ଏପ୍ରିଲ ପହିଲାରୁ ବନ୍ଦ ହେବ ବିଏସ- IV ଗାଡ଼ି କିଣାବିକା

ଭୁବନେଶ୍ବର : ବନ୍ଦ ହେବ ବିଏସ- IV ଗାଡ଼ି। ଏପ୍ରିଲ ପହିଲାରୁ ଆଉ କିଣାବିକା ହେବନି ବିଏସ- IV ଗାଡ଼ି। ଏଭଳି ନିର୍ଦ୍ଦେଶ ଗୁରୁବାର  ସୁପ୍ରିମକୋର୍ଟ ଦେଇଛନ୍ତି। ଏପ୍ରିଲ ପହିଲାରୁ ବିଏସ- IV ଗାଡ଼ି କିଣାବିକା ବନ୍ଦ କରାଯିବ। ନୂଆଗାଡ଼ି କିଣିବାକୁ ଇଚ୍ଛୁକଥିବା ବ୍ୟକ୍ତିଙ୍କୁ ଏସଟିଏ  ସତର୍କସୂଚନା ଜାରି କରିଛି। ଏ ନେଇ ରଜ୍ୟ ପରିବହନ ପକ୍ଷରୁ ମଧ୍ୟ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

Comments
Loading...