ପଞ୍ଜାବରେ  ଥାନା ବିସ୍ଫୋରଣ ଘଟଣା: ୨ କାଶ୍ମୀର ଛାତ୍ର ଗିରଫ

0

ଚଣ୍ଡୀଗଡ଼ . – ପଞ୍ଜାବରେ ଏକ ଥାନା ମଧ୍ୟରେ ଗ୍ରୀନେଡ୍‌ ବିସ୍ଫୋରଣ ଘଟଣାରେ ପଞ୍ଜାବ ପୁଲିସ ୨ ଜଣ କାଶ୍ମୀର ଛାତ୍ରଙ୍କୁ ଗିରଫ କରିଛି ।  ଜଳନ୍ଧରରେ ଏକ ଥାନାରେ ହୋଇଥିବା ଗ୍ରୀନେଡ୍‌ ବିସ୍ଫୋରଣ  ଘଟଣାରେ ଏମାନେ ସାମଲି ଥିବା କଥା ପୁଲିସ ଅଭିଯୋଗ କରିଛି । ଏଥିରେ ଜଣେ ପୁଲିସ କର୍ମଚାରୀ ଗୁରୁତର ହୋଇଥିଲେ ।

ଏହି ଛାତ୍ରମାନେ ଜୈଶ-ଏ ମହମ୍ମଦ ଆତଙ୍କବାଦୀ ସଙ୍ଗଠନ ସହ ଜଡିତ ଅନସାର ଘଜଓ୍ୱାତ-ଉଲ୍‌-ହିନ୍ଦ ନାମକ  ଆତଙ୍କବଦୀ ସଙ୍ଗଠନର ସଦସ୍ୟ । ଏମାନେ ଗିରଫ ହେଲା ପରେ ପଞ୍ଜାବର ପୁଲିସ ମୁଖ୍ୟ ସୁରେଶ ଆରୋରା ଛାତ୍ରମାନଙ୍କୁ ଆତଙ୍କଆତଙ୍କବାଦୀ ସଙ୍ଗଠନରେ ସାମିଲ ନ ହେବା ପାଇଁ ଅପିଲ୍‌ କରିଛନ୍ତି ।

Leave A Reply