କାଲିଫର୍ଣ୍ଣିଆରେ ଗୁଳିକାଣ୍ଡ: ୩ମୃତ

0

କାଲିଫର୍ଣ୍ଣିଆ : ଆମେରିକାର ଲସ୍‌ ଆଞ୍ଜଲ୍ସ ନିକଟ ଉପକୂଳ ସହର ଟରାନ୍ସର ଗାବ୍ଲ ହାଉସ୍‌ କ୍ରୀଡ଼ାଙ୍ଗନରେ ରେ ଗୁଳିକାଣ୍ଡ ଘଟି ୩ଜଣଙ୍କ ପ୍ରାଣହାନି ସହ ୪ ଆହତ ହୋଇଛନ୍ତି। ଶୁକ୍ରବାର ରାତି ପ୍ରାୟ ୧୨ଟା ସମୟରେ ଏହି ଗୁଳିକାଣ୍ଡ ଘଟିଥିଲା। ଘଟଣାସ୍ଥଳରେ ପ୍ରାୟ ୧୫ ରାଉଣ୍ଡ ଗୁଳି ଫୁଟିଥିବା ପ୍ରକାଶ। ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରୁ ଏହି ଗୁଳିକାଣ୍ଡ ଘଟିଥିବା ପ୍ରତ୍ୟକ୍ଷଦର୍ଶୀ କହୁଥିଲେ ମଧ୍ୟ ଏହାର ବାସ୍ତବ କାରଣ ପୁଲିସ ସ୍ପଷ୍ଟ କରିନାହିଁ।

Leave A Reply