ବସ୍‍ ଧକ୍କାରେ ବାଇକଚାଳାକ ମୃତ

0

ଜୟପୁର : ଜୟପୁରସ୍ଥିତ ବାରଣୀପୁଟ ଛକ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଏକ ବସ୍‍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଜୟପୁର ନୂଆସାହି ବାବୁଲା ପାଇକରାୟ(୪୭) ନିଜ ମୋଟର ସାଇକେଲରେ ବାରଣୀପୁଟ ଯାଉଥିବା ସମୟରେ ବସ୍‍ ଧକ୍କା ହୋଇଥିଲା। ଟାଉନପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟଲୋକ ମୃତକଙ୍କ କ୍ଷତିପୂରଣ ଦାବିରେ ୨୬ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ।

Leave A Reply