ଅଙ୍ଗନୱାଡିରେ ମହୁମାଛି ଦଂଶନରେ ୮ ଶିଶୁ ସମେତ ୧୦ ଗୁରୁତର

ବୌଦ୍ଧ : ବୌଦ୍ଧ କଣ୍ଟାମାଳ ବ୍ଲକ ଡପଲା ପଞ୍ଚାୟତ ବଉଳସିଂହାରେ ଆଜି ଏକ ଅଘଟଣ ଘଟିଛି। ଅଙ୍ଗନୱାଡି କେନ୍ଦ୍ରରେ ମହୁମାଛି ଆକ୍ରମଣରେ ୮ ଶିଶୁ ସମେତ ୧୦ ଗୁରୁତର ହୋଇଛନ୍ତି। ୮ ଶିଶୁଙ୍କ ସହ ଅଙ୍ଗନୱାଡି ୱାର୍କର ଓ ହେଲପର ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋନପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

Comments are closed.