୯୨ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

0

କଟକ : କଟକର ମଛୁଆ ବଜାରରୁ ରବିବାର ପୁଲିସ ପ୍ରାୟ ୯୨ ଗ୍ରାମ ବ୍ରାଉନସୁଗାର ଜବତ କରିଛି ।  ଜଣେ ବ୍ରାଉନସୁଗାର ବ୍ୟବସାୟୀକୁ ମଧ୍ୟ ପୁଲିସ ଗିରଫ କରାଯାଇଛି ।  ସୂଚନା ଅନୁଯାୟୀ, ସେ କଟକର ମଛୁଆ ବଜାରରେ ବ୍ରାଉନସୁଗାର ବିକ୍ରି କରୁଥିଲା । ପୁଲିସ ସୂଚନା ପାଇବାପରେ ମାଛୁଆ ବଜାରରେ ଚଢ଼ାଉକରି ବ୍ରାଉନ ସୁଗାର ବ୍ୟବସାୟୀକୁ ଗିରଫ କରିଛି ।  ଗିରଫ ସମୟରେ ତା’ଠାରୁ ପ୍ରାୟ ୯୨ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି ।  ଏହାର ମୁଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

Leave A Reply