ଅପ୍ରେଲ ୩ ପର୍ଯ୍ୟନ୍ତ ଚାଲିବ ବଜେଟ୍‍ ଅଧିବେଶନ

ଅଧିବେଶନକୁ କାଣ୍ଟଛାଣ୍ଟ ଅବା ଅଧାରୁ ବନ୍ଦ କରିବାର କୌଣସି ପ୍ରସ୍ତାବ ନାହିଁ

ନୂଆଦିଲ୍ଲୀ :  ସଂସଦର ବଜେଟ୍‍ ଅଧିବେଶନ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆସନ୍ତା ମାସ ଅର୍ଥାତ ଅପ୍ରେଲ ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ସରକାର ଏହା ନିଶ୍ଚିତ କରିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ମଙ୍ଗଳବାର ସାମ୍ବାଦିକମାନଙ୍କୁ କହିଛନ୍ତି ଅଧିବେଶନକୁ କାଣ୍ଟଛାଣ୍ଟ କରିବା ଅବା ଅଧାରୁ ବନ୍ଦ କରିବାର କୌଣସି ପ୍ରସ୍ତାବ ନାହିଁ।

Comments are closed.