ରାଫେଲ ତଥ୍ୟ ଦେବାକୁ ମନା କଲେ ସିଏଜି

0

ନୂଆଦିଲ୍ଲୀ : ରାଫେଲ ଯୁଦ୍ଧବିମାନ କାରବାର ସଂକ୍ରାନ୍ତ ତଥ୍ୟ ଦେବାକୁ ମନା କରିଦେଇଛନ୍ତି ସିଏଜି। ଏହା ସଂସଦୀୟ ମର୍ଯ୍ୟାଦାର ଉଲ୍ଲଙ୍ଘନ ହେବ ବୋଲି ସିଏଜି ଯୁକ୍ତି ଦର୍ଶାଇଛନ୍ତି। ସୂଚନା ଅଧିକାର ଆଇନ ବଳରେ ପୁଣେର ବିହାର ଡର୍ଭେ ଏହି ତଥ୍ୟ ମାଗିଥିବାବେଳେ ସମ୍ପ୍ରତି ଏହାର ହିସାବ (ଅଡିଟ୍‌) ଚାଲିଛି; ସଂସଦରେ ଉପସ୍ଥାପନ ପୂର୍ବରୁ ତଥ୍ୟ ଦେଇହେବ ନାହିଁ ବୋଲି ସିଏଜି କହିଛନ୍ତି। ସୂଚନା ଅଧିକାର ଆଇନର ଧାରା ୮-୧(ସି) ବଳରେ ସିଏଜି ତଥ୍ୟ ଦେବାକୁ ମନା କରିଦେଇଛନ୍ତି।

Leave A Reply