ଶୀତବସ୍ତ୍ର ବଣ୍ଟନ

ଗୁରୁଡିଝାଟିଆ : ଗୋବରା ପଞ୍ଚାୟତର ଗୋବରା ସିଆଳି ସାହିରେ ଆଠଗଡ ବିକାଶ ମଞ୍ଚ ପକ୍ଷରୁ କମ୍ବଳ ବଣ୍ଟନ କରାଯାଇଛି । ମଞ୍ଚର ସଭାପତି ସମାଜସେବୀ ମାନସ ବସ୍ତିଆ ସିଆଳି ସାହିରେ ପହଞ୍ଚି ଅଭାବୀ ଲୋକମାନଙ୍କୁ କମ୍ବଳ ପ୍ରଦାନ କରିବା ସହିତ ସେମାନଙ୍କ ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ।

Comments are closed.