Browsing Category

ନିଉଜ ଆଲର୍ଟ

ସାଧାରଣତନ୍ତ୍ର ଦିବସରେ ମୋଦୀଙ୍କ ବିଶେଷ ‘ମନ୍‍ କୀ ବାତ୍‍’ ; ହିଂସା କୌଣସି ସମସ୍ୟାର ସମାଧାନର ପଥ ନୁହେଁ

ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଆକାଶବାଣୀର ‘ମନ୍‍ କୀ ବାତ୍‍’ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଦେଶବାସୀ ତଥା ବିଦେଶରେ ରହୁଥିବା ଭାରତୀୟ ଙ୍କୁ ଗଣତନ୍ତ୍ର ପର୍ବର…
Read More...

ମାଓବାଦୀକୁ ମାରିଲେ ଗ୍ରାମବାସୀ : ଯୋଡ଼ାଆମ୍ବରେ ୧୦ ଘର ଜାଳି ଦେଲେ

ମାଲକାନଗିରି : ମାଲକାନଗିରିରେ ଗ୍ରାମବାସୀ ଓ ମାଓବାଦୀଙ୍କ ମଧ୍ୟରେ ସଂଘର୍ଷରେ ଜଣେ ମାଓବାଦୀର ମୃତ୍ୟୁ ଘଟିଛି । ଏଥିରେ ପ୍ରତିଶୋଧ ପରାୟଣ ହୋଇ ମାଓବାଦୀ ପାପରମେଟଲା ଥାନା ଅନ୍ତର୍ଗତ ଯୋଡ଼ାଆମ୍ବ ଗାଁରେ ୧୦ଟି ଘର…
Read More...

ଯାଜପୁର : ବାଳାଶ୍ରମ ପଡିଆରେ ପାଳିତ ହେଲା ଜିଲାସ୍ତରୀୟ ସାଧାରଣ ତନ୍ତ୍ର ଦିବସ

ଯାଜପୁର : ଯାଜପୁର ଜିଲା ବାଳାଶ୍ରମ ପଡିଆରେ ୭୧ ତମ ଜିଲାସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ରାଜ୍ୟ ଶକ୍ତି ଏବଂ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ…
Read More...

୨ୟ ଟି -୨୦ : ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ହରାଇ ଭାରତ ୨-୦ରେ ଆଗୁଆ

ଅକଲାଣ୍ଡ : ୨ୟ ଟି -୨୦ରେ ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ଭାରତ ପରାସ୍ତ କରିଛି । ଏହି ବିଜୟ ସହିତ ଭାରତ ୨-୦ରେ ସିରିଜରେ ଅଗ୍ରଣୀ ଲାଭ କରିଛି । କେଏଲ ରାହୁଲଙ୍କ ଅର୍ଦ୍ଧଶତକ ଓ ଶ୍ରେୟସ ଆୟାରଙ୍କ ୪୪ରନ ବଳରେ ଭାରତ ଏହି…
Read More...

ଅନୁଗୋଳ : ସାଧାରଣତନ୍ତ୍ର ଦିବସ ଉତ୍ସବରେ ଯୋଗଦେଲେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ

ଅନୁଗୋଳ : ଅନୁଗୋଳ ଷ୍ଟାଡିୟମରେ ଆୟୋଜିତ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ଜାତୀୟ ପତାକା ଉତ୍ତୋଳନ କରି ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଛନ୍ତି।
Read More...

ହାଇୱା ଧକ୍କାରେ ବାଇକ୍ ଚାଳକ ମୃତ ଜଣେ ଗୁରୁତର

ସୁଆଣ୍ଡୋ : ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ଗୁଡୁପାଇଲ ଗ୍ରାମର ବାପ ପୁଅ ବାଇକରେ ଖୋର୍ଦ୍ଧା ଯାଉଥିଲେ । ତେବେ ଗଡ ବେଗୁନିଆପଡା ନିକଟରେ ଏକ ହାଇୱା ଧକ୍କାରେ ପୁଅ ମାନସ ବେହେରାଙ୍କ ମୃତ୍ୟୁ ଘଟିଥିବା ବେଳେ ବାପା…
Read More...

ସାଧାରଣତନ୍ତ୍ର ଦିବସରେ ଆସାମର ୫ଟି ସ୍ଥାନରେ ବିସ୍ଫୋରଣ ; କେହି ମୃତାହତ ହୋଇ ନାହାନ୍ତି

ଗୁଆହଟୀ : ଦେଶବ୍ୟାପୀ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଥିବାବେଳେ ରବିବାର ଆସାମର ୫ଟି ସ୍ଥାନରେ ବୋମା ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି । ଚରାଇଦେବ, ଦିବ୍ରୁଗଡ ଓ ତିନସୁଖିଆ ଜିଲ୍ଲାରେ ଏହି ବୋମା ବିସ୍ଫୋରଣ ଘଟିଛି ।…
Read More...

ସମ୍ବିଧାନର ସଂଶୋଧନ

ଜାନୁଆରୀ-୨୬ ହେଉଛି ଦେଶବାସୀଙ୍କ ପାଇଁ ଏକ ପବିତ୍ର ଦିବସ, କାରଣ ଏହି ଦିନ ଭାରତର ସମ୍ବିଧାନ ଜନ୍ମନେଇ ଆଜି ପର୍ଯ୍ୟନ୍ତ ଦୃଢ଼ ଅବସ୍ଥାରେ ଅଛି। ଏହା ପୃଥିବୀର ଗଣତାନ୍ତ୍ରିକ ଦେଶ ମଧ୍ୟରେ ସବୁଠାରୁ ଦୀର୍ଘ ସମ୍ବିଧାନ ଓ…
Read More...

ଗଣତନ୍ତ୍ର ଦିବସରେ ନେପାଳକୁ ଉପହାର – ୩୦ ଆମ୍ବୁଲାନ୍ସ, ୬ ବସ

କାଠମାଣ୍ଡୁ: ଆଜି ଦେଶ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ଅବସରରେ ପଡୋଶୀ ଦେଶ ଆମ ବନ୍ଧୁ ନୀତି ଅନୁସରଣ ପୂର୍ବକ ଭାରତ ନେପାଳର କେତେକ ଡାକ୍ତରଖାନା, ବେସରକାରୀ ସଂଗଠନ ଓ ଶିକ୍ଷାନୁଷ୍ଠାନକୁ ୩୦ଟି ଆମ୍ବୁଲାନ୍ସ ଓ…
Read More...

ଡିଆରଡିଓ ରାଡାର ୟୁନିଟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

ଭୁବନେଶ୍ୱର: ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନର ଓ ଆଣ୍ଡ ଏମ ଏ ଡି ରାଡାର ୟୁନିଟ୍, ଭୁବନେଶ୍ବର ଆନୁକୂଲ୍ୟରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଅନୁଷ୍ଠାନର ଚିଫ…
Read More...