ଡ଼୍ରଗ୍ସ ମାମଲା: ବଲିଉଡ଼୍ ଅଭିନେତା ବିବେକ ଓବରାୟଙ୍କ ଘରେ ବେଙ୍ଗାଲୁର ପୁଲିସର ଚଢ଼ଉ

ଡ଼୍ରଗ୍ସ ମାମଲାରେ  ମୁମ୍ବାଇ ପୁଲିସ ବଲିଉଡ ଅଭିନେତା ବିବେକ ଓବରୋଇଙ୍କ ଘରେ ଚଢ଼ଉ କରିଛି। କୁହାଯାଉଛି ଯେ ବେଙ୍ଗାଲୁରୁ ପୁଲିସର ଦୁଇଜଣ ଇନ୍ସପେକ୍ଟର ଅଭିନେତାଙ୍କ ଘରେ ଚଢ଼ଉ ଆରମ୍ଭ କରିଛନ୍ତି। ଏହି ସଂପର୍କରେ ମୁମ୍ବାଇର ଜୁହୁସ୍ଥିତ ବିବେକ ଓବରୋଇଙ୍କ ଘରେ ଏକ ସର୍ଚ୍ଚ ଅପରେସନ କରାଯାଇଛି।

Comments are closed.