ବାଙ୍ଗିରିପୋଷିରେ ପ୍ରବଳ ବର୍ଷା; ବୁଢ଼ାବଳଙ୍ଗ ନଦୀରେ ବନ୍ୟା ସ୍ଥିତି..ଦେଖନ୍ତୁ ଭିଡ଼ିଓ

ଦ୍ୱାରଶୁଣି : ଲଘୁଚାପ ପ୍ରଭାବରେ ବାଙ୍ଗିରିପୋଷିରେ ପ୍ରବଳ ବର୍ଷା ଲାଗି ରହିଛି। ସେପଟେ ଲଗାଣ ବର୍ଷାରେ ବୁଢ଼ାବଳଙ୍ଗ ନଦୀରେ ବନ୍ୟା ପରିସ୍ଥିତି ଉପୁଜିଛି।

Comments are closed.