ବାଙ୍ଗିରିପୋଷିରେ ବିଜେପି ଓ ମୋରଡ଼ାରେ ବିଜେଡ଼ି ଆଗରେ

ବାଙ୍ଗିରିପୋଷି/ମୋରଡ଼ା: ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ପରେ ବାଙ୍ଗିରିପୋଷି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ୩୬୮୫ ଭୋଟ୍ ପାଇ ୬୭୬ ଭୋଟରେ ଆଗୁଆ ଅଛନ୍ତି। ସେହିପରି ବିଜେଡି ପ୍ରାର୍ଥୀ ୩୦୦୭ ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ଅଛନ୍ତି। ଅନ୍ୟପକ୍ଷରେ ମୋରଡ଼ା ନିର୍ବାଚନ ମଣ୍ଡଳୀର ପ୍ରଥମ ପର୍ଯ୍ୟାୟରେ ବିଜେଡି-୩୫୬୫, ବିଜେପି-୨୭୧୬, କଂଗ୍ରେସ- ୧୪୮୩, ଜେଏମଏମ-୫୪୨ ଭୋଟ ପାଇଛନ୍ତି। ବିଜେଡ଼ିର ରାଜକିଶୋର ଦାସ ୮୪୯ ଭୋଟରେ ଆଗୁଆ ଅଛନ୍ତି।

Comments are closed.