Browsing Category

ଅପରାଧ

ଟିଣ୍ଡର ଆପରୁ ପ୍ରେମ, ବ୍ଲାକ୍‌ମେଲିଂ ମାମଲା; ଅଭିଯୋଗକାରୀଙ୍କ ସମେତ ୫ ଗିରଫ

ଭୁବନେଶ୍ୱର: ଟିଣ୍ଡର ଆପରୁ ପ୍ରେମ ଓ ପରେ ବ୍ଲାକ୍‌ମେଲିଂ ମାମଲାରେ ଚନ୍ଦ୍ରଶେଖରପୁର ପୁଲିସ ୫ ଜଣଙ୍କୁ ଗିରଫ କରିଛି। ଅପହରଣ, ଚୋରି ଓ ଠକେଇ ମାମଲାରେ ଯୁବତୀଙ୍କ ସମେତ ୩ ସହଯୋଗୀଙ୍କୁ ଗିରଫ କରାଯାଇ ଥିବା ବେଳେ ନିଶା…
Read More...

ଗୁଳି କରି ଲୁଟି ନେଲେ ୬ ଲକ୍ଷ, ପୁଅ ମୃତ ଓ ବାପା ଆହତ

ଭୁବନେଶ୍ବର: କଳାହାଣ୍ଡି ଜିଲା ଜୁନାଗଡରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଦୁର୍ବୃତ୍ତମାନେ ଗୁଳି କରି ବାପା-ପୁଅଙ୍କ ଠାରୁ ୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଦୁର୍ବୃତ୍ତଙ୍କ ଗୁଳି ମାଡରେ ପୁଅର ପ୍ରାଣହାନି ଘଟିଥିବା…
Read More...

ଗୌରୀ ଲଙ୍କେଶ ହତ୍ୟା ମାମଲା: ଶିଳ୍ପପତିଙ୍କ ଘରୁ ଅଭିଯୁକ୍ତ ଗିରଫ, ପେଟ୍ରୋଲ ପମ୍ପରେ କାମ କରୁଥିଲା

ରାଞ୍ଚି: ସାମାଜିକ କର୍ମୀ ତଥା ବିଶିଷ୍ଟ ସାମ୍ବାଦିକା ଗୌରୀ ଲଙ୍କେଶ ହତ୍ୟା ମାମଲାର ଅଭିଯୁକ୍ତ ଋଷିକେଶ ଦିୱାରିକର ପୁଲିସ ହାତରେ ଧରାପଡ଼ିଛି। ହତ୍ୟାକାଣ୍ଡ ପରଠାରୁ ଋଷିକେଶ ଫେରାର ଥିଲା। ମାମଲାର ତଦନ୍ତ କରୁଥିବା…
Read More...

ଘରୋଇ କଳି କାଳ ସାଜିଲା; ଗର୍ଭବତୀ ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ବାମୀ

କଙ୍କଡ଼ାହାଡ଼: ଘରୋଇ କଳି କାଳ ସାଜିଲା, ଯେଉଁଥିପାଇଁ ସ୍ତ୍ରୀଙ୍କୁ ନିଜ ଜୀବନ ହାରିବାକୁ ପଡ଼ିଲା। ସ୍ବାମୀ-ସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ ହେବାରୁ ସ୍ବାମୀ ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା। ଏଭଳି ଏକ ବୀଭତ୍ସ…
Read More...

ମେସ୍କୋ ଷ୍ଟିଲ୍ସର ୨ ଅଧିକାରୀ ଗିରଫ

ଭୁବନେଶ୍ବର: ଯାଜପୁର କଳିଙ୍ଗନଗରରେ ଥିବା ମେସ୍କୋ ଷ୍ଟିଲ୍‌ ଗ୍ରୁପ୍‌ କମ୍ପାନୀର ଅଂଶୀଦାର ସଂସ୍ଥା ମେସର୍ସ ମୈଥାନ ଇସ୍ପାତ ଲିମିଟେଡ ୨୩ କୋଟି ଟଙ୍କାର ଦ୍ରବ୍ୟ ଓ ସେବା ଟିକସ(ଜିଏସ୍‌ଟି) ଠକେଇ ଘଟଣା ପଦାକୁ ଆସିଛି।…
Read More...

ଗୁଜରାଟ ଉପକୂଳରୁ ୧୭୫ କୋଟିର ହେରୋଇନ ଜବତ, ୫ ପାକିସ୍ତାନୀ ଗିରଫ

ଅହମ୍ମଦାବାଦ: ଗୁଜରାଟର କଚ୍‌ ଉପକୂଳରୁ ୧୭୫ କୋଟି ଟଙ୍କାର ହେରୋଇନ ଜବତ ହୋଇଛି। ୫ ଜଣ ପାକିସ୍ତାନୀ ଏହି ହେରୋଇନକୁ ଭାରତକୁ ଚାଲାଣ କରିବାକୁ ଯୋଜନା କରିଥିଲେ। ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌(ଏଟିଏସ୍‌) ଏବଂ ଭାରତୀୟ…
Read More...

୨୨ ଗ୍ରାମ ବ୍ରାଉନସୁଗାର ଜବତ, ଅବସରପ୍ରାପ୍ତ ଯବାନ ଗିରଫ

ପୁରୀ: ବ୍ରାଉନସୁଗାର କାରବାର କରୁଥିବାବେଳେ ଧରାପଡ଼ିଛନ୍ତି ଜଣେ ଅବସରପ୍ରାପ୍ତ ଯବାନ। ଅବକାରୀ ବିଭାଗ ପୁଲିସ ତାଙ୍କୁ ଗିରଫ କରିଛି। ତାଙ୍କଠାରୁ ୨୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି, ଯାହାର ମୂଲ୍ୟ ପ୍ରାୟ ୨୦ ଲକ୍ଷ…
Read More...

ସ୍ବାମୀ ହନ୍ତା ସ୍ତ୍ରୀ….. ୩୦ ହଜାର ସୁପାରୀରେ ପୋଛିଦେଲା ନିଜ ମଥାର ସିନ୍ଦୁର

ମୋହନା: ନିଜ ସିନ୍ଦୁର ପୋଛିବା ପାଇଁ ୩୦ ହଜାର ଟଙ୍କାର ଡିଲ୍।ସୁପାରୀ ଦେଇ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ମୋହନା ଅଞ୍ଚଳରେ। ପରକୀୟା ପ୍ରୀତିରେ ପାଗଳ ହୋଇ ସ୍ତ୍ରୀ ନିଜ…
Read More...

ସମ୍ବଲପୁରରେ ପୁଲିସ – ଅପରାଧୀ ମୁହାଁମୁହିଁ : ମୁଖ୍ୟ ଅଭିଯୁକ୍ତ ସରଫରାଜ୍ ଗିରଫ

ସମ୍ବଲପୁର : ଝାରସୁଗୁଡ଼ା – ସମ୍ବଲପୁର ସୀମାରେ ଏକ ଡକାୟତି ଯୋଜନାକୁ ଠେଲକୁଲି ପୁଲିସ ଓ ଏକ ସ୍ୱତନ୍ତ୍ର ଟିମ ମିଳିତ ଭାବେ ଚଢାଉ କରି ପଣ୍ଡ କରିଛନ୍ତି। ଚଢାଉ ସମୟରେ ପୁଲିସ ଓ ଅପରାଧୀ ମଧ୍ୟରେ ଗୁଳି ବିନିମୟ ଘଟିଥିଲା।…
Read More...

ବିଶିଷ୍ଟ ଗାୟକ ଅଜୟ ପାଠକଙ୍କ ସମେତ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ହତ୍ୟା, ଶିଷ୍ୟ ଗିରଫ

ପାନୀପତ: ବିଶିଷ୍ଟ ଭଜନ ଗାୟକ ଅଜୟ ପାଠକ ଓ ତାଙ୍କ ପରିବାର ଲୋକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଘର ମଧ୍ୟରୁ ଅଜୟ ପାଠକ, ତାଙ୍କ ସ୍ତ୍ରୀ ଓ ଝିଅର ମୃତଦେହ ଉଦ୍ଧାର ହୋଇଥିବା ବେଳେ ତାଙ୍କ ୧୦ ବର୍ଷୀୟ ପୁଅର…
Read More...