MEllora 950×100

 ବୌଦ୍ଧର ବାଲୁକା ଶିଳ୍ପୀ ଉଚ୍ଚପ୍ରଶଂସିତ

ବୌଦ୍ଧ: ପୁରୀ ଜିଲ୍ଲା କୋଣାର୍କ ସ୍ଥିତ ଚନ୍ଦ୍ରଭାଗା ବେଳାଭୂମିରେ ୫ ଦିନ ବ୍ୟାପୀ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ  ଆଦିବାସୀ ଲୋକକଳା ସଂସ୍କୃତି, ବୌଦ୍ଧ ଲୋକକଳା ସଂସ୍କୃତି, ଆଦିବାସୀ ନୃତ୍ୟଏକ କଳାକୃତି ପ୍ରଦର୍ଶିତ ହୋଇଥିଲା ।  ବୌଦ୍ଧର ଜିଲ୍ଲାର ବାଲୁକା ଶିଳ୍ପୀ ଅଭିଷେକ ସିଂ ଙ୍କ ଦ୍ୱାରା ଏହି କଳାକୃତି ପ୍ରଦର୍ଶିତ ହୋଇଥିଲା । ସେଠାରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Comments are closed.