ଲାଞ୍ଚନେଇ ଗିରଫ ହେଲେ ମହିଳା ପୁଲିସ ଅଧିକାରୀ

0

ଅନୁଗୁଳ:  ଲାଞ୍ଚ ନେବା ଘଟଣାରେ ଜଣେ ମହିଳା ପୁଲିସ ଅଧିକାରୀ ଗିରଫ ହୋଇଛନ୍ତି ।      ଏନଟିପିସି ଟାଉନ ଥାନା ଆଇଆଇସି ମୋହୋସ୍ମିତା ପଣ୍ଡାଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ବିଭାଗ ଗିରଫ କରିଛି l ଏକ ମାମଲାରେ ଥାନାରୁ ଜାମିନ କରାଇଦେବା ପାଇଁ ଅଭିଯୋଗକାରୀ ଶୁଭେନ୍ଦୁ ଦାସଙ୍କ ଠାରୁ ୧୦ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଲାଞ୍ଚ ନେଉଥିବା ବେଳେ କଟକ ଓ ଅନଗୁଳ ଭିଜିଲାନ୍ସ ଦଳ ତାଙ୍କୁ ଧରିଥିଲେ ।

Leave A Reply