୨୫ ଲକ୍ଷର ବ୍ରାଉନସୁଗାର ସହିତ  ଡ଼ିଲର ଗିରଫ

0

ଭୁବନେଶ୍ୱର: କମିଶନରେଟ୍ ପୁଲିସ ମଙ୍ଗଳବାର ଜଣେ କୁଖ୍ୟାତ ବ୍ରାଉନସୁଗାର ଡ଼ିଲରକୁ ଗିରଫ କରିଛି । ସେ ବିଭିନ୍ନ ଏଜେଣ୍ଟମାନଙ୍କୁ ବ୍ରାଉନସୁଗାର ଯୋଗାଉଥିଲା । ଏହି ଏଜେଣ୍ଟମାନଙ୍କ ଦ୍ୱାରା ଭୁବନେଶ୍ୱରର ବିଭିନ୍ନ ସ୍ଥାନକୁ ବ୍ରାଉନ ସୁଗାର ପଠାଯାଉଥିଲା । ଅଭିଯିକ୍ତ ନିକଟରୁ ୨୫୦ ଗ୍ରାମରୁ ଉର୍ଦ୍ଧ୍ୱ ବ୍ରାଉନସୁଗାର ଜବତ କରିଛି କମିଶନରେଟ୍ ପୁଲିସ । ଏହାର ମୂଲ୍ୟ ୨୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହେବ ବୋଲି ଅନୁମାନ କରଯାଉଛି । 

Leave A Reply