ତିର୍ତ୍ତୋଲ ଉପନିର୍ବାଚନ; ୫ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ

ତିର୍ତ୍ତୋଲ : ତିର୍ତ୍ତୋଲ ଉପନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି। ତିର୍ତ୍ତୋଲରେ ୫ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ ରହିଛି। ୫ମ ରାଉଣ୍ଡରେ ବିଜେଡ଼ି ୬୪୦୦ଖଣ୍ଡ ଭୋଟରେ ଆଗୁଆ ରହିଛି। ୫ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୧୮୩୯୭, ବିଜେପି ୧୧୯୯୭, କଂଗ୍ରେସ ୨୨୪୭ ଖଣ୍ଡ ଭୋଟ ପାଇଛନ୍ତି ।

Comments are closed.