‘ସମାଜ’ର ଶତବାର୍ଷିକୀ ଉପଲକ୍ଷେ ପୁରୀ ଗୋପବନ୍ଧୁ ଭବନରେ ବ୍ଲକ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା

0

ପୁରୀ: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଆଦର୍ଶକୁ ପାଥେୟ କରି ଦୈନିକ ‘ସମାଜ’ ଏହାର ଶତବାର୍ଷିକୀ ପାଳନ କରୁଛି। ଏହି ଉପଲକ୍ଷେ ରବିବାର ରାଜ୍ୟବ୍ୟାପୀ ବ୍ଲକସ୍ତରୀୟ ଚିତ୍ରାଙ୍କନ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ପୁରୀର ଗୋପବନ୍ଧୁ ଭବନରେ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ବରିଷ୍ଠ ବିଭାଗରେ ୭୯ ଜଣ ଏବଂ କନିଷ୍ଠ ବିଭାଗରେ ୪୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

Leave A Reply