Browsing Category

ସମ୍ପାଦକୀୟ

ପୋଷ୍ୟ ଅରଣ୍ୟ ; ପରିବେଶ ସୁରକ୍ଷା ପାଇଁ ଯୁଗୋପଯୋଗୀ ପରିକଳ୍ପନା

ବଂଶ ବା କୁଳ ରକ୍ଷା, ସାମ୍ରାଜ୍ୟ ଓ ସମ୍ପତ୍ତିର ଉତ୍ତରାଧିକାର, ବାର୍ଦ୍ଧକ୍ୟାବସ୍ଥାରେ ସୁରକ୍ଷା କିମ୍ବା ସେଭଳି କୌଣସି କାରଣରୁ ନିଃସନ୍ତାନ ଦମ୍ପତି ପୋଷ୍ୟପୁତ୍ର ଗ୍ରହଣ କରିବାର ପରମ୍ପରା ପୌରାଣିକ ଓ ଐତିହାସିକ ଯୁଗରୁ…
Read More...

ସିଏଏ- ୨୦୧୯ : ଏତେ ବିତର୍କିତ କାହିଁକି ?

ନାଗରିକତ୍ବ ସଂଶୋଧନ ଆଇନ- ୨୦୧୯(ସିଏଏ) ବିରୋଧରେ ଆସାମଠାରୁ କେରଳ ପର୍ଯ୍ୟନ୍ତ ପ୍ରତିବାଦ ଆରମ୍ଭ ହେଲା। ଏ ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିପାରେ ଏ ଆଇନ ଏତେ ବିତର୍କିତ କାହିଁକି ? ନାଗରିକତା ଆଇନ ତ ବହୁ ପୂର୍ବରୁ ଆମ…
Read More...

ବିବେକାନନ୍ଦଙ୍କ ପ୍ରେରଣାଦାୟୀ ଚିଠି

ସେଗୁଡ଼ିକ ସାଧାରଣ ଚିଠି ନୁହେଁ, ଚିଠିଗୁଡ଼ିକର ପ୍ରତ୍ୟେକ ଅକ୍ଷର, ଶବ୍ଦ ଏବଂ ବାକ୍ୟ ଭିତରେ ପ୍ରେରଣାର ସ୍ଫୁଲିଙ୍ଗ ବିଦ୍ୟମାନ। ଚିଠିଟିଏ ପଢ଼ିଲେ ଲାଗେ ସତେ ଯେପରି ସେ ସାକ୍ଷାତରେ କଥାବାର୍ତ୍ତା ହେଉଛନ୍ତି ପ୍ରେରଣା ଓ…
Read More...

ସିଏଏ: ନୈତିକ ଓ ସାମ୍ବିଧାନିକ ପ୍ରତିଫଳନ

ଉତ୍ତର ଦିଲ୍ଲୀ ଯମୁନା ନଦୀ କୂଳରେ ମଜନୁକା ତିଲାର ଏକ ଶରଣାର୍ଥୀ ଶିବିରରେ ଜନ୍ମ ନିଏ ଏକ କୁନିଝିଅ ‘ନାଗରିକତା’। ପାକିସ୍ତାନରେ ଉତ୍ପୀଡ଼ନ ସହ୍ୟ କରି ନ ପାରି ତା’ ବାପା-ମାଆ ଆସି ପହଂଚିଥିଲେ ସୀମାପାର ହୋଇ ଆମ ଦେଶରେ।…
Read More...

ଅଶାନ୍ତ ଜେଏନ୍‌ୟୁ : ଛାତ୍ରଛାତ୍ରୀଙ୍କୁ ଦିଗ୍‍ଭ୍ରଷ୍ଟ କରା ନଯାଉ

ଶିକ୍ଷାନୁଷ୍ଠାନଗୁଡ଼ିକ ଜ୍ଞାନର ମନ୍ଦିର ଭାବେ ସ୍ୱତନ୍ତ୍ର ମର୍ଯ୍ୟାଦା ଓ ଗରିମାର ଅଧିକାରୀ। ମହାନ୍‍ ଭାରତୀୟ ପରମ୍ପରା ଓ ସଂସ୍କୃତିର ପୃଷ୍ଠଭୂମିରେ ଏହି ମର୍ଯ୍ୟାଦା ଓ ଗରିମା ଆହୁରି ଗୁରୁତ୍ୱ ବହନ କରେ। ଏଭଳି ପବିତ୍ର…
Read More...

ଗାନ୍ଧୀ ସତ୍ୟାଗ୍ରହର ତାତ୍ପର୍ଯ୍ୟ

ସତ୍ୟାଗ୍ରହ ଶବ୍ଦଟି ପ୍ରାୟ ସମସ୍ତେ ଜାଣନ୍ତି, କେବଳ ୧୯୭୦ ପରେ ଜନ୍ମ ହୋଇଥିବା ପିଢ଼ିକୁ ଛାଡ଼ି। କାରଣ ଏହି ପିଢ଼ି ଓ ତା’ପରେ ଜନ୍ମ ହୋଇଥିବା ଭାରତୀୟମାନେ ସତ୍ୟାଗ୍ରହ ମାଧ୍ୟମରେ ଗାନ୍ଧୀ ବ୍ରିଟିଶ ଶାସନ ବିରୋଧରେ ଯେଉଁ…
Read More...

ସଂଘ ଓ ସମ୍ବିଧାନ ; କେରଳରେ ନୂଆ ଅଧ୍ୟାୟ ସୃଷ୍ଟି

ଭାରତୀୟ ସମ୍ବିଧାନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରଭୁକ୍ତ ବିଷୟଗୁଡ଼ିକୁ ତିନିଟି ତାଲିକାରେ ଅନ୍ତର୍ଭୁକ୍ତ କରିଛି। ସେଗୁଡ଼ିକ ହେଲା କେନ୍ଦ୍ରତାଲିକା, ରାଜ୍ୟ ତାଲିକା ଓ ମିଳିତ ତାଲିକା। ସାମ୍ବିଧାନିକ ବ୍ୟବସ୍ଥା…
Read More...

ଅଭିସନ୍ଧିର ପରିଣାମ ; ପ୍ରଥମରୁ ସରକାର ସତର୍କ ହୁଅନ୍ତୁ

ଘରୋଇ ବିମାନ କମ୍ପାନୀ କିଙ୍ଗଫିସର ବନ୍ଦ ହୋଇଯିବା ପରେ ଭାରତୀୟ ବିମାନ ସେବା ଶିଳ୍ପରେ ଯେଉଁ କ୍ଷତ ସୃଷ୍ଟି ହୋଇଥିଲା, ତାହା ଏ ପର୍ଯ୍ୟନ୍ତ ଶୁଖିନାହିଁ। ଅଧିକନ୍ତୁ ଏହି କ୍ଷତି ସମଗ୍ର ଶିଳ୍ପକୁ ସଂକ୍ରମିତ ହୋଇ ଚାଲିଛି।…
Read More...

ରେଳଯାତ୍ରା ଭଡ଼ା ବୃଦ୍ଧି : ପରିଚାଳନାଗତ ଦକ୍ଷତା ବୃଦ୍ଧି ଆବଶ୍ୟକ

ବର୍ଷ ଆରମ୍ଭରୁ ଭାରତୀୟ ରେଳ ବିଭାଗ ଯାତ୍ରୀମାନଙ୍କ ପାଇଁ ଅସୁଖ ଖବର ଆଣିଛି। ଯାତ୍ରୀ ବଢ଼ା କିଲୋମିଟର ପିଛା ୧ ରୁ ୪ ପଇସା ପର୍ଯ୍ୟନ୍ତ ବଢ଼ିଛି। ଇନ୍ଧନ ମୂଲ୍ୟ ବୃଦ୍ଧି ଓ ଆନୁଷଙ୍ଗିକ ଖର୍ଚ୍ଚ ହିସାବକୁ ନେଲେ ଏହି…
Read More...

ଭୂତଳ ଜଳଉତ୍ସର ସୁରକ୍ଷା : ଅଟଳ ଜଳଯୋଜନା ସ୍ବାଗତଯୋଗ୍ୟ

ବିଶ୍ବ ଜନସଂଖ୍ୟାର ୧୮ ଶତାଂଶ ଲୋକ (୧୩୦ କୋଟିରୁ ଅଧିକ) ଭାରତରେ ବସବାସ କରନ୍ତି। ସେମାନଙ୍କ ମଧ୍ୟରୁ ମାତ୍ର ୪ ଶତାଂଶ ବା ପ୍ରାୟ ୫୩ କୋଟି ଲୋକଙ୍କ ପାଇଁ ବ୍ୟବହାର ଯୋଗ୍ୟ ପାଣିର ସୁବିଧା ରହିଛି। ଚାଷବାସ, ଗୋପାଳନ,…
Read More...