ରାଜପଥରେ ଜଳିଗଲା କାର୍

0

ବ୍ରହ୍ମପୁର: ଜାତୀୟ ରାଜପଥ ଠିଆ ହୋଇଥିବା ଏକ ଗାଡ଼ିରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନଥିଲେ ବି ସର୍ଟସର୍କିଟ୍ ଯୋଗୁଁ ହୋଇଥାଏ ବୋଲି ଅନୁମାନ କରାଯାଉଛି । ଛତ୍ରପୁର ଠାରେ ଆରଟିଓଙ୍କ ଦ୍ୱାରା ଗାଡ଼ିର ଫିଟନେସ୍ ପାଇଁ ଅଣାଯାଇଥିବା ବେଳେ ଗାଡ଼ିଟି ବ୍ରହ୍ମପୁରର ସଞ୍ଜୁଲତା ବେହେରାଙ୍କ ବୋଲି ଜଣାପଡିଛି । ନିଆଁ ଲାଗିଥିବା ଗାଡ଼ିଟି ହେଉଛି ମାରୁତି ଓମିନି। ଖବର ପାଇ ଛତ୍ରପୁର ଦମକଳବାହିନୀ ନିଆଁକୁ ଆୟତ କରିଥିଲେ ।

Leave A Reply