Browsing Category

ବଡ଼ ଖବର

ଗର୍ଭବତୀଙ୍କୁ ଆମେରିକାର ଭିସା କଟକଣା

ୱାଶିଂଟନ : ଗର୍ଭବତୀ ମହିଳାଙ୍କୁ ପର୍ଯ୍ୟଟନ ଭିସା ଦେବା ଉପରେ ଆମେରିକା କଟକଣା ଲାଗୁ କରିଛି। ଆମେରିକା ସମ୍ବିଧାନର ନିୟମ ଅନୁଯାୟୀ ଆମେରିକାରେ ଜନ୍ମ ଲାଭ କରୁଥିବା ପ୍ରତ୍ୟେକ ଶିଶୁ ସେଠାକାର ନାଗରିକତ୍ବ ପାଇଥାଏ। ତେଣୁ…
Read More...

ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ: ବୃହତ୍ତର ପୀଠ ଗଠନ ରାୟ ସଂରକ୍ଷିତ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ବିରୋଧୀ କରି ଦାୟର ପିଟିସନଗୁଡିକ ସୁପ୍ରିମକୋର୍ଟଙ୍କ ବୃହତ୍ତର ପୀଠରେ ଶୁଣାଣି ହେବ କି ନାହିଁ ସେସମ୍ପର୍କିତ ରାୟକୁ ସୁପ୍ରିମକୋର୍ଟ ସଂରକ୍ଷଣ ରଖିଛନ୍ତି।…
Read More...

ସେବା, ସଂଗ୍ରାମ ଓ ତ୍ୟାଗର ବାର୍ତ୍ତା ଦେଉଛି ‘ସମାଜ’: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଶହେ ବର୍ଷ ପୂର୍ବେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ‘ସମାଜ’ ନାମରେ ଯେଉଁ ଚାରା ଲଗାଇଥିଲେ ଆଜି ତାହା ମହାଦ୍ରୁମରେ ପରିଣତ ହୋଇଛି। ଏକ ଶତାବ୍ଦୀ ଧରି ସେବା, ସଂଗ୍ରାମ, ତ୍ୟାଗର ବାର୍ତ୍ତା ଦେଉଛି ଏହି…
Read More...

‘କେମ୍‌ ଛୋ, ଟ୍ରମ୍ପ’ ପାଇଁ ଅହମ୍ମଦାବାଦ ନା ଦିଲ୍ଲୀ

ନୂଆଦିଲ୍ଲୀ/ଅହମ୍ମଦାବାଦ : ଆମେରିକାର ଟେକ୍ସାସ୍‌ର ହଷ୍ଟନଠାରେ ଅନୁଷ୍ଠିତ ‘ହାଓଦି ମୋଦୀ’ କାର୍ଯ୍ୟକ୍ରମ ଶୈଳୀରେ ଭାରତରେ ଆୟୋଜନ ହେଉଛି ‘କେମ୍‌ ଛୋ, ଟ୍ରମ୍ପ’। ଗୁଜରାତୀ ଭାଷାରେ ‘କେମ୍‌ ଛୋ’ର ଅର୍ଥ ‘ଆପଣ କେମିତି…
Read More...

ସିଏଏ ପାକିସ୍ତାନର ଦଳିତମାନଙ୍କର ହିତ ପାଇଁ ଉଦ୍ଦିଷ୍ଟ : ଜେ.ପି. ନଡ୍ଡା

ଭୁବନେଶ୍ବର : ବିଜେପି ଜାତୀୟ ସଭାପତି ଜେ.ପି. ନଡ୍ଡା କହିଛନ୍ତି, ଯେଉଁ ଦଳିତ ନେତାମାନେ ନାଗରିକ ସଂଶୋଧନ ଆଇନ୍‍କୁ ବିରୋଧ କରୁଛନ୍ତି ଏହା ପାକିସ୍ତାନର ଦଳିତମାନଙ୍କର ହିତ ପାଇଁ ଉଦ୍ଦିଷ୍ଟ ବୋଲି ସେମାନେ ଜାଣିପାରୁ…
Read More...

ଜୟସିଂହଙ୍କ ଭଳି ମହିଳା ଏଭଳି ହତ୍ୟାକାରୀ ଓ ରାକ୍ଷସଙ୍କୁ ଜନ୍ମ ଦିଅନ୍ତି – କଙ୍ଗନା

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ ଦେଇଥିବା ମନ୍ତବ୍ୟକୁ ଅଭିନେତ୍ରୀ କଙ୍ଗନା ରାଣାବତ ସଠିକ ସମାଲୋଚନା କରିଥିବା ନିର୍ଭୟାଙ୍କ ମା' ଆଶା ଦେବୀ କହିଛନ୍ତି।…
Read More...

ରୋହିଙ୍ଗ୍ୟାମାନଙ୍କ ଗଣହତ୍ୟାକୁ ରୋକିବା ପାଇଁ ମ୍ୟାଁମାରକୁ ଆନ୍ତର୍ଜାତିକ ନ୍ୟାୟାଳୟର ନିର୍ଦ୍ଦେଶ

ହଗ୍ :  ରୋହିଙ୍ଗ୍ୟାମାନଙ୍କର ଗଣହତ୍ୟାକୁ ରୋକିବା ପାଇଁ ଜରୁରିକାଳୀନ ପଦକ୍ଷେପ ଗ୍ରହଣ କରିବାକୁ ଆନ୍ତର୍ଜାତିକ ନ୍ୟାୟାଳୟ ମ୍ୟାଁମାରକୁ ନିର୍ଦ୍ଦେଶ ଦେଇଛନ୍ତି। ଏ କ୍ଷେତ୍ରରେ ମ୍ୟାଁମାର ସରକାର କ’ଣ ପଦକ୍ଷେପ ଗ୍ରହଣ…
Read More...

ଜେଏନୟୁ ହଷ୍ଟେଲ ଫି ମାମଲା – ଛାତ୍ରସଂଘ ଆବେଦନ ଶୁଣିବେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ହଷ୍ଟେଲ ମାନୁଆଲ ସଂଶୋଧନ କରି ଫି ବୃଦ୍ଧି ନିଷ୍ପତ୍ତିକୁ ବିରୋଧ କରୁଥିବା ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଛାତ୍ରସଂଘର ଆବେଦନର ଆସନ୍ତାକାଲି ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହେଵ। ଛାତ୍ରସଂଘ ଫି ବୃଦ୍ଧି…
Read More...

ପୂର୍ବତନ ବିଜେଡି ବିଧାୟକ ଅନାମ ନାଏକ ଗିରଫ

ଜୟପୁର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶେଷରେ ଭିଜିଲାନ୍ସ ପୂର୍ବତନ ବିଜେଡି ବିଧାୟକ ଅନାମ ନାଏକଙ୍କୁ ଗିରଫ କରିଛି । ଜୟପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ…
Read More...

ତିନି ଆଇନଜୀବୀଙ୍କୁ ବିଚାରପତି ପଦ ପାଇଁ କଲେଜିଅମର ସୁପାରିଶ

ଡେସ୍କ: ସୁପ୍ରିମକୋର୍ଟ କଲେଜିଅମ ତିନି ଜଣ ପ୍ରମୁଖ ଆଇନଜୀବୀଙ୍କୁ ବମ୍ବେ, ଓଡିଶା ଓ ଜମ୍ମୁ ଏବଂ କାଶ୍ମୀର ହାଇକୋର୍ଟର ବିଚାରପତି ପଦବୀ ପାଇଁ ସୁପାରିଶ କରିଛନ୍ତି। ସୁପ୍ରିମକୋର୍ଟ କଲେଜିଅମ ଏ ନେଇ ବମ୍ବେ ହାଇକୋର୍ଟ,…
Read More...