ବଜରଙ୍ଗ ଦଳ ପକ୍ଷରୁ ତ୍ରିରଙ୍ଗା ଯାତ୍ରା

ବୌଦ୍ଧ: ଆଜାଦୀକା ଅମୃତ ମହୋତ୍ସବ ଦେଶବ୍ୟାପୀ ମହାସାମରୋହରେ ପାଳନ କରାଯାଉଥିବାବଳେ ବୌଦ୍ଧ ବଜରଙ୍ଗ ଦଳ ପକ୍ଷରୁ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ବୌଦ୍ଧ ରଘୁନାଥ ମନ୍ଦିରଠାରୁ ଏହି ତ୍ରିରଙ୍ଗା ଶୋଭାଯାତ୍ରା ବାହାରି ସହରସାରା ପରିକ୍ରମା କରିଥିଲା। ଏକ ସୁସଜ୍ଜିତ ରଥରେ ଭାରତ ମାତାଙ୍କ ଫଟୋଚିତ୍ରକୁ ଶୋଭାଯାତ୍ରାରେ ନିଆଯାଇଥିଲା।

Comments are closed.