ବଢ଼ିଲା ବସ ଭଡ଼ା

ଭୁବନେଶ୍ବର: ରାଜ୍ୟରେ ବଢ଼ିଲା ଯାତ୍ରୀବାହୀ ବସଭଡ଼ା। ଅଟୋମେଟିକ ମେକାନିଜିମ ଆଧାରରେ ବଢ଼ିଲା ବସଭଡ଼ା। ଆଜିଠାରୁ ବର୍ଦ୍ଧିତ ବସ ଭଡ଼ା ଲାଗୁ ହୋଇଛି ବୋଲି ସୂଚନା ମିଳିଛି। ସାଧାରଣ ଓ ଏକ୍ସପ୍ରେସ ବସ ଭଡ଼ା ୪ ପଇସା ବଢ଼ିଲା। ଡିଲକ୍ସ ଓ ଏସି ଡିଲକ୍ସ ବସରେ ୮ ପଇସା ବଢ଼ିଲା। ସୁପର ପ୍ରିମିୟମ ବସରେ ଭଡ଼ା ୧୨ ପଇସା ବୃଦ୍ଧି ହୋଇଛି। ଏହି ବର୍ଦ୍ଧିତ ବସଭଡ଼ା ଆଜିଠାରୁ ଲାଗୁ କରାଯାଇଛି ବୋଲି ସୂଚନା ଦିଆଯାଇଛି।

Comments are closed.