Browsing Category

ଶିକ୍ଷା ଓ ନିଯୁକ୍ତି

ଫେବୃୟାରୀ ୩ରୁ ଆଇସିଏସଇ ଦ୍ବାଦଶ ଓ ୨୭ରୁ ଦଶମ ପରୀକ୍ଷା

ନୂଆଦିଲ୍ଲୀ: ଆଗାମୀ ଫେବୃୟାରୀ ମାସରେ କାଉନସିଲ ଫର ଦ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍‌ଜାମିନେଶନ(ସିଆଇଏସସିଇ) ପକ୍ଷରୁ ଆଇସିଏସଇ ଦ୍ବାଦଶ ଏବଂ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବ। ଫେବୃୟାରୀ ୩ ତାରିଖରୁ ଆଇସିଏସଇ…
Read More...

ଫେବୃୟାରୀ ୩ୟ ସପ୍ତାହରେ ହୋଇପାରେ ମାଟ୍ରିକ ପରୀକ୍ଷା, ଗତଥର ସମସ୍ୟା ଥିବା କେନ୍ଦ୍ରକୁ ବାଦ୍ ଦିଆଯାଇପାରେ: ଗଣଶିକ୍ଷା…

କଟକ: ମାଟ୍ରିକ ପାରୀକ୍ଷା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସାଧାରଣତଃ ଫେବୃଆରୀ ତୃତୀୟ ସପ୍ତାହରେ ମାଟ୍ରିକ ପରୀକ୍ଷା ହୋଇଥାଏ । ମାଟ୍ରିକ ପରୀକ୍ଷା ନେଇ ବୋର୍ଡ କର୍ତ୍ତୃପକ୍ଷ ବିଧିବଦ୍ଧ ଭାବେ…
Read More...

ଏଣିକି ଉଚ୍ଚ ଶିକ୍ଷାନୁଷ୍ଠାନରେ ‘ଫିଟ୍‌ନେସ୍‌ କ୍ଲବ’

ଭୁବନେଶ୍ୱର: ଏଣିକି ରାଜ୍ୟ ସମେତ ସାରା ଦେଶରେ ଥିବା ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ‘ଫିଟ୍‍ ଇଣ୍ଡିଆ କ୍ୟାମ୍ପେନ୍‍’ ଆରମ୍ଭ କରାଯିବ। ଛାତ୍ରଛାତ୍ରୀଙ୍କୁ ସୁସ୍ଥ ରଖିବା ପାଇଁ ବିଶ୍ବବିଦ୍ୟାଳୟ ଅନୁଦାନ…
Read More...

ଗୁଣାତ୍ମକ ଶିକ୍ଷାର ନେତୃତ୍ବ ନେଉ ଉତ୍କଳ : ରାଷ୍ଟ୍ରପତି

ଭୁବନେଶ୍ବର : ଓଡ଼ିଶା ଏକ ମହାନ୍ ରାଜ୍ୟ। ଏହି ମାଟିରେ ଚଣ୍ଡାଶୋକ ଧର୍ମାଶୋକରେ ପରିବର୍ତ୍ତିତ ହୋଇଥିଲେ। ଏହି ମାଟିରେ ଜନ୍ମନେବା ଗୌରବର ବିଷୟ। ଏପରି ଏକ ରାଜ୍ୟରେ ଆଜକୁ ୭୫ ବର୍ଷ ଧରି ଉତ୍କଳ ବିଶ୍ବବିଦ୍ୟାଳୟ କ୍ରମାଗତ…
Read More...

ଅର୍ଦ୍ଧାଧିକ ବିଦ୍ୟାଳୟରେ ନାହିଁ ଆବଶ୍ୟକ ଶ୍ରେଣୀ ଗୃହ

ଭୁବନେଶ୍ବର : ରାଜ୍ୟରେ ସ୍ବାସ୍ଥ୍ୟ ଓ ଶିକ୍ଷାର ସ୍ଥିତି ଅତ୍ୟନ୍ତ ଉଦ୍‌ବେଗଜନକ। ଭିତ୍ତିଭୂମି ଦୁର୍ବଳ ସାଙ୍ଗକୁ ମାନବସମ୍ବଳର ଅଭାବ ରହିଛି। ଏହି କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବାର ଆବଶ୍ୟକତା ରହିଛି। ଶିକ୍ଷା…
Read More...

ଛାତ୍ରଛାତ୍ରୀଙ୍କୁ ନିଯୁକ୍ତିର ବାଟ ଦେଖାଇବ ‘ବୃତ୍ତି ଯୋଜନା’

ଭୁବନେଶ୍ବର : ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀ ଡାକ୍ତର,ଇଞ୍ଜିନିୟର ହେବ କି ବିଧାୟକ ସାଂସଦ ହେବ ସେ ସମ୍ପର୍କରେ ସହଜରେ ଜାଣିପାରିବେ। ଶତାଧିକ କର୍ମନିଯୁକ୍ତିର ଯୋଗ୍ୟତା ଓ ମାପଦଣ୍ଡ ଜାଣିବା ସହ ସର୍ବଭାରତୀୟ…
Read More...

ନିଜେ ନିଜ ବାଟ ପ୍ରସ୍ତୁତ କରିବା ହିଁ ପ୍ରକୃତ ଶିକ୍ଷା : ରାଜ୍ୟପାଳ

ଭୁବନେଶ୍ୱର : ପ୍ରତିଷ୍ଠା ଦିବସ ଏକ ଦାୟିତ୍ୱର ଦିବସ ଓ ଯେଉଁମାନେ ଅନ୍ଧକାରରେ ବୁଡ଼ିଛନ୍ତି ସେମାନଙ୍କ ପାଇଁ ପ୍ରତିଷ୍ଠା ଦିବସ ଆଲୋକର ଦିବସ ହେଉ ବୋଲି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପଞ୍ଚମ ପ୍ରତିଷ୍ଠା ଦିବସରେ…
Read More...

ମେ ୩ରେ ନିଟ ପରୀକ୍ଷା – ବୁର୍ଖା ଓ କୃପାଣ ରଖିପାରିବେ ପରକ୍ଷାର୍ଥୀ

ନୂଆଦିଲ୍ଲୀ: ଆସନ୍ତା ନିଟ ମେଡିକାଲ ପ୍ରବେଶିକା ପରୀକ୍ଷା ୨୦୨୦ ପାଇଁ ଆଜିଠାରୁ ଅନଲାଇନରେ ଫର୍ମ ପୂରଣ ଆରମ୍ଭ ହୋଇଥିବା ବେଳେ ମେ ୩ରେ ହେବାକୁ ଥିବା ପରୀକ୍ଷାରେ ବୁର୍ଖା, କୃପାଣ ଏବଂ ହିଯାବ ବ୍ୟବହାର କିମ୍ବା ରଖିବା…
Read More...

ନକଲି ଗଢୁଛି ଅସଲି – ୯ ଶିକ୍ଷକଙ୍କ ବିରୁଦ୍ଧରେ ଏତଲା ନିର୍ଦ୍ଦେଶ

ବ୍ରହ୍ମପୁର: ଗଞ୍ଜାମ ଜିଲାରେ ଜାଲ ପ୍ରମାଣପତ୍ର ବଳରେ ଚାକିରି କରିଥିବା ୯ଜଣ ଶିକ୍ଷକଙ୍କ ବିରୋଧରେ ତୁରନ୍ତ ଏତଲା ଦାୟର କରିବାକୁ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଶିକ୍ଷା ଅଧିକାରୀ ଡ.ସନାତନ ପଣ୍ଡା ଗଞ୍ଜାମ ଜିଲାର…
Read More...

ମୋ’ ସ୍କୁଲ ଅଭିଯାନକୁ ୨ ବର୍ଷ – ଆରମ୍ଭ ହେଲା ମୋ ସ୍କୁଲ ମୋବାଇଲ ଆପ୍‍

ଭୁବନେଶ୍ୱର: ଶିକ୍ଷାନୁଷ୍ଠାନର ପ୍ରଗତି ପାଇଁ ପୁରାତନ ଛାତ୍ରମାନଙ୍କୁ ସବୁବେଳେ ତତ୍ପର ରହିବା ଉଚିତ୍‍ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସେମାନେ ଶିକ୍ଷାନୁଷ୍ଠାନର ବିକାଶ ଦିଗରେ କାର୍ଯ୍ୟ କରିଥାନ୍ତି।…
Read More...