ସମ୍ବଲପୁର ବିଜେପି ପ୍ରାର୍ଥୀ ଜୟ ନାରାୟଣ ମିଶ୍ର ବିଜୟୀ

ସମ୍ବଲପୁର : ସମ୍ବଲପୁର ବିଜେପି ବିଧାନସଭା ପ୍ରାର୍ଥୀ ଜୟନାରାୟଣ ମିଶ୍ର ବିଜୟୀ ହୋଇଛନ୍ତି। ଜୟ ନାରାୟଣ ମିଶ୍ର ତାଙ୍କ ପ୍ରତିଦ୍ୱନ୍ଦୀ ବିଜେପିର ଡ଼.ରାଶେସ୍ୱରି ପାଣିଗ୍ରାହୀଙ୍କୁ ୪୩୫୬ଭୋଟରେ ହରାଇଛନ୍ତି।

‘ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଧ ଭାବେ ଘୋଷଣା କରାଯାଇ ନାହିଁ’।

Comments are closed.