More...

‘ଲଗାଇଲେ ଚାରା ହସିବ ଧରା ବାର୍ତ୍ତା’- ଏହି ନେଇ ବ୍ରହ୍ମପୁର ରୁ ଦିଲ୍ଲୀ ସାଇକଲ ଯାତ୍ରା

ବ୍ରହ୍ମପୁର: ପରିବେଶ ସୁରକ୍ଷା, ଗଛ ଲଗାନ୍ତୁ ଜୀବନ ବଞ୍ଚନ୍ତୁ ଏବଂ ଲଗାଇଲେ ଚାରା ହସିବ ଧରା ଭଳି ବାର୍ତ୍ତା ନେଇ ସାଇକଲରେ ବ୍ରହ୍ମପୁରରୁ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି ସ୍ଥାନୀୟ ସ୍ବେଚ୍ଛାସେବୀ ଦାମୋଦର ଆଚାରି।…
Read More...