ବସ୍ତିରେ ସିରିଜ ବୋମାମାଡ

0

ଭୁବନେଶ୍ବର : ପଥର ବନ୍ଧ ବସ୍ତିରେ ସିରିଜ ବୋମାମାଡ ହୋଇଛି। ଗୋଟିଏ ଘର ଉପରକୁ ଏକାଧିକ ବୋମାମାଡ ହୋଇଛି। ବୋମାମାଡରେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି। ତେବେ ପୂର୍ବ ଶତ୍ରୁତାରୁ ଏହି ବୋମାମାଡ ହୋଇଥିବା ସନ୍ଦେହ କରାଯାଉଛି। ବୋମାମାଡ ପରେ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply