ଗାଡ଼ି ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ : ରାସ୍ତା ଅବରୋଧ

0

ବଲାଙ୍ଗୀର : ବଲଙ୍ଗୀର ଜିଲା ସଇଁତଲା ଥାନା ଅନ୍ତର୍ଗତ ଭଦ୍ରା ଗ୍ରାମର ବରଗାଁ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତଙ୍କ ନାମ ବିଘ୍ନ ଭୋଇ । ଏନେଇ ଉତ୍ତ୍ୟକ୍ତ ଲୋକେ ଗୁରୁବାର ବରଗଡ-ବୋରିଗୁମ୍ମା ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଏଥିସହିତ ବଲାଙ୍ଗୀର ଭବାନୀପାଟଣା ରାଜପଥରେ ଶବ ରଖି ରାସ୍ତାରୋକ କରିଛନ୍ତି।

Leave A Reply