Browsing Category

ବାଣିଜ୍ୟ

ବିଶ୍ବ ବ୍ୟାଙ୍କ ଆକଳନ : ଜିଡିପି ଅଭିବୃଦ୍ଧି ୫% ରହିବ

ନୂଆଦିଲ୍ଲୀ : ସମ୍ପ୍ରତି ଦେଶର ଅର୍ଥ ବ୍ୟବସ୍ଥାରେ ଛାଇ ରହିଥିବା ମନ୍ଥରତାରୁ ଆଶ୍ବସ୍ତି ମିଳିବାର ସମ୍ଭାବନା କମ୍‌। କାରଣ ୨୦୧୯-୨୦ ଆର୍ଥିକବର୍ଷରେ ଭାରତର ​ମୋଟ ଘରୋଇ ଉତ୍ପାଦ(ଜିଡିପି) ଅଭିବୃଦ୍ଧି ହାର ୫ ପ୍ରତିଶତ…
Read More...

ଅନୀଲ ଅମ୍ବାନୀଙ୍କୁ ସୁପ୍ରିମକୋର୍ଟରୁ ଆଶ୍ଵସ୍ତି, କେନ୍ଦ୍ର ଫେରାଇବ ୧୦୪ କୋଟି

ନୂଆଦିଲ୍ଲୀ: ଶିଳ୍ପପତି ଅନୀଲ ଅମ୍ବାନୀଙ୍କୁ ସୁପ୍ରିମକୋର୍ଟରୁ ଆଶ୍ଵସ୍ତି ମିଳିଛି। କେନ୍ଦ୍ର ସରକାର ଅନୀଲଙ୍କ କମ୍ପାନୀ ରିଲାଏନ୍ସ କମ୍ୟୁନିକେଶନକୁ ୧୦୪ କୋଟି ଟଙ୍କା ଫେରାଇବା ଲାଗି ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି।…
Read More...

ସାଇରସ୍‌ ମିସ୍ତ୍ରିଙ୍କ ବଡ଼ ନିଷ୍ପତ୍ତି; ପୁନର୍ବାର ଟାଟା ସନ୍ସ ଅଧ୍ୟକ୍ଷ ହେବେନାହିଁ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଟାଟା ସନ୍ସ ଏବଂ ଏହାର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରିଙ୍କ ମଧ୍ୟରେ ଚାଲିଥିବା ବିବାଦ ନୂଆ ମୋଡ଼ ନେଇଛି। ମିସ୍ତ୍ରି ପୁନର୍ବାର ଟାଟା ସନ୍ସର ଅଧ୍ୟକ୍ଷ ହେବେନାହିଁ ବୋଲି ରବିବାର…
Read More...

ଆମେରିକା-ଇରାନ ମୁହାଁମୁହିଁ ହେବା ପରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି, ଆହୁରି ଜଟିଳ ହୋଇପାରେ ସ୍ଥିତି

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟ​‌ରେ ବଢୁଥିବା ଉତ୍ତେଜନା ବିଶ୍ଵର ତୈଳ ବଜାରକୁ ପ୍ରଭାବିତ କରିଛି। ବିଶେଷକରି ଭାରତରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ନୂଆବର୍ଷ ଆରମ୍ଭରୁ ଅର୍ଥାତ୍‌ ୧ ତାରିଖରେ ତୈଳଦର…
Read More...

୨୦୨୬ ସୁଦ୍ଧା ଜର୍ମାନୀକୁ ଅତିକ୍ରମ କରି ୪ର୍ଥ ବୃହତ ଅର୍ଥନୀତି ହେବ ଭାରତ : ରିପୋର୍ଟ

ଲଣ୍ଡନ : ଫ୍ରାନ୍ସ ଏବଂ ଲଣ୍ଡନର ଅର୍ଥନୀତିକୁ ଟକ୍କର ଦେବା ସହ ଭାରତ,୨୦୧୯ରେ ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତିରେ ପହଞ୍ଚି ପାରିଛି ।  ୨୦୨୬ ସୁଦ୍ଧା ଭାରତ ପୃଥିବୀର ଚତୁର୍ଥ ବୃହତ ଅର୍ଥନୀତିରେ ପରିଣତ ହୋଇ ଜର୍ମାନୀକୁ…
Read More...

୯୨୨ କୋଟିର ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ, ନିଯୁକ୍ତି ପାଇବେ ୨,୬୫୦

ଭୁବନେଶ୍ବର: ରାଜ୍ୟରେ ୯୨୨ କୋଟି ଟଙ୍କାର ପୁଞ୍ଜି ନିବେଶକୁ ମିଳିଛି ମଞ୍ଜୁରୀ। ଏକକ ବାତାୟନ(ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ) ଜରିଆରେ ପୁଞ୍ଜି ନିବେଶ କରିବାକୁ ରାଜ୍ୟ ସରକାର ଅନୁମୋଦନ ପ୍ରଦାନ କରିଛନ୍ତି। ୯୨୨ କୋଟି…
Read More...

୭୪% ବଢ଼ିଛି ବ୍ୟାଙ୍କ ଠକେଇ, ବର୍ଷକରେ ବୁଡ଼ିଯାଇଛି ୭୧ ହଜାର କୋଟି: ଆରବିଆଇ

ମୁମ୍ବଇ: ୨୦୧୮-୧୯ ଆର୍ଥିକ ବର୍ଷରେ ବ୍ୟାଙ୍କ ଠକେଇ ବୃଦ୍ଧି ପାଇଛି। ୨୦୧୭-୧୮ ତୁଳନାରେ ଏହି ପରିମାଣ ୭୪% ଅଧିକ। ୨୦୧୭-୧୮ରେ ୪୦ ହଜାର ୧୬୭ କୋଟି ଟଙ୍କାର ଠକେଇ ହୋଇଥିଲାବେଳେ ୨୦୧୮-୧୯ରେ ଏହା ବୃଦ୍ଧି ପାଇ ୭୧ ହଜାର…
Read More...

ମାରୁତିର ପୂର୍ବତନ ଭାରତ ମୁଖ୍ୟ ଜଗଦୀଶ ଖଟ୍ଟରଙ୍କ ଘରେ ସିବିଆଇ ଚଢ଼ାଉ

ନୂଆଦିଲ୍ଲୀ: କାର୍‌ ନିର୍ମାତା ମାରୁତିର ପୂର୍ବତନ ଭାରତ ମୁଖ୍ୟ ଜଗଦୀଶ ଖଟ୍ଟରଙ୍କ ଘରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ପକ୍ଷରୁ ଚଢ଼ାଉ କରାଯାଇଛି। ୧୧୦ କୋଟି ଟଙ୍କାର ଋଣ ଠକେଇ ଅଭିଯୋଗରେ ଜଗଦୀଶଙ୍କ ଘର,…
Read More...

ଜିଏସଟି ଆଦାୟରେ ଓଡ଼ିଶା ଆଗରେ ; ୭ମାସରେ ୮୬୮୩କୋଟି

କଟକ  : ଓଡ଼ିଶା ରାଜ୍ୟ ଦ୍ରବ୍ୟ ଓ ସେବାକର(ଜିଏସଟି) ଏବଂ କେନ୍ଦ୍ରୀୟ ଜିଏସଟି ଆଦାୟ କରିବାରେ ଅନ୍ୟ ରାଜ୍ୟମାନଙ୍କଠାରୁ ଓଡ଼ିଶା ଆଗରେ ରହିଛି। ୨୦୧୯ ଏପ୍ରିଲରୁ ଅକ୍ଟୋବର ପର୍ଯ୍ୟନ୍ତ ୭ମାସରେ ୮୬୮୩.୮୩କୋଟି ଟଙ୍କା ଜିଏସଟି…
Read More...

୨୦୧୯- ମାନ୍ଦା ଅର୍ଥନୀତି : ଜିଡ଼ିପି ହ୍ରାସ

ଆଉ ଦିନ କେଇଟା ପରେ ସରିଯିବ ବର୍ଷ ୨୦୧୯। ଏବେ କେବଳ ସମୀକ୍ଷା କରିବାର ବେଳ। ଦେଶର ଅର୍ଥନୀତି ପାଇଁ ଏହି ବର୍ଷ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। ଆର୍ଥିକ ମାନ୍ଦାବସ୍ଥା ସହ ବିଭିନ୍ନ ସାମଗ୍ରୀର ଦରଦାମ୍‌ ବୃଦ୍ଧି ଦେଶରେ ବେଶ…
Read More...