କୋଭିଡ ନିୟମ ଉଲଙ୍ଘନ ; ରାଜଧାନୀର ବ୍ଲୁ ହୁଇଲ ହସ୍ପିଟାଲ ସିଲ

ଭୁବନେଶ୍ବର : ଭୁବନେଶ୍ବରର ମଞ୍ଚେଶ୍ବରସ୍ଥିତ ବ୍ଲୁ ହୁଇଲ ହସ୍ପିଟାଲକୁ ମଙ୍ଗଳବାର ବିଏମସି ପକ୍ଷରୁ ସିଲ କରାଯାଇଛି।  କୋଭିଡ- ୧୯ ନିୟମ ଉଲଙ୍ଘନ ସହିତ ହସ୍ପିଟାଲରୁ ୨୭ କରୋନା ପଜିଟିଭ ଚିହ୍ନଟ ହେବାପରେ ବିଏମସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଏ ନେଇ ବିଏମସି ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

 

Comments are closed.